Daily Archives

December 2, 2021

ଆସୁଛି ବାତ୍ୟା: ଜମିରେ ଥିବା ଧାନକୁ କାଟିବେ କେମିତି ଓ ଅମଳ ଫସଲକୁ ରଖିବେ କେଉଁଠି? ଚିନ୍ତାରେ ଚାଷୀ

ଜୟପୁର: ବର୍ଷ ସାରା ପରିଶ୍ରମ କରି ଝାଳ ବୁହାଇଥିଲେ। କ୍ଷେତରେ ଫସଲ ଥିବା ସମୟରେ ଅମଳ ବେଳେ ବାତ୍ୟା ଆସୁଛି। ଫସଲ କ୍ଷୟକ୍ଷତିକୁ ନେଇ ଚାଷୀଙ୍କ ଉପରେ ଚଡକ ପଡିଛି। ଜମିରେ ଥିବା ଧାନକୁ କାଟିବ‌େ କେମିତି ଓ ଅମଳ ଧାନକୁ ରଖିବେ କେଉଁଠି। ସୁରକ୍ଷିତ ଭା‌ବେ ଧାନକୁ ରଖିବା ପାଇଁ ଚାଷୀ ଉପରେ ସଙ୍କଟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଅଫିସରେ ନୂଆ କାମ ମିଳିପାରେ। ଧୈର୍ଯ୍ୟଧରି ରହି ପାରିଲେ ସଫଳତା ପାଇବେ। ବୃଷ: ଆପଣ କୌଣସି ଶୁଭ ଖବର ପାଇବେ। ସ୍ଥଗିତ ଥିବା କାମରେ ସଫଳତା ମିଳିବ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ମିଥୁନ: ବୈବାହିକ ଜୀବନ ଭଲ ରହିବ। ପରିବାର…
ଅଧିକ ଖବର ଦେଖନ୍ତୁ...

ଭାରତରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବଢିବା ଆଶଙ୍କା, ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫ ବ୍ୟକ୍ତି…

ବେଙ୍ଗାଲୁରୁ : ଭାରତରେ ଓମିକ୍ରନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । ଆଜି ଚିହ୍ନଟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୫ ଜଣ କରୋନା ପଜିଟିଭ ବାହାରିଛନ୍ତି । ତେବେ ସେମାନେ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି କି ନା, ତାହା…
ଅଧିକ ଖବର ଦେଖନ୍ତୁ...

ଉଷୁମ ହେଉଥିଲେ ବାବୁ, ଛେଳି ଖାଇଦେଲା ଫାଇଲ: ଦେଖନ୍ତୁ ଭିଡିଓ

କାନପୁର: ଟେବୁଲରେ ଫାଇଲ ରଖି ସକାଳ ଖରା ଉପଭୋଗ କରୁଥିଲେ ବାବୁ | ଆଉ ଛେଳି ଖାଇଦେଲା ଫାଇଲ | କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଡିଓ କାନପୁରର ବ୍ଲକ ଅଫିସରୁ ଆସିଛି | ଛେଳି ଯେତେବେଳେ ଏହି କାମ କରିଥିଲା, କର୍ମଚାରୀମାନେ ଶୀତରୁ ରକ୍ଷା ପାଇବା…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ, ଗୋପାଳପୁର ଠାରୁ ୧୦୨୦କିମି ଦୂରରେ ଅବପାତ

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଚିହ୍ନଟ ହୋଇନି ଓମିକ୍ରନ ଭୂତାଣୁ; ତୃତୀୟ ଲହର ଭୟ, କଡ଼ାକଡ଼ି ହେବ କଟକଣା

ଖୋର୍ଦ୍ଧା: କରୋନା ଭୂତାଣୁ ଏବେ ପୁଣି ଏକ ନୂଆ ରୂପ ଧରିଛି । ଏହି ଓମିକ୍ରନ୍ ରୂପ ପାଇଁ ତୃତୀୟ ଲହର ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ସତର୍କତା ଜାରି କରାଯାଇଛି । ଆଜି ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ ମେସେଜ…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନ୍ ଆକ୍ରାନ୍ତ ବ୍ୟକ୍ତି ଘରୋଇ ଲାବରୁ ନେଗେଟିଭ ରିପୋର୍ଟ ନେଇ ଦୁବାଇ ପଳାଇଛନ୍ତି : କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ : ଆଜି ଦୁଇଟି ଓମିକ୍ରନ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ଭାରତରେ ଏହାକୁ ନେଇ ଚିନ୍ତା ବଢିଯାଇଛି । ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ୬୬ ବର୍ଷ ବୟସ୍କ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକାର ନାଗରିକ ଓ ସେ ନଭେମ୍ବର ୨୦ରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ ଆଇପିଏସ୍‌ ଅଧିକାରୀ ପରମବୀର ସିଂଙ୍କୁ ନିଲମ୍ବନ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ହୋମଗାର୍ଡ ଡିଜି ଏବଂ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌  ପରମବୀର ସିଂହଙ୍କୁ ପଦରୁ ନିଲମ୍ବନ କରିଛନ୍ତି ମହାରାଷ୍ଟ୍ର ସରକାର। ଦୀର୍ଘଦିନ ଧରି କୌଣସି ସୂଚନା ନ ଦେଇ କାର୍ଯ୍ୟ‌ରେ ଯୋଗ ନ ଦେବା…
ଅଧିକ ଖବର ଦେଖନ୍ତୁ...

ବାୟୋଫୁଏଲରେ ଉଡ଼ିଲା ପ୍ରଥମ ବିମାନ, ଯାତ୍ରୀଙ୍କୁ ନେଇ ଚିକାଗୋରୁ ୱାଶିଂଟନରେ ପହଞ୍ଚିଲା ୟୁନାଇଟେଡ୍ ଏୟାରଲାଇନ୍ସ

କାଲିଫର୍ଣ୍ଣିଆ :ଆମେରିକାର ୟୁନାଇଟେଡ୍ ଏୟାରଲାଇନ୍ସ ନୂଆ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ, ଏହି ବିମାନ ବାୟୋଫୁଏଲ ବ୍ୟବହାର କରି ସଫଳ ଉଡାଣ କରିଛି | ବିମାନର ଦୁଇଟି ଇଞ୍ଜିନ ମଧ୍ୟରୁ ଗୋଟିଏରେ ବାୟୋଫୁଏଲ ବା ସବୁଜ ଇନ୍ଧନ ବ୍ୟବହାର କରାଯାଇଥିଲା | କମ୍ପାନୀ ଟ୍ୱିଟ୍ କରି କହିଛି ଯେ…
ଅଧିକ ଖବର ଦେଖନ୍ତୁ...

୮ ଦିନ ପୂର୍ବରୁ ନିଖୋଜ ଥିଲେ ଓଏସ୍‌ଏପି ଯବାନ; ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୋରାପୁଟ: ସ୍ଥାନୀୟ ସର୍କିଟ ହାଉସ ନିକଟ ୨୬ ନମ୍ବର ଜାତୀୟ ରାଜପଥ ସଂରକ୍ଷିତ ଜଂଘଲରୁ ଆଜି ଝୁଲନ୍ତା ଅବସ୍ଥାରେ ଜଣେ ଯାବନଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଯବାନ ଜଣକ ହେଲେ ଓଏସଏପି ତୃତୀୟ ବାଟାଲିୟନର ସିପାହୀ । ତାଙ୍କ ଘର ସୁନ୍ଦରଗଡ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ଟାଙ୍ଗରା ଗାଁର…
ଅଧିକ ଖବର ଦେଖନ୍ତୁ...