Daily Archives

December 5, 2021

ଦଶଖଣ୍ଡ ଗାଁକୁ ନାହିଁ ରାସ୍ତା, ପଞ୍ଚାୟତ ନିର୍ବାଚନରେ ସାମିଲ ହେବେନି ମତଦାତା!

ବୈପାରିଗୁଡା: ୧୦ ଖଣ୍ଡ ଗାଁ ପାଇଁ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଠାରୁ ଲୋକ ପ୍ରତିନିଧି ଯାଏ କାହାରି ବି ନିଦ ଭାଙ୍ଗୁନି। ଶେଷରେ ୧୦ ଖଣ୍ଡ ଗ୍ରାମବାସୀ ଏକାଠି ହୋଇ ଏକ ବୈଠକ ଅନୁଷ୍ଠିତ କରି ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ସାଧାରଣ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ବଣ୍ଡାଘାଟିର ସଫଳ କଫି ଚାଷୀ ଅର୍ଜୁନ, ସରକାରୀ ସହଯୋଗକୁ ଅପେକ୍ଷା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଅନୁନ୍ନତ ଏବଂ ଦୁର୍ଗମ ପାହାଡିଆ ଅଞ୍ଚଳ ଭାବେ ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ବୁଝାଏ। ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ରହିଥିବା ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ପଞ୍ଚାୟତର ପ୍ରାୟ ୩୨ଟି ଗ୍ରାମରେ ଆଦିମ ଜନଜାତି ବଣ୍ଡା…
ଅଧିକ ଖବର ଦେଖନ୍ତୁ...

ଅଖିଳେଶଙ୍କ ପାଇଁ ବାରଣାସୀରେ ପ୍ରଚାର କରିବେ ମମତା

ଲଖନଉ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମସି) ସମାଜବାଦୀ ଦଳକୁ ସମର୍ଥନ କରିବ। ଏଥିପାଇଁ ଆସନ୍ତା ମାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ…
ଅଧିକ ଖବର ଦେଖନ୍ତୁ...

ହୋଟେଲକୁ ଡାକି ମଡେଲରଙ୍କୁ ଦୁଷ୍କର୍ମ କଲେ ତିନିଜଣ ଯୁବକ

ନୂଆଦିଲ୍ଲୀ: କେରଳର ଏର୍ନାକୁଲମ୍ ଜିଲ୍ଲାର କୋଚି ସହରରେ ଏକ ହୋଟେଲରେ ଚଳିତ ସପ୍ତାହରେ ଜଣେ ୨୭ ବର୍ଷୀୟା ମହିଳା ତିନି ଜଣ ଯୁବକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସହରର କାକକନାଡର ଏଡାଚିରା ଅଞ୍ଚଳରେ ଘଟିଛି। ଏହି ଗଣଦୁଷ୍କର୍ମ ଅଭିଯୋଗ ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

‘ଫାୟାର ପାନ’ ପରେ ଏବେ ଆସିଲା ‘ଫାୟାର ଗୁପଚୁପ’; ସ୍ବାଦ ଚାଖିବା ପାଇଁ ଲୋକଙ୍କ ମଧ୍ୟରେ ବଢ଼ୁଛି…

ନୂଆଦିଲ୍ଲୀ: 'ଫାୟାର ପାନ' ପରେ ଏବେ 'ଫାୟାର ଗୁପଚୁପ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଫାୟାର ଗୁପଚୁପର ସ୍ବାଦ ଚାଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ି ଯାଇଛି। ଫାୟାର ଗୁପଚୁପ ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଗହଣା ଦୋକାନରୁ କୋଟିଏ ଟଙ୍କା ମୂଲ୍ୟର ସୁନା-ରୁପା ଲୁଟି ନେ‌ଲେ ଦୃର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଗହଣା ଦୋକାନରୁ ଶନିବାର-ରବିବାର ରାତିରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ଗହଣା ଲୁଟ୍‌ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୋଗ ଅନୁସାରେ ଖଣ୍ଡଗିରି ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ବର୍ଷା ଯୋଗୁ ପାଣିରେ ବୁଡିଲା ଫସଲ, ଜଳ ନିଷ୍କାସନ ଚିନ୍ତାରେ ଚାଷୀ

ଭଞ୍ଜନଗର: ବାତ୍ୟା ଜୱାଦର ପ୍ରଭାବରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଗତିପଥ ବଦଳିବା ଫଳରେ ବାତ୍ୟା ବିପତ୍ତି ଟଳି ଯାଇଥିଲେ ସୁଦ୍ଧା ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ଚାଷ କ୍ଷେତ୍ରରେ ବହୁ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଗଂଜାମ…
ଅଧିକ ଖବର ଦେଖନ୍ତୁ...

ବିଦେଶ ଯାଉଥିବାବେଳେ ବିମାନବନ୍ଦରରେ ଅଭିନେତ୍ରୀ ଜାକ୍‌ଲିନଙ୍କୁ ଅଟକ ରଖିଲା ଇଡି

ମୁମ୍ବାଇ: ବଢ଼ିବାରେ ଲାଗିଛି ଜାକ୍‌ଲିନଙ୍କ ଅଡୁଆ | ଏକ ସୋ ପାଇଁ ଦୁବାଇ ଯାଉଥିବାବେଳେ ବଲିଉଡ ଅଭିନେତ୍ରୀ ତଥା ସିଂହଳୀ ସୁନ୍ଦରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଟକ ରଖିଛି | ଇଡି ପକ୍ଷରୁ କୁହାଯାଉଛି ଯେ ଲୁକ୍ ଆଉଟ୍ ସର୍କୁଲାର ଯୋଗୁଁ ଅଭିନେତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ପାଣି ବୋତଲ ହେତୁ ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ନୂଆଦିଲ୍ଲୀ: ବେଳେବେଳେ ଏକ ଛୋଟ ଭୁଲ ବି ମଣିଷର ଜୀବନ ନେଇ ଯାଇଥାଏ। ଏମିତି ଏକ ଘଟଣା ‌ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ଘଟିଛି। ଗୋଟିଏ  ପାଣି ବୋତଲ ପାଇଁ ଜଣେ ଇଞ୍ଜିନିୟରଙ୍କ ଜୀବନ ଚାଲି ଯାଇଛି। ଦିଲ୍ଲୀରେ ବସବାସ କରୁଥିବା ଇଞ୍ଜିନିୟର ଅଭିଷେକ ଝା ସାଙ୍ଗମାନଙ୍କ ସହ କାରରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ବେପାରକୁ ଆଗକୁ ବଢ଼ାଇବା ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ବୃଷ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କୁ ଦରକାରୀ…
ଅଧିକ ଖବର ଦେଖନ୍ତୁ...