Daily Archives

December 5, 2021

ପୁଲିସ୍‌କୁ ଚକମା ଦେଇ ଖସିଗଲା ପିଏଲ୍‌ଏଫ୍‌ଆଇ ସୁପ୍ରିମୋ ଦିନେଶ

ରାଉରକ‌େଲା: ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଛି ପିପୁଲ୍‌ସ ଲିବ୍ରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ସୁପ୍ରିମୋ ଦିନେଶ ଗୋପ୍‌। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଶତାଧିକ ହିଂସାକାଣ୍ଡ, ଦାଦାବଟି, ଅପହରଣ, ହତ୍ୟା ଆଦି ଅପରାଧିକ ମାମଲାରେ ସମ୍ପୃକ୍ତ…
ଅଧିକ ଖବର ଦେଖନ୍ତୁ...

କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ଜର୍ମାନିକୁ ହରାଇ ଆର୍ଜେଣ୍ଟିନା ଚାମ୍ପିଅନ୍‌

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ମେଗାଫାଇନାଲ୍ ରବିବାର ଜର୍ମାନିକୁ ୪-୨ ଗୋଲରେ ହରାଇ ଆର୍ଜେଣ୍ଟିନା ଟ୍ରଫି ବିଜୟ ହାସଲ କରିଛି। ଏହି ହାଇଭୋଲଟେଜ୍ ଟ୍ରଫି ପାଇଁ ୟୁରୋପୀୟ ଶକ୍ତି ତଥା ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନିକୁ ଲାଟିନ୍…
ଅଧିକ ଖବର ଦେଖନ୍ତୁ...

ଡେଟରେ ୪ଜଣ ସାଙ୍ଗଙ୍କୁ ନେଇ ଯାଇଥିଲା ପ୍ରେମିକ, ପ୍ରେମିକା କଲା ଏଭଳି କାମ

ନୂଆଦିଲ୍ଲୀ: ଡେଟରେ ୪ଜଣ ସାଙ୍ଗଙ୍କୁ ନେଇ ହଟହଟା ହେଲେ ପ୍ରେମିକ | ପ୍ରେମିକା ସହ ଏକା ଦେଖା ହେବା ପାଇଁ ଯିବା ପରିବର୍ତ୍ତେ ୪ଜଣ ସାଙ୍ଗକୁ ନେଇ ଯିବା ପଡିଲା ମହଙ୍ଗା | ୨୮ ବର୍ଷୀୟ ପେଗି ଏକ ଭିଡିଓକୁ ନିଜ ଟିକଟକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ପ୍ରେମିକ ଏବଂ ନିଜର…
ଅଧିକ ଖବର ଦେଖନ୍ତୁ...

ମ୍ୟାନେଜମେଣ୍ଟ ଡିଗ୍ରି ଧାରୀ ଯୁବକ ଏବେ ସଫଳ ଚାଷୀ

ଦେବଗଡ଼: ଜଣେ ମ୍ୟାନେଜମେଣ୍ଟ ଡିଗ୍ରି ଧାରୀ ଯୁବକ ଉଚ୍ଚ ଶିକ୍ଷା ହାସଲ ପରେ ଚାକିରି ପଛରେ ନଧାଇଁ ନିଜ ଉଦ୍ୟମରେ ସଫଳ ଚାଷୀ ହେବା ସହ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ଏଥିସହ ଅନ୍ୟମାନଙ୍କ ପାଇଁ କର୍ମ ନିଯୁକ୍ତି ଦେଇ ଅଞ୍ଚଳର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସଟର ଭାଙ୍ଗି ନଗଦ ୩ ଲକ୍ଷ ଓ ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ

ରାୟଗଡ଼ା: ନ୍ୟୁକଲୋନିର ଏକ ଗ୍ରୋସେରୀ ଦୋକାନରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତି ଦୋକାନ ସଟର୍ ଭାଙ୍ଗି ୩ ଲକ୍ଷ ନଗଦ ଟଙ୍କା ସହ ସାମଗ୍ରୀ ଚୋରି କରି ନେଇଛନ୍ତି। ଦୋକାନ ମାଲିକ ପି. ସତିଶ ଓ ପି. ଗିରିଶ କୁମାର ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍…
ଅଧିକ ଖବର ଦେଖନ୍ତୁ...

ସ୍ୱାଦ ପାଇଁ କୋରାପୁଟ କାଜୁର ଚାହିଦା ବଢ଼ୁଛି

କୋରାପୁଟ: କାଜୁୁବାଦାମ ଚାଷ ପାଇଁ ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ହେଲେ ରାଜ୍ୟର କୋରାପୁଟରେ ଯେଉଁ କାଜୁ ଉତ୍ପାଦିତ ହେଉଛି ତାହାର ସ୍ବାଦ ନିଆରା। ଏହି କାଜୁର ବଜାରରେ ଚାହିଦା ବଢ଼ୁଥିବାରୁ କୋରାପୁଟ କାଜୁର ସ୍ବତନ୍ତ୍ରତା ରହିଛି ବୋଲି ସାଧାରଣରେ କୁହାଯାଉଛି। ଜିଲ୍ଳାର ଜଳବାୟୁ ଓ…
ଅଧିକ ଖବର ଦେଖନ୍ତୁ...

ହୁ ହୁ ହୋଇ ବଢିଚାଲିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ରାଜସ୍ଥାନରୁ ୯ଜଣ ଚିହ୍ନଟ

ଜୟପୁର: ମହାରାଷ୍ଟ୍ର ପରେ ଏବେ ରାଜସ୍ଥାନରୁ ଚିହ୍ନଟ ହେଲେ ୯ଜଣ ଓମିକ୍ରନ୍‌ ଆକ୍ରାନ୍ତ | ୯ଜଣଙ୍କୁ ମିଶାଇ ଏବେ ଭାରତରେ ୨୧ରେ ପହଞ୍ଚିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା | ରାଜସ୍ଥାନର ଜୟପୁରରୁ ୯ଜଣ ଚିହ୍ନଟ ହୋଇଥିବା ଜଣାପଡିଛି | ଏହା ପୂର୍ବରୁ ମହାରାଷ୍ଟ୍ରରୁ ୭ଜଣ ଓମିକ୍ରନ୍‌…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ହିନ୍ଦୁ ମହିଳା ପୁଅର ନାମ ଦେଲେ ‘ବର୍ଡ଼ର’, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ପାକିସ୍ତାନକୁ ଫେରିବା ପାଇଁ ଅପେକ୍ଷା କରି ଅଟ୍ଟାରୀ ସୀମାରେ ଥିବା ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଜନ୍ମ ହୋଇଥିବା ନିଜ ଶିଶୁର ନାମ 'ବର୍ଡ଼ର' ବୋଲି ରଖିଛନ୍ତି | ଏହି ମହିଳାଙ୍କ ଭଳି ଆଉ ୯୮ଜଣ ପାକିସ୍ତାନୀ ନାଗରିକ ଅଟ୍ଟାରୀ ସୀମା ପାଖରେ ରାତ୍ରି ଆଶ୍ରୟସ୍ଥଳରେ ରହୁଛନ୍ତି |…
ଅଧିକ ଖବର ଦେଖନ୍ତୁ...

ମଝି ରାସ୍ତାରେ କାରରେ ଲାଗିଲା ନିଆଁ, ଲିଭିଗଲା ୬ଜଣଙ୍କ ଜୀବନ ଦୀପ

ଚିତ୍ତୋର: ମଝି ରାସ୍ତାରେ କାରରେ ଲାଗିଲା ନିଆଁ | ଲିଭିଗଲା ୬ଜଣଙ୍କ ଜୀବନ ଦୀପ | ଗୋଟେ ପରିବାରର ୮ଜଣ ଘରକୁ ଫେରୁଥିବା ବେଳେ ହଠାତ କାରରେ ନିଆଁ ଲାଗିବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି | କାରରେ ପେଟ୍ରୋଲ ଲିକ କରିବାରୁ ନିଆଁ ଲାଗିଥିବା କହିଛନ୍ତି ଚନ୍ଦ୍ରଗିରି ଇନ୍ସପେକ୍ଟର ବି.ଭି ଶ୍ରୀନିବାସ |…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ୧୦୩ ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି। ୮୧ ଜଣଙ୍କ ମଧ୍ୟରୁ ସଂଗରୋଧରୁ ୨୬ଜଣ…
ଅଧିକ ଖବର ଦେଖନ୍ତୁ...