Daily Archives

December 6, 2021

୪୨ ଏକର ସରକାରୀ ଜମିରେ ବେଆଇନ ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଅବକାରୀ ବିବାଗ ତରଫରୁ ଘନ ଘନ ଚଢାଉ କରାଯାଇ କୋଟି କୋଟି ଟଂକାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି।ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଆରଏସସି-୧୦ ଏବଂ ଏରାଗାପୁ ଗ୍ରାମରେ ଲଗାଯାଇଥିବା ପ୍ରାୟ ୪୨ ଏକର ସରକାରୀ…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀ କାରକୁ ଧକ୍କା ଦେଲା ଜନନୀ ଏକ୍ସପ୍ରେସ, ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତର ହେଲେ ଗର୍ଭବତୀ

ଧଉଳି: ଭୁବନେଶ୍ବର- ପୁରୀ ଜାତୀୟ ରାଜପଥର ଉତ୍ତରା ପେଟ୍ରୋଲ ପମ୍ପ ନିକଟରେ ଦ୍ରୁତବେଗରେ ଯାଉଥିବା ଏକ ଜନନୀ ଏକ୍ସପ୍ରେସ ରାସ୍ତାକଡ଼ରେ ଥୁଆ ହୋଇଥିବା ଏକ ବରଯାତ୍ରୀ କାରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜନନୀ ଏକ୍ସପ୍ରେସ ଚାଳକ ଏବଂ ଏକ୍ସପ୍ରେସ ଭିତରେ ଥିବା ଆଶାକର୍ମୀଙ୍କ ଅବସ୍ଥା ଗୁରୁତର…
ଅଧିକ ଖବର ଦେଖନ୍ତୁ...

ସହିଦ ଜୟୀ ରାଜଗୁରୁଙ୍କ ୨୧୫ତମ ବଳିଦାନ ଦିବସ ପାଳିତ

ଖୋର୍ଦ୍ଧା : ବ୍ରିଟିଶ୍ ବିରୋଧରେ ପ୍ରଥମ ସଶସ୍ତ୍ର ଓ ସଂଘବଦ୍ଧ ସଂଗ୍ରାମ ପାଇକ ବିଦ୍ରୋହ ଦେଶର ପ୍ରଥମ ସହିଦ ଜୟୀ ରାଜଗୁରୁ ବୋଲି ଆଜି ଜୟୀ ରାଜଗୁରୁଙ୍କ ୨୧୫ତମ ବଳିଦାନ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଐତିହାସିକ ମତବ୍ୟକ୍ତ କରିଛନ୍ତି । ନ୍ୟୁ ଥିକିଙ୍ଗ୍…
ଅଧିକ ଖବର ଦେଖନ୍ତୁ...

ରେଭେନ୍ସା କଲେଜ ଇଷ୍ଟ ହଷ୍ଟେଲର ଶତବାର୍ଷିକୀ : ପଦ୍ମଶ୍ରୀ ସଚ୍ଚିରାଉତରାୟଙ୍କ ଜନ୍ମପୀଠରୁ ‘ସ୍ମୃତିର ଷଠିଘର’ର ଶୁଭାରମ୍ଭ

ଖୋର୍ଦ୍ଧା : “ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠିଘର” ଜ୍ଞାନପୀଠ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ ‘ଛୋଟମୋର ଗାଁଟିର’ର ଏହି କବିତା ପଂକ୍ତି ଆଜି ଅନେକ ବର୍ଷ ପରେ ପୁଣି ତାଙ୍କ ଜନ୍ମସ୍ଥାନ ଗୁରୁଜଙ୍ଗରେ ସ୍ମରଣ କରାଯାଇଛି । ରେଭେନ୍ସନା ଇଷ୍ଟ ହୋଷ୍ଟେଲ୍ର…
ଅଧିକ ଖବର ଦେଖନ୍ତୁ...

ମୁଡ୍ ସ୍ବିଙ୍ଗ ଓଡିଶା ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହେଲା ‘ଜଳୁଛି ସାଗର ଇର୍ଷାରେ’

ଜୟପୁର: ମୁଡ଼୍ ସ୍ୱିଙ୍ଗ ଓଡିଶା ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ ହୋଇଛି ‘ଜଳୁଛି ସାଗର ଇର୍ଷାରେ‘ ଏକ ମନଛୁଆଁ ରୋମାଣ୍ଟିକ ଗୀତ। ଏଥିରେ କଣ୍ଠଦାନ କରିଛନ୍ତି ଜୟପୁରର ସହରର ଗାୟକ ସନାତନ ପୁରୋହିତ ଏବଂ ଓଡିଆ ଚଳଚ୍ଚିତ୍ରର ପ୍ରଚ୍ଛଦପଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ଜୟପୁର ସହରର ନିହାର…
ଅଧିକ ଖବର ଦେଖନ୍ତୁ...

ଏସିଆନ ଥାଇ ବକ୍ସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ

ବାଲିଅନ୍ତା: ଏସିଆନ ଥାଇ ବକ୍ସିଂ ଚାମ୍ପିୟନସିପରେ ସ୍ଥାନୀୟ ପ୍ରତାପଶାସନ ପଞ୍ଚାୟତ(ବାଳକାଟି) ଅଧୀନ ବସନ୍ତପେଡ଼ି ଗ୍ରାମର ଶ୍ରୀଲିପ୍ତା ଆଚାର୍ଯ୍ୟ ସ୍ବର୍ଣ୍ଣ ପଦକ ଜିତି ସର୍ବ ଭାରତୀୟ ସ୍ତରରେ ଟେକ ରଖିଛନ୍ତି। ହାଇଦ୍ରାବାଦର ସରୋର ନଗରରେ ଆୟୋଜିତ ଥାଇ ବକ୍ସିଂ ପ୍ରତିଯୋଗିତାରେ ସିନିୟର (୨)…
ଅଧିକ ଖବର ଦେଖନ୍ତୁ...

୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି କୁଲିଂ ଚାମ୍ବର, ଯନ୍ତ୍ରାଂଶ ଖାଇଲା ଖତ

ଜୟପୁର: ବିଦ୍ୟାଧର ସିଂହ ଦେଓ ଦୈନିକ ବଜାର ପରିସରରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଗତ ୨୦୦୬ ମସିହାରେ ସ୍ଥାପନ କରାଯାଇଥିବା ‘କୁଲିଂ ଚାମ୍ବର’ର ଯନ୍ତ୍ରାଂଶ ଏବେ ଖତ ଖାଇବାକୁ ଲାଗିଛି। ଓଡ଼ିଶା ଆଗ୍ରିକଲ୍‌ଚରାଲ ମାର୍କେଟିଂ ବୋର୍ଡର ସହାୟତାରେ ଏହି କୁଲିଂ ଚାମ୍ବର କରାଯାଇଥିଲା। ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ଏହି ୧୨ଟି ରୋଗକୁ ଦୂର କରିବାରେ ସହାୟକ ହୁଏ ଗାଈ କ୍ଷୀର

ବୁଢ଼ୀ ମା’ମାନେ ସବୁବେଳେ ନିଜ ନାତିନାତୁଣୀଙ୍କୁ ଗାଈକ୍ଷୀର ପିଇବାକୁ କହି ଥାଆନ୍ତି। ଏପରିକି ଯେଉଁ ପିଲାମାନେ ଗାଈକ୍ଷୀରକୁ ପିଇବାକୁ ପସନ୍ଦ କରନ୍ତି ନାହିଁ, ସେମାନଙ୍କୁ ମା’ମାନେ ବିଭିନ୍ନ ଉପାୟରେ ଗାଈ କ୍ଷୀରକୁ ପିଇବାକୁ ଚେଷ୍ଟା କରାଇ ଥାଆନ୍ତି। କାରଣ ଗାଇକ୍ଷୀର ୧୨ ଟି ରୋଗକୁ ଦୂର…
ଅଧିକ ଖବର ଦେଖନ୍ତୁ...

ଭାଇର ବାହାଘରରେ ବଞ୍ଚିଯାଇଥିବା ଖାଦ୍ୟକୁ ଧରି ରେଳଷ୍ଟେସନରେ ପହଞ୍ଚି ଭୋକିଲାଙ୍କୁ ବାଣ୍ଟି ଦେଲେ ଭଉଣୀ

ନୂଆଦିଲ୍ଲୀ: ବର୍ତ୍ତମାନ ବିବାହ ଋତୁ ଚାଲିଛି। ଆପଣ ମଧ୍ୟ ଅନେକ ଭୋଜିରେ ଯୋଗ ଦେଇଥିବେ ନିଶ୍ଚୟ । ଯେକୌଣସି ବିବାହରେ ଖାଦ୍ୟ ଅପଚୟ ଏକ ସାଧାରଣ କଥା । ମାତ୍ର ଖାଦ୍ୟର ମହତ୍ତ୍ୱ କେବଳ ସେହିମାନେ ହିଁ ବୁଝନ୍ତି ଯେଉଁମାନେ ବହୁତ କଷ୍ଟରେ ଦୁଇମୁଠା ଖାଇବାକୁ ପାଇଥାଆନ୍ତି।  ନିକଟରେ ଏକ…
ଅଧିକ ଖବର ଦେଖନ୍ତୁ...

କ୍ରୋଧ ବ୍ରହ୍ମଚଣ୍ଡାଳ : ମା’ର ଶକ୍ତ ଚାପୁଡ଼ାରେ ଅଢ଼େଇ ବର୍ଷ ପୁଅ ମୃତ

ପୋଲସରା : କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ। କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ କେତେବେଳେ କଣ ଭୁଲ୍ କରିବସେ, ତାହାର ପରିଣାମ କେତେ ମାରାତ୍ମକ ହୋଇପାରେ, ପ୍ରାୟଶ୍ଚିତ ପାଇଁ ସୁଯୋଗ ନଥାଏ। ରାଗରେ ନିଜ କର୍ମ ଶେଷରେ ଜନ୍ମକଲା ପୁଅର ଜୀବନ ନେଇଯିବ, ଏ କଥା ଭାବିଲା ବେଳକୁ ଆଉ କଛି ନଥିଲା।…
ଅଧିକ ଖବର ଦେଖନ୍ତୁ...