Daily Archives

December 6, 2021

୨ ବନ୍ଧୁଙ୍କୁ ଖଣ୍ଡାରେ ଆକ୍ରମଣ; ଜଣେ ମୃତ, ଜଣେ ଗୁରୁତର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବାଦପଲ୍ଲୀ ପଞ୍ଚାୟତ ଶିଆଳିପାଟ-ରାଇପଡ଼ା ରାସ୍ତାରେ ଆଜି ରାତି ପ୍ରାୟ ୯ଟାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ମୃତକଜଣକ ହେଲେ, ଭିକାପଡ଼ାର ଅଘୋରି ନାହାକ ଓରଫ୍ ହଟିଆ। ସେହିପରି ମରଣାନ୍ତକ ଆକ୍ରମଣରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ। ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ। କାରବାରରେ ଅର୍ଥ ଲଗାଇବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ବୃଷ: ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ…
ଅଧିକ ଖବର ଦେଖନ୍ତୁ...

ଓଭରବ୍ରିଜ ନିର୍ମାଣ ଅଚାନକ ବନ୍ଦ ଯୋଗୁ ବିକ୍ରମଦେବ କଲେଜ ଗେଟ୍ ସମ୍ମୁଖରେ ଟ୍ରାଫିକ ଜାମ୍

ଜୟପୁର: ୬୮ଲକ୍ଷ ଟଙ୍କା ବ୍ୟୟରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଫୁଟ ଓଭରବ୍ରିଜ ନିର୍ମାଣାଧୀନ ରହିଛି। ଗତ ଅଗଷ୍ଠ ମାସରୁ ଅଚାନକ ଭାବେ ନିର୍ମାଣ କାମ ଅଧାରୁ ବନ୍ଦ ରହିଛି। ସମ୍ମୁଖ ଗେଟ୍ ନିକଟରେ ଛାତ୍ରଛାତ୍ରୀଙ୍କ ଶହଶହ ବାଇକ ଥୁଆ ହୋଇ ରହିବା ଏବଂ କାମ ପାଇଁ କଢ଼ା ଯାଇଥିବା ମାଟି…
ଅଧିକ ଖବର ଦେଖନ୍ତୁ...

ପିଓକେରେ ଦୁର୍ଘଟଣାର ଶିକାର ହେଲା ପାକିସ୍ତାନୀ ସେନା ହେଲିକପ୍ଟର, ୨ ପାଇଲଟ ମୃତ

ନୂଆଦିଲ୍ଲୀ: ପାକିସ୍ତାନୀ ଅଧିକୃତ କଶ୍ମୀର(ପିଓକେ)ରେ ପାକିସ୍ତାନୀ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଆଚେନ୍ ଅଞ୍ଚଳରେ ଏହି ହେଲିକପ୍ଟର ଦୁର୍ଘଟଣା ଘଟିଛି। ଉଭୟ ପାଇଲଟଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା ବ୍ଲକ ଅଞ୍ଚଳରେ ୪ ହଜାର ହେକ୍ଟର ଖରିଫ ଧାନ ଫସଲ ନଷ୍ଟ, କୃଷି ବିଭାଗର ପ୍ରାଥମିକ ରିପୋର୍ଟ

ବାଲିଅନ୍ତା : ବାତ୍ୟା ଜୱାଦ ପ୍ରଭାବରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ମୋଟ ୯ ହଜାର ୭୫ ହେକ୍ଟର ଖରିଫ ଧାନଫସଲ ମଧ୍ୟରୁ ସର୍ବାଧିକ ୪୦୦୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଯାଇଥିବା ବ୍ଲକ କୃଷି ବିଭାଗ ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ମୋଟ ୯ ହଜାର ୯ ଶହ ୧୦ ହେକ୍ଟର ଚାଷ ଜମି ମଧ୍ୟରୁ ୫୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

କ୍ୟାନସର ପୀଡ଼ିତା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,: ସ୍ତନ କର୍କଟ ରୋଗରେ ପୀଡ଼ିତ ଜଣେ ମହିଳାଙ୍କୁ କ୍ୟାନସର ଚିକିତ୍ସାରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଛି ଓଡ଼ିଶା-ମୋ ପରିବାର । ପ୍ରକାଶଥାଉକି, କଟକ ଜିଲ୍ଲା ଆଠଗଡ଼ର ସୁଲୋଚନା ପଟ୍ଟନାୟକ ନାମକ ୪୦ ବର୍ଷିୟା ଜନୈକ ମହିଳା ଗତ କିଛି ଦିନ ହେବ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ଜାରି ରହିଛି ଭିଜିଲାନ୍ସ ବିଭାଗର ଅଭିଯାନ : ଲାଞ୍ଚ ନେଇ ଧରା ପଡ଼ିଲେ ସବ-ଇନ୍ସପେକ୍ଟର, ପିଇଓଙ୍କ ଆୟବହିର୍ଭୁତ ସଂପତ୍ତିର…

ଭୁବନେଶ୍ବର : ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାର ସବ-ଇନ୍ସପେକ୍ଟର ଫକୀର ମୋହନ ସିଂ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି । ଏକ ମାମଲାରେ ସହାୟତା କରିବାକୁ ସେ ଲାଞ୍ଚନେଉଥିବା…
ଅଧିକ ଖବର ଦେଖନ୍ତୁ...

୧ମାସରେ ୧କୋଟି ରୋଜଗାର କଲେ ୧୦ବର୍ଷର ଝିଅ!

ନୂଆଦିଲ୍ଲୀ: ଜଣେ ୧୦ବର୍ଷର ବାଳିକା ନିଜ ଖେଳନା ବ୍ୟବସାୟ କରି ଏତେ ପରିମାଣରେ ରୋଜଗାର କରୁଛନ୍ତି କି ସେ ୧୫ବୟସରେ ଅବସର ନେଲେ ବି ଚଳିବ ବୋଲି ଲୋକେ କହୁଛନ୍ତି। ଉକ୍ତ ୧୦ବର୍ଷର ବାଳିକାଙ୍କ ନାମ  ପିକ୍ସି କାର୍ଟିସ। ପିକ୍ସି କାର୍ଟିସଙ୍କ ବ୍ୟବସାୟରେ ମା’ ରାକ୍ସି ମଧ୍ୟ ବହୁତ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ଚଟପଟା ‘ପଲ୍ସ’: ବିଦେଶୀ ଚକଲେଟକୁ ପଛରେ ପକାଇ ପାଲଟିଛି ଭାରତୀୟଙ୍କ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: କୌଣସି ପାନ ଦୋକାନ ହେଉ କି ତେଜରାତି ଦୋକାନ ଆପଣ ସହଜରେ ଏହି ଚକଲେଟକୁ ଦେଖିଥିବେ | ବେଳେବେଳେ ପୁଣି ଖୁଚୁରା ଅଭାବରୁ ଦୋକାନୀ ଆପଣଙ୍କୁ ଏହି ଚକଲେଟ ଦେଇଥିବେ | ଭାରତରେ ଖୁବ କମ ଦିନରେ ଲୋକପ୍ରିୟ ହୋଇଥିବା ଏହି ଚକଲେଟ ହେଉଛି 'ପଲ୍ସ' | ତେବେ ବଡ କଥା ହେଉଛି ଯେ ୨୦୧୫ରେ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

କିଏ ବିଧାନସଭାକୁ ଅଚଳ କରୁଛି ତାହା ଲୋକ ଦେଖୁଛନ୍ତି :  ନରସିଂହଙ୍କୁ ବିଜେଡ଼ିର ଜବାବ

ଭୁବନେଶ୍ବର : ସରକାରୀ ଦଳ ବିଧାନସଭାକୁ ଚଳାଇ ଦେଉନାହାନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରିଥିବା ଅଭିଯୋଗର ଉତ୍ତର ରଖିଛି ବିଜେଡ଼ି । ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ବିଜେଡ଼ି ସବୁବେଳେ ସବୁ ସମୟରେ ସାଧାରଣ ଲୋକଙ୍କ ସମସ୍ୟାକୁ କେମିତି ବିଧାନସଭାରେ…
ଅଧିକ ଖବର ଦେଖନ୍ତୁ...