Daily Archives

December 7, 2021

ପିଇଓଙ୍କ ନାମରେ ହତ୍ୟା ଅଭିଯୋଗ 

କୋରାପୁଟ : କୁନ୍ଦୁରାପିଇଓ, ତାଙ୍କ ଦୁଇ ପୁଅ ଓ ସାଙ୍ଗ ଶିବ ଶଙ୍କର ମହାନ୍ତି ମୋ ପୁଅକୁ ହତ୍ୟା କରିଛନ୍ତି । ପ୍ରମାଣ ଲୁଚାଇବାକୁପୁଲିସ ସହ ସାଲିଶ କରିଛନ୍ତି । ସ୍ତାନୀୟ ପ୍ରେସକ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି ସାଙ୍ଘାତିକ ଅଭିଯୋଗଆଣିଛନ୍ତି ଦାମନଯୋଡିର ସାମ୍ବାଦିକ  ଅରୁଣ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର-ହୀରାକୁଦ ଦୋହରୀକରଣ କାର୍ଯ୍ୟରେ ଶେଷ ସ୍ପର୍ଶ, ବହୁ ଟ୍ରେନ୍‌ ବାତିଲ, ସପ୍ତାହେ ଧରି ବାଧାପ୍ରାପ୍ତ ହେବ…

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଟିଟିଲାଗଡ଼ ସେକସନ୍‌ର ଗୁରୁତ୍ବପୂର୍ଣ୍ଣ ସମ୍ବଲପୁର-ହୀରାକୁଦ ମଧ୍ୟରେ  ଚାଲିଥିବା ଦୋହରୀକରଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଦୁଇ ଷ୍ଟେସନ୍‌ ମଧ୍ୟରେ ମହାନଦୀ ପଡ଼ୁଥିବାରୁ ଦ୍ବିତୀୟ ମହାନଦୀ ପୋଲ…
ଅଧିକ ଖବର ଦେଖନ୍ତୁ...

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ରାଲି

ଖୋର୍ଦ୍ଧା: ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାକୁ ଆଜି ଖୋର୍ଦ୍ଧାର ଏକାଧିକ ପାଇକ ସଂଗଠନ ପକ୍ଷରୁ ରାଲି କରାଯାଇଛି। ଏଥିରେ ସ୍ଥାନୀୟ ରାଜନେତା ଓ ପାଇକ ଗୁରୁମାନେ ଯୋଗ ଦେଇଥିଲେ। ଐତିହାସିକ ବରୁଣେଇ ଠାରେ ୧୮୧୭ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୫ ପର୍ଯ୍ୟନ୍ତ ଲକ୍ଷ୍ନୌରେ ଜାରି ହେଲା ଧାରା ୧୪୪

ଲକ୍ଷ୍ନୌ: ମହାମାରୀ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଓମିକ୍ରନ୍‌ ଭୟ, ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଉତ୍ସବ ଓ କୃଷକ ସଂଗଠନ ପକ୍ଷରୁ ଦିଆ ଯାଇଥିବା ଆନ୍ଦୋଳନ ଧମକକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ ପୁଲିସ ଆଜି (ମଙ୍ଗଳବାର) ସନ୍ଧ୍ୟାରୁ ଲକ୍ଷ୍ନୌ ଜିଲ୍ଲାରେ ଧାରା ୧୪୪ ଜାରି କରିଛି। ଆଜି, ଡିସେମ୍ବର…
ଅଧିକ ଖବର ଦେଖନ୍ତୁ...

ପାଣିରେ ନିମ୍ବ ପତ୍ର ପକାଇ ସ୍ନାନ କରନ୍ତୁ, ଆଉ ଦେଖନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିଥାଏ। ନିମ୍ବ ପତ୍ରରେ ଫ୍ୟାଟି ଏସିଡ୍, ଲିମୋନୋଏଡ୍, ଭିଟାମିନ୍-ଇ, ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୟାଲସିୟମ୍ ରହିଥାଏ। ଯାହାକି ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ହୋଇପାରେ । ନିମ୍ବ ପତ୍ରକୁ ଉଷୁମ…
ଅଧିକ ଖବର ଦେଖନ୍ତୁ...

ଅସହ୍ୟ‌ ହେଲା କର୍ତ୍ତୃପକ୍ଷଙ୍କ ମନମାନି, ସ୍କୁଲ୍ ଛାଡ଼ିଲେ ଏକଲବ୍ୟ ଛାତ୍ରଛାତ୍ରୀ

ରାୟଗଡ଼ା: ପାଠ ପଢ଼ାଇବାକୁ ନାହାଁନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। ୪ ବର୍ଷ ହେଲା ମିଳିନି ୟୁନିଫର୍ମ। ସ୍କୁଲ୍ ପରିଚୟ ପତ୍ର ଦେବାରେ ମଧ୍ୟ କୁଣ୍ଠିତ। ଷଷ୍ଠ ଶ୍ରେଣୀର ପରିଚୟ ପତ୍ରକୁ ଦଶମ, ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ୟବହାର କରୁଛୁ। ସ୍ବାସ୍ଥ୍ୟ ଖରାପ ହେଲେ କେହି ଦେଖୁନାହାଁନ୍ତି। ଅବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ବାଗଚୀ କରୁଣାଶ୍ରୟ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟ ସଚିବ

ଭୁବନେଶ୍ବର : ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣ୍ଡମୁଣ୍ଡାଠାରେ କରୁଣାଶ୍ରୟ ଗୃହଭିତ୍ତିକ ସେବା  କେନ୍ଦ୍ରର ଉଦଘାଟନ କରିଛନ୍ତି । ନିଜର ଉଦଘାଟନୀ ଅଭିଭାଷଣରେ ଶ୍ରୀ ମହାପାତ୍ର କହିଥିଲେ ଯେ, ଓଡ଼ିଶା ସରକାର, ବାଙ୍ଗାଲୋର ହସପିସ ଟ୍ରଷ୍ଟ ଓ ବାଗଚୀ କରୁଣାଶ୍ରୟଙ୍କ ମିଳିତ…
ଅଧିକ ଖବର ଦେଖନ୍ତୁ...

ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷତିଗ୍ରସ୍ତ, ଚାଷୀଙ୍କୁ କ୍ଷତିପୂରଣ ଦାବି 

ଖୋର୍ଦ୍ଧା: ଗତ ୧ ମାସ ମଧ୍ୟରେ ଦୁଇଟି ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି। ଏହାଦ୍ୱାରା ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଆଜି ଖୋର୍ଦ୍ଧା କୃଷକ ସଭା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ବିଜେଡି କଂଗ୍ରେସ ନେତାଙ୍କୁ ନେଇ ଶକ୍ତି ବୃଦ୍ଧି କରୁଛି

ସୁନ୍ଦରଗଡ଼ : ‘ପଶ୍ଚିମ ଓଡ଼ିଶା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜୁ ଜନତା ଦଳର ସ୍ଥିତି ଦୁର୍ବଳ। ସେ ନେଇ ଦଳ ନିଜ ସ୍ଥିତି ସଜାଡ଼ିବାକୁ କଂଗ୍ରେସ ନେତାଙ୍କୁ ଲୋଡ଼ୁଛି। ସୁନ୍ଦରଗଡ଼ ଓ ତଳସରା ବିଧାନସଭାମଣ୍ଡଳୀରେ ଖାତା ଖୋଲି ନଥିବା ବିଜେଡି ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ପରେ…
ଅଧିକ ଖବର ଦେଖନ୍ତୁ...

ସଂସଦର ଶୂନ୍ୟକାଳରେ ଉଠିଲା କଂସାରିଗୁଡ଼ା ଶିଳ୍ପ ପ୍ରସଙ୍ଗ

ରାୟଗଡ଼ା : କଂସାରିଗୁଡ଼ାରେ ହିଣ୍ଡାଲକୋର ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ପାଇଁ ଜନଶୁଣାଣି ଶେଷ ହୋଇଛି। ଶତ ପ୍ରତିଶତ ଲୋକ ଜନଶୁଣାଣିକୁ ସମର୍ଥନ କରିବା ସହ ୧୪ ବର୍ଷ ହେଲା ଜମି ଦେଇ କାରଖାନାକୁ ଚାହିଁ ବସିଛନ୍ତି। ଇତି ମଧ୍ୟରେ ଜନଶୁଣାଣିକୁ ଦୁଇ ମାସ ବିତିଲାଣି। ଅଥଚ ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...