Daily Archives

December 7, 2021

ମିଞ୍ଜ ପେଟ୍ରୋଲ ପମ୍ପ ଡକାୟତି : ୩ ଦିନରେ ମିଳିଲା ସଫଳତା, ୪ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼ ମିଞ୍ଜ : ଡିସେମ୍ବର ୩ ତାରିଖ ରାତି ୯ଟା ୪୫ରେ ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ମିଞ୍ଜ ପେଟ୍ରୋଲ ପମ୍ପରେ ଘଟିଥିବା ଡକାୟତି ମାମଲାରେ ପୁଲିସ ତନାଘନା ଚଲାଇଥିବା ବେଳେ ମାତ୍ର ୩ ଦିନ ମଧ୍ୟରେ ସୋମବାର ୪ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ସମସ୍ତେ ସୁନ୍ଦରଗଡ଼ ସହରର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ମମତାଙ୍କ ମାଲଦା ଗସ୍ତ ପୂର୍ବରୁ ଭାଇରାଲ ହେଲା ତୃଣମୂଳ ନେତ୍ରୀଙ୍କ ପିସ୍ତଲ ଧରା ଫଟୋ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଲଦା ଏବଂ ମୁର୍ଶିଦାବାଦରେ ତାଙ୍କର ପ୍ରଶାସନିକ ବୈଠକ ଆରମ୍ଭ କରିବା ପାଇଁ ଯୋଜନା କରିଥିବା ବେଳେ ମଙ୍ଗଳବାର ମାଲଦା ଜିଲ୍ଲା ତୃଣମୂଳ କଂଗ୍ରେସ (ଟିଏମସି)ର ମହିଳା ମଣ୍ଡଳର ବରିଷ୍ଠ ନେତ୍ରୀ ତଥା ପୁରୁଣା ମାଲଦା ପଞ୍ଚାୟତ ସମିତିର…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ି ସହ ମନୋହର ଶର୍ମାଙ୍କ ଘନିଷ୍ଠତା ରହିଛି : ବିଜେପିର ପାଲଟା ଜବାବ

ଭୁବନେଶ୍ବର : ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେଡ଼ି ନାଟକ କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି । ଏକ ସାମ୍ବାଦିକ ସମିଳନୀରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ପ୍ରତାବ ଦେବ ନୂଆ ନାଟକ କରୁଛନ୍ତି । ମନୋହର ଲାଲ ଶର୍ମା ବିଜେପିର କୌଣସି ପଦପଦବୀରେ ନାହାନ୍ତି । ଆୟୁବ ଖାଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କ ମନ ଆନନ୍ଦିତ ରହିବ। ନିଜର ମନର କଥା ସାଥୀଙ୍କୁ କହିବେ। ବେପାରରେ ଲାଭ ହେବ। ଶିକ୍ଷାର୍ଥୀଙ୍କୁ କିଛି…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ : ୫୮୦ ଲିଟର ଦେଶୀ ମଦ ଜବତ

ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଶ୍ରା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଆଜି ଚଢ଼ଉ କରାଯାଇଛି। ଏହି କ୍ରମରେ ଭ୍ରୁତାବାହାଲଠାରେ ଦେଶୀ ମଦ ରନ୍ଧା ହେଉଥିବା ସ୍ଥାନରେ ଅତର୍କିତ ଚଢ଼ଉ କରାଯାଇଥିଲା। ତେବେ ପୁଲିସକୁ ଦେଖି ମଦ ବେପାରିମାନେ ଘଟଣା ସ୍ଥଳରୁ ଚମ୍ପଟ୍‌ ମାରିବାରେ ସଫଳ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ କୋଟିପତି ଓଏସଏପି ସିପାହୀ

ଭୁବନେଶ୍ବର : ଓଏସଏପି ଷଷ୍ଠ ବାଟାଲିୟନର ସିପାହୀଙ୍କ ଘରେ ରେଡ୍ । ସିପାହୀଙ୍କର ୧ କୋଟି ୨୬ ଲକ୍ଷରୁ ଅଧିକ ସମ୍ପତ୍ତି ଠାବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । କଟକର ତିନିଘରିଆରେ ୩ ମହଲା କୋଠା ଠାବ ।…
ଅଧିକ ଖବର ଦେଖନ୍ତୁ...

ବିବାହ ଭୋଜିରେ ସାଙ୍ଗମାନେ ବର-ବଧୂଙ୍କୁ ଦେଲେ ବଡ଼ ଉପହାର, ପେଟି ଖୋଲିବା ପରେ…

ନୂଆଦିଲ୍ଲୀ: ବିବାହରେ ବର ଏବଂ କନ୍ୟାର ପ୍ରବେଶ, ମଞ୍ଚରେ ଫଟୋ ସୁଟ୍, କମେଡି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆପଣ ଭାଇରାଲ୍ ହେଉଥିବା ଅନେକ ଭିଡିଓ ଦେଖିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଆପଣଙ୍କୁ ହସାଇ ହସାଇ ବେଦମ କରିବ। କିଛି ସାଙ୍ଗ ନିଜର ସାଙ୍ଗର…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ସପ୍ତାହରୁ କୋଭିସିଲ୍ଡ ଟିକା ଉତ୍ପାଦନ ୫୦ପ୍ରତିଶତ କମ୍ ହେବ

ନୂଆଦିଲ୍ଲୀ: ଟିକା ଉତ୍ପାଦନକୁ ନେଇ ବଡ ତଥ୍ୟ ଦେଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ସିଇଓ । ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଟିକାକୁ ନେଇ କୌଣସି ଅର୍ଡର ନଥିବା କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଧାର ପୁନାବାଲା । ଫଳରେ ଆସନ୍ତା ସପ୍ତାହରୁ କୋଭିସିଲ୍ଡ ଟିକା ଉତ୍ପାଦନ ୫୦ପ୍ରତିଶତ କମ୍…
ଅଧିକ ଖବର ଦେଖନ୍ତୁ...

ସଚିନଙ୍କ ଝିଅ ସାରାଙ୍କ ବିଜ୍ଞାପନ ଭିଡିଓକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ଏବେ ଚର୍ଚ୍ଚା । କାରଣ ସାରା ଏବେ ମଡେଲିଂ ଦୁନିଆରେ ପାଦ ଦେବେ ବୋଲି କୁହାଯାଉଛି । ନିଜ ଇନଷ୍ଟାଗ୍ରାମରେ ସାରା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ କମ୍ପାନିର ଆଡରେ ନଜର…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନକୁ ନେଇ ଆସିଲା ଆଶ୍ୱସ୍ତିକର ଖବର: ସଂକ୍ରମିତ ହେଉଥିଲେ ବି ଘାତକ ହେଉନି ଭୂତାଣୁର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଦେଇଥିବା ତଥ୍ୟ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଏହି ତଥ୍ୟ ଅନୁସାରେ ଯଦିଓ ‘ଓମିକ୍ରନ’ ଅଧିକ ସଂକ୍ରାମକ, ହେଲେ କମ୍ ଘାତକ । ଡେଲଟା ଭାରିଆଣ୍ଟ ତୁଳନାରେ ଏହି ନୂଆ ଭାରିଆଣ୍ଟ ୨…
ଅଧିକ ଖବର ଦେଖନ୍ତୁ...