ବାତ୍ୟା ବର୍ଷା ପରେ ଫସଲକୁ ହାତୀ ଭୟ, ଗାଲେରୀ ଦୋମୁହାଣି ଇଲାକାରେ ବ୍ୟାପକ ଫସଲ ନଷ୍ଟ
ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅଧିନ ବିଭିନ୍ନ ବନାଞ୍ଚଳରେ କିଛିଦିନ ହେବ ହାତୀପଲ ଧାନ କ୍ଷେତ ଆଡକୁ ଆସୁଥିବା ଦେଖିବାକୁ ମିଳିଛି। କ୍ଷେତରେ ପଶି ଧାନ ଫସଲ ନଷ୍ଟ କରିବା ସହ ହାତୀଙ୍କ ଉପଦ୍ରବରେ ସ୍ଥାନୀୟ ଲୋକ ଅତିଷ୍ଠ ହୋଇ ପଡିଲେଣି । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଓ ପରେ ପରେ ଲଗାଣ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...