Daily Archives

December 9, 2021

ମୁକୁନ୍ଦପ୍ରସାଦ-ପ୍ରାଣନାଥ କଲେଜ ରାସ୍ତା ମରାମତି ଦାବି

ଖୋର୍ଦ୍ଧା : ଖୋର୍ଦ୍ଧା ସହରରେ ଅବ୍ୟବସ୍ଥିତ ପରିମଳ ବ୍ୟବସ୍ଥା, ମରାମତି ବିହୀନ ଶୋଚନୀୟ ରାସ୍ତାଘାଟ ଲଗାଣ ବର୍ଷାରେ ଅଧିକ ସମସ୍ୟା ସୃଷ୍ଟି କରୁଛି । ସହରର ଅନେକ କଲୋନୀ, ବସ୍ତିର ରାସ୍ତାଘାଟ ଖାଲଖମାରେ ଭର୍ତି ହୋଇ ପାଣିଜମି ରହିଛି । ମୁକୁନ୍ଦପ୍ରସାଦ ଠାରୁ ପ୍ରାଣନାଥ କଲେଜ ରାସ୍ତା ସହରର ଏକ…
ଅଧିକ ଖବର ଦେଖନ୍ତୁ...

ଜେନେରାଲ ବିପିନ ରାୱତ ଓ ୧୨ଜଣଙ୍କୁ ଏନସିସି ଆଲୁମିନି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଜୟପୁର: ଗତକାଲି ହେଲିକପ୍ଟର ଦୁର୍ଘଟଣାରେ ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ବିପିନ ରାୱତ୍ ଏବଂ ଅନ୍ୟ ୧୨ଜଣଙ୍କର ତାମିଲନାଡୁର କୁନ୍ନୁରଠାରେ ମୃତ୍ୟୁ ହୋଇଥିଲା। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏନସିସି ଆଲୁମିନି ପକ୍ଷରୁ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ସଭାର…
ଅଧିକ ଖବର ଦେଖନ୍ତୁ...

ମିଠା ମକାରୁ ମିଳେ ଏହି ସବୁ ଫାଇଦା

ସକାଳୁ ସକାଳୁ ଉଠିଲେ ସବୁ ଲୋକ ସ୍ୱାଦଯୁକ୍ତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ସାଧାରଣତଃ ଭାବରେ ସ୍ୱାଦଯୁକ୍ତ ଖାଦ୍ୟରେ ଅଧିକ ପରିମାଣରେ କ୍ୟାଲୋରୀ ଥିବା ସହ ଫ୍ୟାଟ୍‌ ମଧ୍ୟ ଅଧିକ ମାତ୍ରାରେ ରହିଥାଏ, ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ, ହସପିଟାଲରେ ଭର୍ତ୍ତି

କଟକ : ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଦୁନିଆର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇପଡ଼ିଛନ୍ତି । ସେ  ଅସୁସ୍ଥ ଥିବା ସୂଚନା ହସ୍ତଗତ ହୋଇଛି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ମିହିର ଦାସଙ୍କର କିଡନୀ ଜନିତ ସମସ୍ୟା ରହିଥିଲା ।…
ଅଧିକ ଖବର ଦେଖନ୍ତୁ...

ଦିନେ ସଲମାନଙ୍କ ସାମ୍ନାରେ ଭୋଭୋ ହୋଇ କାନ୍ଦିଥିଲେ କଟ୍ରିନା

ନୂଆଦିଲ୍ଲୀ: ଅଭିନେତ୍ରୀ କଟ୍ରିନା କୈଫ ସଲମାନ ଖାନଙ୍କର ବହୁତ ଭଲ ବନ୍ଧୁ ଅଟନ୍ତି ଏବଂ ଦୁହେଁ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି । କଟ୍ରିନା କୈଫ ଆଜି ବିବାହ କରୁଛନ୍ତି। ଏହି ଅବସରରେ ସଲମାନ ଏବଂ କଟ୍ରିନାଙ୍କ ବନ୍ଧୁତ୍ୱର କାହାଣୀ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି…
ଅଧିକ ଖବର ଦେଖନ୍ତୁ...

୬୭ ଏକର ଜମିରେ ଲଗା ଯାଇଥିବା ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବିଲାପୁଟ ଗ୍ରାମ ପଞ୍ଚାୟତ ମାଛକୁଣ୍ଡ ଥାନା ଅନ୍ତର୍ଗତ କୁମାରପୁଟ ଏବଂ ହରଗଣ୍ଡା ଗ୍ରାମରେ ବେଆଇନ ଭାବେ ସରକାରୀ ଓ ବେସରକାରୀ ଜମିରେ ବିପୁଳ ପରିମାଣର ଗଞ୍ଜେଇ ଚାଷ କରାଯାଇଥିବା ବେଳେ ସେ ଗୁଡିକୁ ଆଜି ମିଳିତ ଭାବେ ମାଛକୁଣ୍ଡ ପୋଲିସ,ରାଜସ୍ବ…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ଯବାନ ରାଣାପ୍ରତାପ ଦାସଙ୍କ ବିୟୋଗରେ ଓଡ଼ିଶା ଜଣେ ବୀର ସନ୍ତାନକୁ ହରାଇଲା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ତାମିଲନାଡ଼ୁ କୁନ୍ନୁର ଠାରେ ଅଭାବନୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଓ ଅନ୍ୟ ସେନା ଅଧିକାରୀଙ୍କ ସମେତ ତାଳଚେରର ବୀର ଯବାନ ଜୁନିୟର ୱାରେଂଟ୍ ଅଫିସର ରାଣାପ୍ରତାପ ଦାସଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଟ୍ୟାଙ୍କର୍‌କୁ ପଛରୁ ପିଟିଲା ବାଇକ୍‌, ୨ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଥାନା ଦୁର୍ଲଗାଠାରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ା- ସୁନ୍ଦରଗଡ଼ ରାସ୍ତାର ଦୁର୍ଲଗାଠାରେ ଏକ ଟ୍ୟାଙ୍କର ଅଟକି ଥିବା ବେଳେ ପଛ ପ‌ଟୁ ଏକ ବାଇକ ଧକ୍କା ଦେଇଥିଲା । ଏଥିରେ ବାଇକରେ ଥିବା ଦୁଇଜଣଙ୍କ ଶୋଚନୀୟ…
ଅଧିକ ଖବର ଦେଖନ୍ତୁ...

ଅନୁମତି ନଥିବାରୁ ନାଇଟ୍‌ ବସ୍‌ ଜବତ, ୫୭,୫୦୦ ଟଙ୍କା ଜରିମାନା

ରାଉରକେଲା: ବିନା ଅନୁମତି (ପରମିଟ୍‌)ରେ ରାଉରକେଲାରୁ ଭବାନୀପାଟଣା ଓ ଧର୍ମଗଡ ଚାଲୁଥିବା ଘରୋଇ ନାଇଟ୍‌ ସୁପର ବସ୍‌ ‘ ଶିବ ଗୌରୀ’କୁ ଜବତ କରିଛି ପରିବହନ ବିଭାଗ। ଆଜି ସଂଧ୍ୟାରେ ରାଉରକେଲା ପରିବହନ ବିଭାଗର ଜୁନିୟର ଏମ୍‌ଭିଆଇ ସାବିତ୍ରୀ ହେମ୍ବ୍ରମ୍‌ ଓ ତାଙ୍କ ଟିମ୍ ସେକ୍ଟର-୨…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାରରେ ସାମାନ୍ୟ ଲାଭ ପାଇବେ। କ୍ୟାରିୟରକୁ ନେଇ ଗହନ ଚିନ୍ତନରେ ରହିବେ। କୌଣସି ବି କାମ ମନ ଲଗାଇ କଲେ ସଫଳତା ପାଇବେ। ବୃଷ: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ବକେୟା ଅର୍ଥ ପାଇବେ। ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।…
ଅଧିକ ଖବର ଦେଖନ୍ତୁ...