Daily Archives

December 9, 2021

ପ୍ରିୟଙ୍କା-କ୍ୟାଟ୍ରିନାଙ୍କୁ ପଛରେ ପକାଇଲେ ଆଲିଆ ଭଟ୍ଟ, ଦିନକୁ ଦିନ ଚମକୁଛି ଭାଗ୍ୟ

ମୁମ୍ବାଇ: ପ୍ରିୟଙ୍କା-କ୍ୟାଟ୍ରିନାଙ୍କୁ ପଛରେ ପକାଇଲେ ଆଲିଆ ଭଟ୍ଟ। ଲୋପ୍ରିୟତା କ୍ଷେତ୍ରରେ ବଲିଉଡର ଆଗଧାଡ଼ିର ଅଭିନେତ୍ରୀଙ୍କୁ ପଚଷର ପକାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ ବଲିଉଡ ସହ ସାଉଥ ଫିଲ୍ମରେ କାମ କରୁଥିବା ଆଲିଆଙ୍କ ଭାଗ୍ୟ ଏବେ ଚମକିବାରେ ଲାଗିଛି। ବଲିଉଡରେ ପ୍ରବେଶ ସମୟରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାଲାମ ବିମାନବନ୍ଦରରେ ବୀରଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ରାତି ୯ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପାଲାମ ବିମାନ ବନ୍ଦରରେ ତାମିଲନାଡୁର କୁନୁରରେ ଏକ ହେଲିକପ୍ଟଟର ଦୁର୍ଘଟଣାରେ ସହିଦ୍‌ ହୋଇଥିବା ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ଏବଂ ୧୧ ଜଣ…
ଅଧିକ ଖବର ଦେଖନ୍ତୁ...

ଦୁବାଇ ଫେରନ୍ତା ପଜିଟିଭ୍‌ ଘଟଣାରେ ସମ୍ପର୍କୀୟଙ୍କ ଘର ଇଲାକାକୁ ମିନି କଣ୍ଟେନ୍‌ମେଣ୍ଟ୍‌ ଘୋଷଣା

ଭଞ୍ଜନଗର: ଗତ ମଙ୍ଗଳବାର ଭଞ୍ଜନଗରରେ ଜଣେ ଦୁବାଇ ଫେରନ୍ତା କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଖବର ପାଇବା ପରେ ତାଙ୍କୁ ଉପଖଣ୍ଡ ସ୍ବାସ୍ଥ ଟିମ୍‌ ଲଣ୍ଡେଇ ସାହି ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରୁ ଆଣି ମେଡିକାଲ୍‌ରେ ହୋଇଥିବା ସ୍ବତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ରଖିଥିଲେ। ଆଜି ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ଏବର୍ଷ ବି ହେବନି ପରବ-୨୦୨୧

କୋରାପୁଟ : କୋରାପୁଟ ଜିଲ୍ଲାରେ ହେବାକୁ ରହିଥିବା ତିନିଦିନିଆ ପରବ-୨୦୨୧କୁ ସ୍ଥଗିତ କରିଛନ୍ତି ରାଜ୍ୟ ସରକାର। କୋଭିଡ-୧୯ର ନୁଆ ଭାରିଏଣ୍ଟ ଓମିକ୍ରନ ପ୍ରଭାବରେ ତୃତୀୟ ଲହର ଆସିବା ଆଶଙ୍କା ରହିଥିବାରୁ ଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ପରବ-୨୦୨୧ ହେବ ନାହିଁ। ଏନେଇ ଗତକାଲି ପର୍ଯ୍ୟଟନ ବିଭାଗ…
ଅଧିକ ଖବର ଦେଖନ୍ତୁ...

୩ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅଧୀନ ଗଡ଼ଗୁଡ଼ୁମର ରାମସିଂହପ୍ରସାଦ ନିକଟରୁ ବ୍ରାଉନ୍ସୁଗାର କାରବାର ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ପ୍ରାୟ ୩ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯାଇଛି । ମିଳିଥିବା ସୂଚନାନୁସାରେ, ୭ ତାରିଖ ଅପରାହ୍ଣରେ ବିଶ୍ୱସ୍ତସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଜେନେରାଲ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲାନ୍‌ସ ନାୟକ ସାଇ ତେଜା ଶେଷ ଭିଡିଓ କଲ କରିଥିଲେ…

ହାଇଦ୍ରାବାଦ: ବୁଧବାର ସକାଳ ପ୍ରାୟ ୮ଟାରେ ଶ୍ୟାମଲା ଯେତେବେଳେ ତାଙ୍କ ସ୍ୱାମୀ ଲାନ୍‌ସ ନାୟକ ସାଇ ତେଜାଙ୍କଠାରୁ ଏକ ଭିଡିଓ କଲ୍‌ ପାଇଲେ, ସେତେବେଳେ ସେ ଜାଣି ନଥିଲେ ଯେ ସେ ତାଙ୍କ ସହ ଶେଷ ଥର ପାଇଁ କଥା ହେବେ ବୋଲି। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ବିବାହକୁ ୫ଦିନ ବାକି ଥିବା ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଅଙ୍କିତା

ନୂଆଦିଲ୍ଲୀ: ‘ପବିତ୍ର ରିସ୍ତା’ ଫେମ୍ ଅଙ୍କିତା ଲୋଖଣ୍ଡେ ଖୁବଶୀଘ୍ର ତାଙ୍କ ପ୍ରେମିକ ବିକି ଜୈନଙ୍କୁ ଡିସେମ୍ବର ୧୪ ତାରିଖରେ ବିବାହ କରିବାକୁ ଯାଉଛନ୍ତି। କିଛି ଦିନ ପୂର୍ବେ ଏହି ଦମ୍ପତିଙ୍କ ବନ୍ଧୁ ଶ୍ରଦ୍ଧା ଆର୍ଯ୍ୟ ବିବାହ କାର୍ଡର ଫଟୋ ସେୟାର କରିଥିଲେ। ଅଙ୍କିତା ଏବଂ ବିକିଙ୍କ ଘରେ ବିବାହ…
ଅଧିକ ଖବର ଦେଖନ୍ତୁ...

ଅଜବ ଦୋକାନ : ନା ତାଲା ପଡୁଛି ନା ଦୋକାନୀ ଅଛନ୍ତି, ଏଠାରେ ଜିନିଷ ନେଇ ଟଙ୍କା ରଖିଦେଇ ଯାଆନ୍ତି ଗ୍ରାହକ

ନୂଆଦିଲ୍ଲୀ: ଆଜିର ସମୟରେ ଛୋଟ ବଡ ସମସ୍ତ ଦୋକାନୀମାନେ ଦୋକନରୁ ଚୋରୀ ରୋକିବାକୁ ସିସିଟିଭି କ୍ୟାମେରା ଲଗାଉଛନ୍ତି । ଏହାସହ ଏବେ ଟଙ୍କା ପଇସା ମାମଲାରେ ଲୋକମାନେ ନିଜର ଲୋକଙ୍କୁ ବି ଭରସା କରିପାରୁ ନାହାଁନ୍ତି । ହେଲେ ଭାରତରେ ଏମିତି ଏକ ଦୋକାନ ରହିଛି, ଯେଉଁଠି ନା ଦୋକାନରେ ତାଲା ପଡୁଛି ନା…
ଅଧିକ ଖବର ଦେଖନ୍ତୁ...

ସୁମିତ-ତପସ୍ବିନୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ, ଆସିକାରେ ଖୋଜା ହେବ ଭଡ଼ାଘର

ବ୍ରହ୍ମପୁର : ନ୍ୟାୟ ପାଇଁ ବୋହୂ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ରୁଜୁ କରିଥିବା ପିଟିସନ୍‌ ଶୁଣାଣି ପାଇଁ ଆଜି ତାରିଖ ଧାର୍ଯ୍ୟ ହୋଇଥିଲା। ବୋହୂ ତପସ୍ବିନୀଙ୍କ ତରଫରୁ ରୁଜୁ ହୋଇଥିବା ପିଟିସନ୍‌ ଉପରେ ଉତ୍ତର ରଖିବା ପାଇଁ ଶ୍ବଶୁର ପ୍ରମୋଦ ସାହୁଙ୍କ ଓକିଲ ୭ଦିନ ସମୟ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ ମୁଁ ନିଜ ସହଯୋଗୀମାନଙ୍କୁ ନେଇ ହୋଟେଲ ଯାଇଥିଲି: ପୂର୍ବତନ ପ୍ରଧାନବିଚାରପତି

ନୂଆଦିଲ୍ଲୀ: ଦେଶରେ ସବୁଠାରୁ ଅଧିକ ସମୟ ଧରି ଚାଲିଥିବା ଅଯୋଧ୍ୟା ବିବାଦର ରାୟ ୨୦୧୯ ମସିହାରେ ଆସିଥିଲା । ରାୟ ଶୁଣାଇଥିବା ସାମ୍ବିଧାନିକ ପୀଠର ନେତୃତ୍ୱ ନେଉଥିଲେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ। ଜଷ୍ଟିସ୍ ଗୋଗୋଇ ଅବସର ନେବା ପରେ ରାଜ୍ୟସଭାରେ ସାଂସଦ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...