Daily Archives

December 9, 2021

ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁଆରି ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବର ୫୭ଟି ଦେଶ‌କୁ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ବ୍ୟାପିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍‌ରସ୍‌ ଆଧାନମ୍‌ ଗେବ୍ରେୟେସସ୍‌ ସତର୍କ କରାଇ କହିଛନ୍ତି ଯେ, ଏହା ପୂର୍ବ ଭେରିଏଣ୍ଟଗୁଡ଼ିକ ଠାରୁ ଅଧିକ ଦ୍ରୁତ ବେଗରେ…
ଅଧିକ ଖବର ଦେଖନ୍ତୁ...

ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ଘନବେଢାଠାରେ ପ୍ରତିଷ୍ଠା ହେଲା ନୂଆ  ବିଏସଏଫ କ୍ୟାମ୍ପ

ମାଲକାନଗିରି/ଚିତ୍ରକୋଣ୍ଡା : ପ୍ରତିକୁଳ ପରିସ୍ଥିତି ସ୍ୱତେ ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ସ୍ୱଭିମାନଞ୍ଚଳ ଅନ୍ତର୍ଗତ ପଣସଫୁଟ ପଂଚାୟତର  ଘନବେଢ଼ା ଠାରେ ପ୍ରତିଷ୍ଠା ହୋଇଛି ଏକ ନୂଆ ବିଏସଏଫ କ୍ୟାମ୍ପ ।  ବିଏସଏଫ  ଡ଼ିଆଇଜି ସଞ୍ଜୟ କୁମାର ସିଂଙ୍ଗ,  ମାଲକାନଗିରି ଏସପି ପ୍ରହ୍ଲାଦ ସାଇ…
ଅଧିକ ଖବର ଦେଖନ୍ତୁ...

ପ୍ରତାପଙ୍କ ବିଜେପି ଏକ ‘ଯାତ୍ରାପାର୍ଟି ହୋଇଗଲାଣି’ ବୟାନର ଜବାବ ଦେଲେ ମୋହନ- ‘କିଏ ଡ୍ରାମା କରୁଛି ତାହା ଓଡ଼ିଶାବାସୀ…

ଭୁବନେଶ୍ବର: ଆଜି ମମିତା ପ୍ରସଙ୍ଗ ନେଇ ବିଜେପି ଯୁମମୋର୍ଚ୍ଚା ପକ୍ଷରୁ କରାଯାଇଥିବା ପ୍ରତିବାଦ ଶୋଭାଯାତ୍ରା ଓ ବିଧାନସଭା ଘେରାଉ ସମୟରେ ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଓ ବିଜେପି କର୍ମୀମାନଙ୍କ ମଧରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ ଉଭୟ ପୁଲିସ କର୍ମୀ ଓ ଦଳୀୟ କର୍ମୀ…
ଅଧିକ ଖବର ଦେଖନ୍ତୁ...

କଲେଜ୍‌ ଲକ୍‌ଡାଉନ୍‌ କରିବା ଜିଦ୍‌ ! ପାଣିରେ କୀଟନାଶକ ମିଶାଇଲେ ଛାତ୍ର

ବରଗଡ଼ : ଜଣେ ଛାତ୍ରଙ୍କ କଲେଜ୍‌କୁ ଲକ୍‌ଡାଉନ୍‌ କରିବା ଜିଦ୍‌ ଯୋଗୁଁ ୧୯ଜଣ ଛାତ୍ରଙ୍କ ଜୀବନ ବାଜିରେ ଲାଗିଛି। ଏଭଳି ଏକ ଅଭାବନୀୟ ଘଟଣା ଭଟଲି ବ୍ଲକ୍‌ କମ୍‌ଗାଁ କନିଷ୍ଠ ମହାବିଦ୍ୟାଳୟରେ ଘଟିଛି। ନାବାଳକ ଛାତ୍ର ଜଣକ ଏଥିପାଇଁ ପାଣି ବୋତଲରେ କିଛି କୀଟନାଶକ ମିଶାଇଥିଲା । ଏହାକୁ ପିଇ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ପୁରୀ ବେଳାଭୂମିରେ ବାଲି ଆନିମେସନ ମାଧ୍ୟମରେ ସିଡିଏସ୍‌ ବିପିନ୍‌ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକା ଶିଳ୍ପୀ ମାନସ

ପୁରୀ: ଭାରତର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପୁରୀର ଜଣାଶୁଣା ବାଲୁକା ଶିଳ୍ପୀ ପୁରୀ ବେଳାଭୂମିରେ ଏକ ଆନିମେସନ୍‌ ଡିଜାଇନ୍‌ କରିଛନ୍ତି। ପୁରୀସ୍ଥିତ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ବାଲି ଆନିମେସନ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ଯୁବକ ମୃତ

ବାମରା : ଗଡ଼ପୋଷ-ସଗରା ରେଳଷ୍ଟେସନ ମଝିରେ ବୁଧବାର ରାତିରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା ଝାରପଡ଼ା ଥାନା ଟୁକୁଡ଼ା ଗ୍ରାମର ପ୍ରସନ୍ନ ସାହୁଙ୍କ ପୁଅ ବିଦ୍ୟାଧର ସାହୁ(୨୫)। ସେ କିଛି ବର୍ଷ ହେବ ବାମରା-ଗଡ଼ପୋଷ ମଝିରେ ଚାଲୁଥିବା…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟର ଦୁର୍ଘଟଣା ପଛରେ ରହିଛି କି ଚୀନର ହାତ ? ତାଇୱାନ୍ ଭଳି ଘଟଣାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତର ପ୍ରଥମ ସେନାମୁଖ୍ୟ  ବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ( ସିଡିଏସ୍) ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ବଦଳିଗଲା ଚୋରର ମନ, ଫେରାଇଦେଲା ତାରିଣୀ ମା’ଙ୍କ ଅଳଙ୍କାର

ଉମରକୋଟ : ତାରିଣୀ ମନ୍ଦିରରୁ ଗତ ମାସରେ ହୋଇଥିବା ଚୋରି ଘଟଣାରେ ଏକ ନାଟକୀୟ ମୋଡ଼ ଆସିଛି । ମା’ଙ୍କ ଅଳଙ୍କାର ଚୋରି କରିଥିବା ଚୋର ନିଜେ ଆଣି ଅଳଙ୍କାର ଫେରାଇଦେଇଛି । ଏହା ମା’ଙ୍କ ଅଲୌକିକ ମହିମା ଅଥବା ଚୋରର ମନ ପରିବର୍ତ୍ତନ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ଗତ ମାସ ୧୮ ତାରିଖ…
ଅଧିକ ଖବର ଦେଖନ୍ତୁ...

ରୀତିନୀତି ଅନୁଯାୟୀ ବିବାହ ବନ୍ଧନ‌ରେ ବାନ୍ଧି ହେଲେ ଭିକ୍କି-କ୍ୟାଟ୍ରିନା, ଭାଇରାଲ ହେଲା ଫଟୋ

ଜୟପୁର: ରୀତିନୀତି ଅନୁଯାୟୀ ବିବାହ ବନ୍ଧନ‌ରେ ବାନ୍ଧି ହେଲେ ଭିକ୍କି-କ୍ୟାଟ୍ରିନା। ନିଜ ସଂପର୍କକୁ ନେଇ ସବୁବେଳେ ଚୁପ ରହୁଥିବା ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ କରୁଥିବା ନେଇ କୌଣସି ଅଧିକାରିକ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନକୁ ନେଇ କେନ୍ଦ୍ରର ଜରୁରୀ ବୈଠକ, ମୁକାବିଲା ପାଇଁ ରାଜ୍ୟମାନଙ୍କୁ ଦିଆଗଲା ୫-ସୁତ୍ରୀ ପରାମର୍ଶ

ଭୁବନେଶ୍ବର : ଓମିକ୍ରନକୁ ନେଇ କେନ୍ଦ୍ର ସରକାର କରିଛନ୍ତି ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।  ଏହିି ବୈଠକରେ…
ଅଧିକ ଖବର ଦେଖନ୍ତୁ...