Daily Archives

January 1, 2022

ଠିକ୍‌ରେ କାମକରୁନି ଯୋଜନା: ପ୍ରଧାନମନ୍ତ୍ରୀ ସଡ଼କର ଧାର୍ଯ୍ୟ ଲକ୍ଷ୍ୟର ୭୫% କାମ ହୋଇନି

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା । ରାଜ୍ୟର ସବୁଠାରୁ ଶିକ୍ଷିତ ଓ ବିକଶିତ ଜିଲ୍ଲା ବୋଲି ଜଣାଯାଏ । କେବଳ ଏହାନୁହେଁ ରାଜ୍ୟ ତଥା ଜିଲ୍ଲାର ଭିତ୍ତିଭୂମିର ବିକାଶ କାର୍ଯ୍ୟରେ ବିଭିନ୍ନ ସମୟରେ କେନ୍ଦ୍ର ଅଣଦେଖା କରୁଥିବା ନେଇ ରାଜ୍ୟ ସରକାର ଅଭିଯୋଗ ମଧ୍ୟ କରନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

ନକଲି ଆଦିବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ, ଜାତୀୟ ଜନଜାତି କମିସନ ସଦସ୍ୟଙ୍କୁ ଦାବିପତ୍ର 

ଭବାନୀପାଟଣା: ନକଲି ଆଦିବାସୀ ସାର୍ଟିଫିକେଟ୍‌ ଦ୍ୱାରା କଳାହାଣ୍ଡି ଜିଲ୍ଲାର ୫୩ ଜଣ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା ଅଭିଯୋଗ ହୋଇଛି। ଏନେଇ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜାତୀୟ ଜନଜାତି କମିସନର ସଦସ୍ୟ ଅନନ୍ତ ନାୟକଙ୍କୁ ଦାବିପତ୍ର ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ସକାରାତ୍ମକ ସଂକେତ : ନୂଆବର୍ଷରେ ଭାରତ-ଚୀନ ସେନା ମଧ୍ୟରେ ଉପହାର ଆଦାନପ୍ରଦାନ

ନୂଆଦିଲ୍ଲୀ : ନୂଆବର୍ଷ ଉପଲକ୍ଷେ ଆଜି ଏଲଏସିର ଡେମଚୋକ ଓ ହଟସ୍ପ୍ରିଙ୍ଗ ଅଞ୍ଚଳରେ ଭାରତୀୟ ଓ ଚୀନ ସେନା ପକ୍ଷରୁ ଉପହାର ଆଦାନପ୍ରଦାନ ହୋଇଥିଲା । ଗତବର୍ଷଠାରୁ ଦୁଇପକ୍ଷ ମଧ୍ୟରେ ଦେଖାଦେଇଥିବା ତିକ୍ତତା ମଧ୍ୟରେ ଏହାକୁ ଏକ ସକାରାତ୍ମକ ସଂକେତ କୁହାଯାଉଛି । ହଟସ୍ପ୍ରିଙ୍ଗରେ ଉଭୟ ସେନା…
ଅଧିକ ଖବର ଦେଖନ୍ତୁ...

ମାଗଣା କଥା ଥାଉ, ପୂର୍ବରୁ ବିଜୁଳି ତ ଦେଇଥାନ୍ତ: ଯୋଗୀ

ଲଖନଉ: ମାଗଣାରେ ବିଦ୍ୟୁତ ଯୋଗେଇବାକୁ ନେଇ ଏବେ ରାଜନୀତି ଜୋର ଧରିଛି | ମାଗଣାରେ ବିଦ୍ୟୁତ ଯୋଗାଇବାର ଟ୍ରେଣ୍ଡ ଆମ ଆଦମୀ ପାର୍ଟି ଆରମ୍ଭ କରିଥିବାବେଳେ ଆଜି ସମାଜବାଦୀ ପାର୍ଟି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲା | ଆଜି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଘୋଷଣା କରିଥିଲେ ଯେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ଆରଆରଆର’ର ସୁଟିଂରେ ପ୍ରତିଦିନ ଖର୍ଚ୍ଚ ହେଉଥିଲା ଏତିକି ଲକ୍ଷ ଟଙ୍କା !

ମୁମ୍ବାଇ: ନିର୍ଦ୍ଦେଶକ ଏସଏସ ରାଜାମୌଲି ଏବେ ନିଜର ଫିଲ୍ମ 'ଆରଆରଆର'କୁ ନେଇ ଚର୍ଚ୍ଚାରେ ରହିଛନ୍ତ। ଫିଲ୍ମ ବାହୁବଲୀ ପରେ ଏବେ ସେ ପୁଣି ଏକ ବଡ଼ ବଜେଟର ଫିଲ୍ମ ନିର୍ମାଣ କରିଛନ୍ତି। ଫିଲ୍ମରେ ସାଉଥ ସୁପରଷ୍ଟାର ରାମଚରଣ, ଜେଆର.ଏନଟିଆର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଥିବା…
ଅଧିକ ଖବର ଦେଖନ୍ତୁ...

ସ୍ଥାନୀୟ ବାସିନ୍ଦା ପରିଚୟ ଦେଇ ଧଉଳିରେ ବୁଲୁଛନ୍ତି ପର୍ଯ୍ୟଟକ, ନୂଆବର୍ଷ ଭୋଜିରେ ଗଣ୍ଡଗୋଳ

ଧଉଳି: ଗତ ମାସ ୩୧ ତାରିଖ ଠାରୁ ଚଳିତ ମାସ ଦୁଇ ତାରିଖ ପର୍ଯ୍ୟନ୍ତ ଶାନ୍ତିସ୍ତୂପ ପାଦଦେଶରେ ବୁଲାବୁଲି କରିବା ଏବଂ ଶାନ୍ତିସ୍ତୂପ ଦର୍ଶନ କରିବା ନେଇ ଜିଳ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଧଉଳିରେ ପର୍ଯ୍ୟଟକମାନେ କଟକଣା ମାନୁ ନଥିବା ଦେଖାଯାଇଛି। କଟକଣା ବଳବତ୍ତର…
ଅଧିକ ଖବର ଦେଖନ୍ତୁ...

ବିରାଟ-ରୋହିତଙ୍କ ମଧ୍ୟରେ ବିବାଦକୁ ଚୟନକର୍ତ୍ତାଙ୍କ ଅସ୍ବୀକାର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଟେଷ୍ଟ ଅଧିନାୟକ ବିରାଟ କୋହଲି ଏବଂ ଏକ ଦିବସୀୟ ଓ ଟି୨୦ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ଥିବା ଖବରକୁ ଅସ୍ବୀକାର କରିଛନ୍ତି । ବିରାଟଙ୍କୁ ଏକଦିବସୀୟ ଅଧିନାୟକ ଭାବରେ ହଟାଇବା ଏବଂ ରୋହିତଙ୍କୁ ନିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବେପାରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର: ପାରିବାରିକ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଲେଖକଙ୍କ ଲାଗି ସମୟ ଭଲ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ରବି ଓ ସୋମବାର: ଧନଲାଭର ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ।…
ଅଧିକ ଖବର ଦେଖନ୍ତୁ...

‘ବହି ପଢିବା’ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନଆବର୍ଷ-୨୦୨୨ ଅବସରରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ଅନ୍ତର୍ଗତ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ'ର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ଅଧୀନରେ…
ଅଧିକ ଖବର ଦେଖନ୍ତୁ...

ଖତ ହୋଇଯାଇପାରେ ଆଇଫୋନର ଲକ୍ଷ ଲକ୍ଷ ଫୋନ!

ଯଦି ଆପଣ ଜଣେ ଆଇଫୋନ୍ ବ୍ୟବହାରକାରୀ ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଅଛି | କାରଣ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଆପଲ୍ ଏହାର ଲକ୍ଷ ଲକ୍ଷ ପୁରୁଣା ଆଇଫୋନ୍ ମଡେଲକୁ ବନ୍ଦ କରିବାକୁ ଯାଉଛି। କମ୍ପାନୀ ନିର୍ଦ୍ଦିଷ୍ଟ ଭାବରେ ତିନୋଟି ମଡେଲକୁ ବନ୍ଦ କରିବ, ଯାହା ବର୍ତ୍ତମାନ ଲକ୍ଷ ଲକ୍ଷ…
ଅଧିକ ଖବର ଦେଖନ୍ତୁ...