Daily Archives

January 2, 2022

ନୀଳଗିରି ଜଙ୍ଗଲରେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାଲାଣଗୁଡା ନିକଟ ଏକ କାଜୁ ମିଲ ପଛପଟେ ଥିବା ନୀଳଗିରି ଜଙ୍ଗଲରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ଜଣାଯାଇଛି। ମୃତ ଯୁବତୀଙ୍କ ନାମ ସୁଭଦ୍ରା ଅମାନତ୍ୟ (୧୯)। ସୂଚନା ଅନୁଯାୟୀ, ଗତମାସ ୩୦ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ତୃତୀୟ ସପ୍ତାହରୁ ବିଲଟ୍ ପେପର ମିଲ୍‌ରେ ହେବ ଟ୍ରାଏଲ: ତାରା

ଜୟପୁର: ଗତ ୨୦୧୯ ମସିହା ଏପ୍ରିଲ ୪ ତାରିଖ ଠାରୁ ବନ୍ଦ ପଡ଼ି ରହିଥିବା ବିଲଟ୍‌ ପେପର ମିଲ୍। ଗତ ମାସରେ ଏହାକୁ ନିଜ ଅଧିନକୁ ନେଇଥିବା ନୂଆ ପରିଚାଳନା ସଂସ୍ଥା ମଦର ଅର୍ଥ ରିସୋର୍ସ୍ସ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଖୋଲିଥିଲା। ସମସ୍ତ ପୁରୁଣା କର୍ମଚାରୀଙ୍କୁ ନେଇ ନୂଆ ପରିଚାଳନା ସଂସ୍ଥା…
ଅଧିକ ଖବର ଦେଖନ୍ତୁ...

୧୭ କିଲୋମିଟର ଯାତ୍ରା ପାଇଁ ଉବର ନେଲା ୧୦,୦୦୦ ଟଙ୍କା ଭଡା !

ମାଞ୍ଚେଷ୍ଟର: ଅନଲାଇନରେ କାର୍ ବୁକିଂ ସୁବିଧା ଦ୍ଵାରା ଲୋକମାନେ ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁଛନ୍ତି। ପୁଣି ସାଧାରଣ ଗ୍ରାହକମାନେ କମ୍ ଖର୍ଚ୍ଚରେ ବିନା ଅସୁବିଧାରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁଛନ୍ତି। କିନ୍ତୁ ବେଳେବେଳେ ଅନଲାଇନରେ କାର୍ ବୁକିଂ କରି ଲୋକମାନେ ଅସୁବିଧାର…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ଫସିଥିଲା ଆମ୍ବୁଲାନ୍ସ, ଦେବଦୂତ ସାଜି ଉଦ୍ଧାର କଲେ ବ୍ୟାଙ୍କ ମ୍ୟାନେଜର

ଚେନ୍ନାଇ: ଶୁକ୍ରବାର ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷାଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ବେଳେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସାହସିକ କାର୍ଯ୍ୟ ଚର୍ଚ୍ଚାକୁ ଆସିଛି। ଜିନ୍ନା ନାମକ ଏହି ବ୍ୟକ୍ତିଙ୍କ କାର୍ଯ୍ୟର ଭିଡିଓ ସୋସିଆଲ୍ ମିଡିଆରେ ସେୟାର ହେବାପରେ ପ୍ରଶଂସିତ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ଏମିତି ବି ଆସେ: ନିର୍ବନ୍ଧ ସରିଥିଲା, ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ପ୍ରାଣ

ବାଲିଅନ୍ତା: ଆସନ୍ତା ଫେବ୍ରୁୟାରି ୨୩ ତାରିଖରେ ବିବାହ ତିଥି ସ୍ଥିର ହୋଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧୀନ ମା’ ଦକ୍ଷିଣେଶ୍ବରୀ ମନ୍ଦିରରେ ଉଭୟ ବର-କନ୍ୟା ଘର ପକ୍ଷଙ୍କ ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସଂପାଦନ କରାଯାଇଥିଲା। ହେଲେ ନିର୍ବନ୍ଧ କାର୍ଯ୍ୟ ସରିବାର ମାତ୍ର ଦିନ…
ଅଧିକ ଖବର ଦେଖନ୍ତୁ...

ଜନ୍ମକଲା ମାଆର ଶବକୁ ଚାହିଁଲେନି ପୁଅ: କାଳିଆର ବଡ଼ଦାଣ୍ଡରେ କୋକେଇ ବୋହି ଚାଲିଲେ ୪ ଝିଅ

ଭୁବନେଶ୍ବର: ମା’ ଶବକୁ କାନ୍ଧ ଦେଲେ ୪ ଝିଅ । ମା’ର କୋକେଇ କାନେ୍ଧଇ ବଡଦାଣ୍ଡରେ ଚାଲିଲେ ୪ ଭଉଣୀ । ନୂଆବର୍ଷରେ ପୁରୀରେ ଏପରି ଦୃଶ୍ୟ ଦେଖି ହତବାକ ହୋଇଯାଇଥିଲେ ଲୋକେ । ଜନ୍ମକଲା ଦୁଇ ପୁଅ ମାଆକୁ ପଚାରିଲେ ନାହିଁ । ତେଣୁ ଝିଅମାନେ ମା’ର କୋକେଇ କାନେ୍ଧଇ ସ୍ୱର୍ଗଦ୍ୱାରକୁ ନେଲେ ଏବଂ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସୁପ୍ରିମ୍‌ କୋର୍ଟ କଲେଜିୟମ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୂରତା ବଢ଼ୁଛି ! ୨୩…

ନୂଆଦିଲ୍ଲୀ: ୨୦୧୮ରୁ ବିଭିନ୍ନ ହାଇକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ଏବଂ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଦ୍ୱାରା ପୁନରାବୃତ୍ତି କରାଯାଇଥିବା ୨୩ ଜଣଙ୍କ ନାମ ଅନୁମୋଦନ ଅପେକ୍ଷାରେ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ରହିଥିବା ଜଣାପଡ଼ିଛି। ଅତି କମରେ ସାତଟି ହାଇକୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ରାସ୍ତା କଡ଼ରେ ମକା ବିକୁଛନ୍ତି କ୍ରିକେଟର ବିରାଟ କୋହଲି !, ଜାଣନ୍ତୁ ଭାଇରାଲ ଫଟୋ ପଛର ରହସ୍ୟ

ନୂଆଦିଲ୍ଲୀ: ଆମ୍ଭେମାନେ ପରସ୍ପରକୁ ଚେହେରା ଦ୍ଵାରା ହିଁ ଚିହ୍ନିଥାଉ । କିନ୍ତୁ ଆମେ ଯେତେବେଳେ ସମାନ ଚେହେରାର ଦୁଇ ଜଣ ଲୋକଙ୍କୁ ଏକାଠି ଦେଖିଥାଉ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥାଉ । ଅନେକ ସମୟରେ ସୋସିଆଲ ମିଡିଆରେ ପ୍ରସିଦ୍ଧ ଲୋକମାନଙ୍କ ଚେହେରା ସହ ସାମଞ୍ଜସ୍ୟ ଥିବା ବ୍ୟକ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚେପଟାମ୍ବରେ ବାଇକ୍‌ ଦୁର୍ଘଟଣା: ୩ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଜମନକିରା: ଜମନକିରା ଥାନା ଅନ୍ତର୍ଗତ ଚେପଟାମ୍ୱ ଘାଟି ପାଖରେ ସନ୍ଧ୍ୟା ୭ଟାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘାଟିରେ ଏକ ଅନ୍ଧାରିଆ ସ୍ଥାନରେ ଅଟକି ରହିଥିବା ଟ୍ରଲର୍‌କୁ ବାଇକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ…
ଅଧିକ ଖବର ଦେଖନ୍ତୁ...

ଜୋହନ୍ସବର୍ଗରେ ୨୯ ବର୍ଷ ଭିତରେ ଗୋଟିଏ ବି ମ୍ୟାଚ ହାରି ନାହିଁ ଭାରତ, ଇତିହାସ ରଚିବ କି ଟିମ୍ ଇଣ୍ଡିଆ?

ଜୋହନ୍ସବର୍ଗ: ଭାରତୀୟ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଚମତ୍କାର ଭାବେ ପ୍ରଥମ ଟେଷ୍ଟ ଜିତି ଆଗୁଆ ରହିଛି। ଜାନୁଆରି ୩ ତାରିଖ ଜୋହନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଖେଳାଯିବ । ଏଠାରେ ଭାରତ ମୋଟ ୫ଟି ଟେଷ୍ଟ ମ୍ୟାଚ…
ଅଧିକ ଖବର ଦେଖନ୍ତୁ...