Daily Archives

January 3, 2022

ପ୍ରଥମ ଦିନରେ ଟିକାନେଲେ ୬୩୦୯ କିଶୋର, ଜିଲ୍ଲାର ୪୪ ଟିକାକରଣ କେନ୍ଦ୍ର

ରାଉରକେଲା: ଜିଲ୍ଲାରେ ଆଜିଠାରୁ ୧୫ରୁ ୧୭ ବର୍ଷ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ମୋଟ୍‌ ୬ ହଜାର ୩୦୯ ଜଣଙ୍କୁ ଟିକା ଦିଆଯାଇଛି। ରାଉରକେଲା ମହାନଗର ନିଗମ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ମୋଟ୍‌ ୪୪ଟି କେନ୍ଦ୍ରରେ ଟିକାଦାନ କରାଯାଇଥିଲା। ଜିଲ୍ଲାରେ ୧୫-୧୭ ବର୍ଷ…
ଅଧିକ ଖବର ଦେଖନ୍ତୁ...

‘ବୁଲ୍ଲି ବାଈ’ ଆପ ମାମଲାରେ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କଲା ପୁଲିସ

ମୁମ୍ବାଇ: ‘ବୁଲ୍ଲି ବାଈ’ ଆପ୍ ମାମଲାରେ ମୁମ୍ବାଇ ପୁଲିସ୍ ସାଇବର ସେଲ୍ ବେଙ୍ଗାଲୁରୁର ଜଣେ ୨୧ ବର୍ଷୀୟ ଛାତ୍ରଙ୍କୁ ଗିରଫ କରିଛି | ଆଜି ମୁମ୍ବାଇ ପୁଲିସ ଏହି ସୂଚନା ଦେଇଛି। ମହାରାଷ୍ଟ୍ରର ଗୃହମନ୍ତ୍ରୀ ସତେଜ ପାଟିଲ ସୋମବାର ଦିନ "ବୁଲ୍ଲି ବାଈ" ଆପର ଡେଭଲପର୍ସଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

୧୫ ରୁ ୧୮ ବର୍ଷ ଶିଶୁଙ୍କ ଟୀକାକରଣ ଅଭିଯାନ ଆରମ୍ଭ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ୧୫ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ କୋଭିଡ ପ୍ରତିଷେଧକ ଟୀକା କୋଭାକ୍ସିନର ଟୀକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତବନ୍ଧୁ ନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପିଜାର ସ୍ବାଦ ଚାଖିବା ପରେ ଶିଶୁର ରହିଥିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିଛିଦିନ ହେବ ଜଣେ ଛୋଟ ପିଲାର ସୁନ୍ଦର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଶିଶୁକୁ ଯିଏ ଦେଖୁଛନ୍ତି ତାଙ୍କ ମୁହଁରେ ହସ ଖେଳି ଯାଉଛି। ନିକଟରେ ପ୍ରଥମ ଥର ପାଇଁ ଥଣ୍ଡା ପାନୀୟ ପିଉଥିବା ଶିଶୁର ଏକ ମଜାଳିଆ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ବି…
ଅଧିକ ଖବର ଦେଖନ୍ତୁ...

ନକଲି ପୁଲିସର ପରିଚୟ ଦେଇ ପିକନିକ କରିବାକୁ ଯାଇଥିବା ଦୁଇ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କଲା ଯୁବକ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଭିଜୟନଗରମ ଜିଲ୍ଲାରେ ନୂଆ ବର୍ଷରେ ଦୁଇଜଣ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିକୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଉଭୟ ନାବାଳକ ନୂଆ ବର୍ଷ ପାଳନ କରିବାକୁ ନିଜ ସାଙ୍ଗଙ୍କ ସହ ପିକନିକ୍ କରିବାକୁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

୬ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ଜିଲ୍ଲାର ଅରଣପୁର ଥାନାରେ ଆଜି ୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଦନ୍ତେବାଡ଼ା ପୁଲିସ ତରଫରୁ ଆରମ୍ଭ କରାଯାଇଥିବା 'ଘରକୁ ଫେେରିଆସ' ଅଭିଯାନ ଅନୁଯାୟୀ ପୂର୍ବରୁ ବହୁ ନକ୍ସଲ ଆତ୍ମସମର୍ପଣ କରିସାରିଛନ୍ତି ।ଏହି ପରିପ୍ରେକ୍ଷୀରେ…
ଅଧିକ ଖବର ଦେଖନ୍ତୁ...

‘ଦୈନିକ ୨୦୦୦୦ ସଂକ୍ରମଣ ମାମଲା ଆସିଲେ ମୁମ୍ବାଇରେ ଲକଡାଉନ କଥା ବିଚାର କରାଯିବ’

ମୁମ୍ବାଇ: ଯଦି ମୁମ୍ବାଇରେ ଦୈନିକ କୋଭିଡ ମାମଲା ୨୦,୦୦୦ ସଂଖ୍ୟା ଅତିକ୍ରମ କରେ ତେବେ ମୁମ୍ବାଇରେ ଲକଡାଉନ ଲଗାଯିବ | ମୁମ୍ବାଇର ନାଗରିକ ସଂଗଠନ ମୁଖ୍ୟ ଇକବାଲ ସିଂ ଚହଲ ଆଜି ଏହା କହିଛନ୍ତି | ସେ କହିଛନ୍ତି ଯେ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ରାଜନୀତିରେ ସଫଳତା ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ବିଶେଷ ଲୋକଙ୍କ ସହ ଘନିଷ୍ଠତା ବଜାୟ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।…
ଅଧିକ ଖବର ଦେଖନ୍ତୁ...

ପୁରୀର ହୋଟେଲ ସୋନା ଇଣ୍ଟରନ୍ୟାସନାଲ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ ଘୋଷିତ

ପୁରୀ : ପୁରୀରେ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ଟଟ ହେବା ପରେ ସହରର ଓ୍ବାର୍ଡ ନଂ୧୧ରେ ଥିବା ହୋଟେଲ ସୋନା ଇଣ୍ଟରନ୍ୟାସନାଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ୧୦୦ ତଳଳୁ ଖସି ଆସିଛି। ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...