Daily Archives

January 3, 2022

ଆଇଏଏସ୍ ସ୍ତରରେ ଅଦଳବଦଳ : ବଦଳିଲେ ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି । ସମ୍ବଲପୁର ଏଡିଏମଙ୍କୁ ଦାୟିତ୍ବ ହସ୍ତାନ୍ତର କରି ରିଲିଭ ହେବାକୁ ତାଙ୍କୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ଦେବାଳିଆ ହେବାକୁ ବସିଲାଣି ପଞ୍ଜାବ, ଭାଙ୍ଗିଯାଇଛି ଲୋକଙ୍କ ବିଶ୍ବାସ: ନବଜୋତ ସିଂହ ସିଦ୍ଧୁ

ଚଣ୍ଡିଗଡ: କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିଲେ ତାଙ୍କ ପାର୍ଟି ପ୍ରତ୍ୟେକ ମହିଳାଙ୍କୁ ସବୁ ମାସରେ ୨ ହଜାର ଟଙ୍କା ଲେଖାଏଁ ଦେବ । ଏହା ସହ ସେମାନଙ୍କୁ ବର୍ଷରେ ୮ଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ମିଳିବ ବୋଲି କହିଥିବା ନବଜୋତ ସିଂହ ସିଦ୍ଧୁ ଏବେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପଂଚାୟତ ନିର୍ବାଚନରେ ସଂରକ୍ଷଣ ଦାବିରେ ବଲାଙ୍ଗୀରରେ ଆଦିବାସୀଙ୍କ ମହାମେଳି, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ

ବଲାଙ୍ଗୀର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ଦାବିରେ ଗର୍ଜିଛନ୍ତି ହଜାର ହଜାର ଆଦିବାସୀ। ବଲାଙ୍ଗୀରରେ ଆଦିବାସୀମାନେ ମହାମେଳି କରି ଶସସ୍ତ୍ର ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ପାଠପଢ଼ାର ଚାପରୁ ମୁକ୍ତ ରଖିବା ପାଇଁ ୧୦୦ କୋଟି ଟଙ୍କାରେ କୋଟାରେ ସରକାର ନିର୍ମାଣ କରୁଛନ୍ତି ପାର୍କ

କୋଟା: ବିଭିନ୍ନ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଭାରତର ବିଭିନ୍ନ ସହରରୁ ଛାତ୍ରଛାତ୍ରୀମାନେ ରାଜସ୍ଥାନର କୋଟା ସହରକୁ ଯାଇଥାନ୍ତି | ଏକ ତଥ୍ୟ ମୁତାବକ ଆଇଆଇଟି- ଜେଇଇ ଓ ନିଟ ଭଳି ପରୀକ୍ଷାର କୋଚିଂ ନେବାକୁ ସାରା ଦେଶରୁ ପ୍ରାୟ ୧ ଲକ୍ଷ ୭୫ ହଜାର ପିଲା କୋଟାକୁ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଆସୁଥିବା ଦେଖି ଧାରଣାରେ ମୁଣ୍ଡ ରଖି ଶୋଇପଡ଼ିଲେ ବ୍ୟକ୍ତି: ଲୋକପାଇଲଟଙ୍କ ହେତୁ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ଦ୍ୱାରା ସେୟାର କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ସୂତେସୂତେରେ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି। ଯେମିତି ହିଁ ଟ୍ରେନ୍ ନିକଟତର ହୋଇଥିଲା ବ୍ୟକ୍ତି ଜଣକ ରେଳ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଲହରରେ ୧୬ରୁ ୨୦ ଲକ୍ଷ ହୋଇପାରେ ଦୈନିକ ସଂକ୍ରମଣ !

ନୂଆଦିଲ୍ଲୀ: ଲମ୍ବ ଡିଆଁ ମାରୁଛି କରୋନା ସଂକ୍ରମଣ । ୭ ଦିନ ମଧ୍ୟରେ ୫ ଗୁଣରୁ ଅଧିକ ବଢ଼ିଛି ଦୈନିକ ସଂକ୍ରମଣ । ଡିସେମ୍ବର ୨୮ ତାରିଖରେ ୬୩୫୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୩ ତାରିଖରେ ୩୩ ହଜାର ୭୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୨. ୫ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ, ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖା ୨ ଦିନ ପାଇଁ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ୩ୟ ଲହରୀକୁ ନେଇ ଚିନ୍ତା ବଢ଼ିଛି। ନବରଙ୍ଗପୁର ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଶାଖାର ଜଣେ ଅଧିକାରୀ ଓ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୨ ଦିନ ପାଇଁ ବ୍ୟାଙ୍କ କୁ ବନ୍ଦ କରାଯାଇଛି । ଏସବିଆଇ ମୁଖ୍ୟ ଶାଖା ପରିଚାଳକ କହିବା…
ଅଧିକ ଖବର ଦେଖନ୍ତୁ...

ଡେଲଟା ଗଲା ଓମିକ୍ରନ ଆସିଲା, ମେଟ୍ରୋ ସହରରେ ୭୫% ଓମିକ୍ରନ୍ ଦ୍ବାରା ସଂକ୍ରମିତ: କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ

ନୂଆଦିଲ୍ଲୀ: ଦେଶର ମେଟ୍ରୋ ସହରଗୁଡିକରୁ ଡେଲଟା ଚାଲିଯିବା ପରେ ଏବେ ଆସିଛି ଓମିକ୍ରନ । ଏହା କହିଛନ୍ତି କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଏନ.କେ. ଆରୋରା । ଜାତୀୟ ଗଣମାଧ୍ୟମକୁ ଡାକ୍ତର ଆରୋରା କହିଛନ୍ତି, ଦେଶରେ ତୃତୀୟ ଲହର ଆସିଯାଇଛି । ଏବେ ମେଟ୍ରୋ ସହରର ଅଧିକାଂଶ ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତ ସୀମା ପାଖରେ ପୁଣି ୬୦,୦୦୦ ସୈନ୍ୟ ମୁତୟନ କଲା ଚୀନ !

ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ଘଟିଥିବା ଘଟଣାକୁ ବର୍ଷେରୁ ଅଧିକ ସମୟ ହୋଇଯାଇଥିଲେ‌ ବି ଏବେ ମଧ୍ୟ ଭାରତ-ଚୀନ ମଧ୍ୟରେ ଶାନ୍ତି ଫେରିପାରି ନାହିଁ। ଦୁଇ ଦେଶ ମଧ୍ୟରେ ଅନେକ ଥର କମାଣ୍ଡରସ୍ତରୀୟ ବୈଠକ ହୋଇସାରିଥିଲେ ବି ଦୁଇ ଦେଶ ମଧ୍ୟରେ ସବୁ କିଛି ଠିକ ହୋଇପାରିନାହିଁ। କିଛି ସମୟ…
ଅଧିକ ଖବର ଦେଖନ୍ତୁ...

ସଡକ ଓ କେନାଲ ପାଇଁ ୮୧ ଦିନ ଧରି ଅନଶନ କରୁଥିବା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଗ୍ରାର ମଲପୁରା ଥାନା ଅନ୍ତର୍ଗତ ସିରୌଲି, ଧନୌଲି ଓ ଅଜିଜପୁରା ଗ୍ରାମରେ ପକ୍କା ସଡକ ଓ କେନାଲ ଦାବୀ କରି  ୮୧ ଦିନ ଧରି ଧାରଣାରେ ବସିଥିବା ରାଣୀ ଦେବୀ ନାମକ ଜଣେ ମହିଳାଙ୍କ ଶେଷରେ ମୃତ୍ୟୁ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି । ମଲପୁରା ଥାନା ଅନ୍ତର୍ଗତ ଏହି ତିନିଟି ଗ୍ରାମରେ ଗତ…
ଅଧିକ ଖବର ଦେଖନ୍ତୁ...