Daily Archives

January 3, 2022

ଜୋହାନ୍ସବର୍ଗ ଟେଷ୍ଟ : ଭାରତ ୨୦୨ ରନରେ ଅଲଆଉଟ୍

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହନ୍ସବର୍ଗର ଓ୍ଵାଣ୍ଡରର୍ସ ପଡିଆରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଛି । ଭାରତ ତରଫରୁ ଓପନର ଲୋକେଶ ରାହୁଲ ସର୍ବାଧିକ ୫୦ ରନ୍ କରିଥିଲେ । ରବିଚନ୍ଦ୍ରନ୍ ଅଶ୍ଵିନ୍ ୫୦ଟି…
ଅଧିକ ଖବର ଦେଖନ୍ତୁ...

ଏମ୍‌ସ ଭୁବନେଶ୍ୱରରେ ୧୫-୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ

ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କୁ କରୋନା ମହାମାରୀ କବଳରୁ ସୁରକ୍ଷିତ ରଖିବା ନିମନ୍ତେ ଆଜିଠାରୁ ଏମ୍‌ସ ଭୁବନେଶ୍ୱରରେ ୧୫-୧୮ ବର୍ଷ ବୟସର କିଶୋର/କିଶୋରୀମାନଙ୍କ ନିମନ୍ତେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏମ୍‌ସ ଭୁବନେଶ୍ୱରରେ ପରିସରରେ ଆଜି ସକାଳ ୮ରୁ ଟିକାକରଣ ଅଧିବେଶନ ଆରମ୍ଭ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଭାଗ୍ୟ ଢ଼ାଳିଲା ସୁନା କଳସ: ୨ ଲକ୍ଷରେ ଯାଆଁଳା ଛୁଆ ଏମିତି ଜନ୍ମ ହୁଅନ୍ତି

କାଲିଫର୍ଣ୍ଣିଆ: ମେଡିକାଲ ବେଡ଼ରେ ଥିଲେ ମା, ଆଉ ୨୦୨୧ ସରିବା ପୂର୍ବରୁ ଜନ୍ମ ହେଲେ ପ୍ରଥମ ସନ୍ତାନ ଓ ୨୦୨୨ ଆରମ୍ଭ ହେଉ ହେଉ ଜନ୍ମ ହେଲେ ଦ୍ଵିତୀୟ ସନ୍ତାନ | ଅର୍ଥାତ ପାଖାପାଖି ସମୟରେ ଜନ୍ମ ହୋଇଥିଲେ ବି ଦୁଇ ଶିଶୁଙ୍କର ବଦଳିଯାଇଛି ଜନ୍ମବର୍ଷ | ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ…
ଅଧିକ ଖବର ଦେଖନ୍ତୁ...

ଲସ୍କର-ଇ-ତୋଏବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ନିପାତ କଲା ଭାରତୀୟ ସେନା

ଜମ୍ମୁ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଯେଉଁ ଅପରେସନ ବା ଅଭିଯାନ ଆରମ୍ଭ ହୋଇଥିଲା ସେଥିରେ ସେନାବାହିନୀକୁ ବଡ ସଫଳତା ମିଳିଛି । ଲସ୍କର-ଇ-ତୋଏବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଲିମ ପରେକୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବାହିନୀ । ଏହାସହ ପୂରା ଅଞ୍ଚଳରେ ଏବେ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧା ପାଳିଲେ ୧୧୯ତମ ଜନ୍ମଦିନ: ସୋସିଆଲ ମିଡିଆ ବ୍ୟବହାରକାରୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜନ୍ମଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜର ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଯଦି ଆମେ ଦୁନିଆର ସବୁଠାରୁ ବୟସ୍କା ମହିଳାଙ୍କ ବିଷୟରେ କଥା ହେବା, ତେବେ ସମଗ୍ର ବିଶ୍ୱ ତାଙ୍କ ଜନ୍ମଦିନ ପାଳନ କରିଥାଏ। ଜାପାନର…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପ୍ରଫେସର ଭାବେ ଜଣାଶୁଣା ପାକ୍ ଖେଳାଳି ମହମ୍ମଦ ହାଫିଜ୍

ନୂଆଦିଲ୍ଲୀ: ପାକିସ୍ତାନର ଅଲରାଉଣ୍ଡର ତଥା ସିନିୟର କ୍ରିକେଟର ମହମ୍ମଦ ହାଫିଜ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଫେସର ଭାବେ ଜଣାଶୁଣା ମହମ୍ମଦ ହାଫିଜ୍ ସୋମବାର ଏଭଳି ଏକ ନିଷ୍ପତ୍ତି ନେଇ ପ୍ରଂଶସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଗତ ୧୮ ବର୍ଷ ହେବ…
ଅଧିକ ଖବର ଦେଖନ୍ତୁ...

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନ ହେଉଛି ନିଜ ଗୋଡ଼ରେ ଠିଆ ହୋଇ ସଫଳ ହେବାର ମନ୍ତ୍ର: ସୌମ୍ୟରଂଜନ

ଖୋର୍ଦ୍ଧା : ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାଯାଏ ଯେ ଏହା ହେଉଛି, ନିଜ ଗୋଡ଼ରେ ଠିଆ ହୋଇ ଜଣେ ସଫଳ ମଣିଷ ହେବାର ମନ୍ତ୍ର । ସେ ନିଜର ଜୀବନ କାଳରେ ଅନେକ ଯୁବକଙ୍କୁ ଏହି ମନ୍ତ୍ରରେ ଦୀକ୍ଷା ଦେଇଥିଲେ। ଆଜି ଖୋର୍ଦ୍ଧା ଠାରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ-ଗୋଆ ‘କ୍ରୁଜ୍‌ ଜାହାଜ’ରେ ୬୬ଯାତ୍ରୀ ‌ହେଲେ କରୋନା ଆକ୍ରାନ୍ତ

ମୁମ୍ବାଇ: ମୁମ୍ବାଇରୁ ଗୋଆ ମଧ୍ୟରେ ଚଳାଚଳ କରୁଥିବା ବିଳାସମୟ କ୍ରୁଜ୍‌ ଜାହାଜ ‘କର୍ଡେଲିଆ’ରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କ୍ରୁଜରେ ଥିବା ୨୦୦୦ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏବେ ୬୬ଯାତ୍ରୀଙ୍କ ନମୁନା ପଜିଟିଭ ହୋଇଥିବା ଜଣାପଡ଼ିଛି। ରବିବାର ଦିନ,…
ଅଧିକ ଖବର ଦେଖନ୍ତୁ...

ବାପା-ମାଙ୍କ ସହ ସମୟ କାଟିବାକୁ ଦୁଇଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁମାନଙ୍କୁ ମିଳିପାରିବ ଛୁଟି?

ଗୌହାଟୀ: ଆସନ୍ତା ଜାନୁଆରୀ ୬ ଓ ୭ ତାରିଖକୁ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଆସାମ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସରମା ଏହାର ଉଦ୍ଦେଶ୍ୟ ବାବଦରେ ମଧ୍ୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ସରମା କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ଗୋଟେ ଦିନରେ ୪ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ନୂଆଦିଲ୍ଲୀ: ଗୋଟିଏ ଦିନରେ ଦିଲ୍ଲୀରୁ ଚିହ୍ନଟ ହେଲେ ୪ ହଜାରରୁ ଅଧିକ କୋଭିଡ୍ ପଜିଟିଭ୍ । ଦୀର୍ଘ ୭ ମାସ ପରେ ଦେଶର ରାଜଧାନୀରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଦିଲ୍ଲୀରୁ ଗତ ୨୪ ଘଣ୍ଟା ଭିତରେ ୪୦୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...