Daily Archives

January 3, 2022

ଶେଷରେ ନବଜୋତ ସିଂହ ବି ଖେଳିଲେ ମହିଳା କାର୍ଡ, ମହିଳାଙ୍କୁ ଦେଲେ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି

ଚଣ୍ଡିଗଡ: ପଞ୍ଜାବରେ ନିର୍ବାଚନ ପ୍ରଚାର କରୁଥିବା ନବଜୋତ ସିଂହ ସିଦ୍ଧୁ କହିଛନ୍ତି, କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିଲେ ତାଙ୍କ ପାର୍ଟି ପ୍ରତ୍ୟେକ ମହିଳାଙ୍କୁ ସବୁ ମାସରେ ୨ ହଜାର ଟଙ୍କା ଲେଖାଏଁ ଦେବ । ଏହା ସହ ସେମାନଙ୍କୁ ବର୍ଷରେ ୮ଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ମିଳିବ ।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜିଲ୍ଲାରେ କିଶୋରମାନଙ୍କ ଟିକାକରଣ ଆରମ୍ଭ

ମାଲକାନଗିରି :  ମାଲକାନଗିରି ଜିଲ୍ଲାରେ ୧୫ରୁ ୧୮ ବର୍ଷ କିଶୋର ଓ କିଶୋରୀମାନଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ ୨୧ଟି ସେଣ୍ଟର ହୋଇଥିବା ବେଳେ ପ୍ରତିଦିନ ଶହେ ଲେଖାଏଁ କିଶୋର ଓ କିଶୋରୀ ଟିକା ନେଇପାରିବେ ବୋଲି ସିଡିଏମଓ ପ୍ରଫୁଲ କୁମାର ନନ୍ଦ ପ୍ରକାଶ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଏମିତିକା ଗୋଭକ୍ତ ଦେଖିଛନ୍ତି କି ? ଗାଈଙ୍କ ପାଇଁ ନିର୍ମାଣ କରିଛନ୍ତି ସ୍ୱତନ୍ତ୍ର ବେଡ଼ରୁମ

ଯୋଧପୁର: ଆପଣ ଅନେକ ସମୟରେ ଗାଈମାନଙ୍କୁ ଚାଲାଣ କରାଯାଉଥିବାର ଖବର ପଡ଼ିଥିବେ | କିଭଳି ଅମାନବୀୟ ଢଙ୍ଗରେ ଗାଈମାନଙ୍କୁ ଚାଲାଣ କରାଯାଏ, ସେବାବଦରେ ବି ଜାଣିଥିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ପରିବାର ବାବଦରେ କହିବୁ ଯେଉଁମାନେ ଗାଈଙ୍କୁ ପରିବାରର ସଦସ୍ୟ ଭାବେ ବିବେଚନା କରନ୍ତି |…
ଅଧିକ ଖବର ଦେଖନ୍ତୁ...

୩ ପ୍ରତିଶତ ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା

ଭୁବନେଶ୍ବର : ସରକାରୀ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ସଂଶୋଧିତ ଦରମାହାର ନିୟମାବଳୀ ୨୦୧୭ରେ ଦରମାପାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା  ୨୮ ପ୍ରତିଶତରୁ ବୃଦ୍ଧି ପାଇ ୩୧ ପ୍ରତିଶତରେ ପହଞ୍ଚିଛି ।…
ଅଧିକ ଖବର ଦେଖନ୍ତୁ...

ସଂକ୍ରାମକ ହେବା ସହ ଜୀବନ ନେଉଛି ଓମିକ୍ରନ, ପୁଣି ୨ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ସଂକ୍ରାମକ ହେବା ସହ ଜୀବନ ନେଉଛି ଓମିକ୍ରନ। ପୁଣି ଚାଲିଗଲା ୨ଜଣଙ୍କ ଜୀବନ। ଦକ୍ଷିଣ କୋରିଆରେ ପ୍ରଥମ କରି ୨ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ୨ଆକ୍ରାନ୍ତ ୯୦ବର୍ଷୀୟ ଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ଥିଲେ। କିଛି ଦିନ ଓମିକ୍ରନ ଦ୍ବାରା ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ନିଜ ଛୁଆର ହତ୍ୟାକାରୀକୁ ବଞ୍ଚାଇବାକୁ ଚାହୁଁଥିଲା ମା’

ନୂଆଦିଲ୍ଲୀ: ଇଂଲଣ୍ଡର ଜଣେ ମା’ ନିଜ ଛୁଆର ହତ୍ୟାକରୀଙ୍କୁ ବଞ୍ଚାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ପୁଲିସକୁ ବାରମ୍ବାର ମିଛ କହି ଆସୁଥିଲେ। ଏହା ଏଥିପାଇଁ କରୁଥିଲେ  କାରଣ ତାଙ୍କ ଛୁଆର ହତ୍ୟାକାରୀ ଆଉ କେହି ନୁହେଁ, ତାଙ୍କ ନିଜ ପ୍ରେମିକ ଥିଲେ। ଉକ୍ତ ମହିଳା ଇଂଲଣ୍ଡର କ୍ୟାମ୍ବ୍ରିଜସାୟରରେ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିର ଦୁର୍ଗମ ମାଓ ପ୍ରବଣ ଅଞ୍ଚଳରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କଲା ବିଏସଏଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ତହସିଲ ଅନ୍ତର୍ଭୁକ୍ତ ନାକାମାମୁଡି ପଞ୍ଚାୟତର ଦୁର୍ଗମ ଡାଇକ-୩ ଗ୍ରାମରେ ଆଜି ୮୮ ବିଏସଏଫ ବାଟାଲିୟନ ତରଫରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କମାଣ୍ଡାଣ୍ଟ ବିନୋଦ ସାରୀନ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀଙ୍କ ଉପରକୁ ଗୁଳିମାଡ଼

ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଭଣଜା ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନଙ୍କ କାର ଉପରେ ଆକ୍ରମଣ ହୋଇଛି। ରେହମ୍ ଖାନ୍ ସୋମବାର ଏହି ଆକ୍ରମଣ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇ…
ଅଧିକ ଖବର ଦେଖନ୍ତୁ...

ଟିକାକରଣ ଜୋରସୋରରେ କର, ୫ଟି ରାଜ୍ୟକୁ ଏଭଳି ଚିଠି ଲେଖିଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ କୋଭିଡ-୧୯ ଟିକାକରଣର ଗତିକୁ ତ୍ୱରାନ୍ୱିତ କରିବାକୁ କହି ପାଞ୍ଚଟି ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି। ଆଜି ଭାରତର ନିର୍ବାଚନ ଆୟୋଗ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ନିର୍ବାଚନ ଆୟୋଗ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଏନସିବିରୁ ବିଦା ହେଲେ ସମୀର ୱାଙ୍ଖଡେ, ବଢ଼ିଲାନି ଅବଧି

ମୁମ୍ବାଇ: ଶେଷରେ ବହୁ ବାଦ ବିବାଦ ପରେ ଏନସିବିରୁ ବିଦା ହୋଇଛନ୍ତି ବରିଷ୍ଠ ଆଇଆରଏସ ଅଧିକାରୀ ସମୀର ୱାଙ୍ଖଡେ | ବାସ୍ତବରେ, ଏନସିବିରେ ସମୀରଙ୍କର ସମୟ ସୀମା ଆଉ ବଢାଯାଇନାହିଁ | ଏନସିବିରେ ୱାଙ୍ଖଡେଙ୍କର ୪ ମାସର ସମ୍ପ୍ରସାରଣ ୩୧ ଡିସେମ୍ବର ୨୦୨୧ରେ ସମାପ୍ତ ହୋଇଛି | ସୂଚନା ଥାଉ କି ଯେ ସମୀର…
ଅଧିକ ଖବର ଦେଖନ୍ତୁ...