Daily Archives

January 4, 2022

ଶ୍ରମିକଙ୍କୁ କାମ ନ ମିଳିବାରୁ ପଡ଼ୋଶୀ ରାଜ୍ୟକୁ ଯାଉଛନ୍ତି ଦାଦନ, ପୋଖରୀ ଖନନରେ ଲାଗିଛି ପକଲିନ୍‌

ମାଲକାନଗିରି/କୋରକୋଣ୍ଡା: ମାଲକାନଗିରି ଜିଲ୍ଲାରେ କିପରି ଚାଲିଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଦୁର୍ଗମ ଅଞ୍ଚଳ ଗୁଡିକରେ ଶ୍ରମିକ ମାନଙ୍କୁ ନଲଗାଇ ବିଭାଗୀୟ ଅଧିକାରୀ ମାନେ ମେସିନ ସାହାଯ୍ୟରେ କାମ କରି କିପରି ଟଙ୍କା ହଡପ…
ଅଧିକ ଖବର ଦେଖନ୍ତୁ...

ଜୟପୁର ଗଣଦୁଷ୍କର୍ମ ମାମଲା: ଜଣେ ଗିରଫ, ଅନ୍ୟ ‌ଜଣେ ଫେରାର

ଜୟପୁର: କେରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଂଚଳର ଜଣେ ମହିଳାଙ୍କୁ ଗତମାସ ୨୪ ତାରିଖ ମଧ୍ୟରାତ୍ରିରେ ହୋଇଥିବା ଦୁଷ୍କର୍ମ ମାମଲାରେ ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ତେବେ ‌ଅଭିଯୁକ୍ତର ସଂପର୍କରେ ପୁଲିସ ଅଧିକ ତଥ୍ୟ ଦେଇନାହିଁ। ଏବାବଦରେ ପରବର୍ତ୍ତୀ ସମୟରେ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ଗଛ କାଟିନେବାରୁ ଯୁବକଙ୍କୁ ହତ୍ୟା କରି ପୋଡିଦେଲେ ଗ୍ରାମବାସୀ !

ସିମଡ଼େଗା: ସଙ୍ଗବଦ୍ଧ ଭାବେ ଆକ୍ରମଣ ପରେ ଯୁବକଙ୍କୁ ପୋଡି ଦେଲେ ଗ୍ରାମବାସୀ | ତେବେ ଯୁବକଙ୍କୁ ହତ୍ୟା ପଛରେ ଗଛ କଟା ବିବାଦ ରହିଥିଲା ବୋଲି ତାଙ୍କ ପତ୍ନୀ କହିଛନ୍ତି | ଝାଡ଼ଖଣ୍ଡର ସିମଡେଗାର କୋଲେବିରାରେ ଗ୍ରାମବାସୀ ଜଣେ ଯୁବକଙ୍କୁ ଜଙ୍ଗଲରୁ ଗଛ କାଟିଥିବାରୁ ଅତି ନିର୍ମମ ଭାବରେ ପିଟିପିଟି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ମାତିଲେ ନକ୍ସଲ; ପୂର୍ବତନ ବିଧାୟକଙ୍କ ଅଙ୍ଗରକ୍ଷୀଙ୍କ ଗଳା କାଟିଲେ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇ ଚାଲିଛନ୍ତି ନକ୍ସଲ। ଆଜି ମନୋହରପୁର ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଗୁରୁଚରଣ ନାୟକଙ୍କୁ ନକ୍ସଲମାନେ ଗୁଳିମାଡ଼ କରିଛନ୍ତି। ଗୁରୁଚରଣ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିହାରରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ, ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେ ସର୍ବାଧିକ ୫୦ ଜଣ

ପାଟନା: ଦିନକୁ ଦିନ ଦେଶରେ ଓମିକ୍ରନ ମାମଲା ବଢୁଥିବାବେଳେ ବିହାର ସରକାର ଆଜି ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି | ନୂତନ ନିର୍ଦ୍ଦେଶନାମା ମୁତାବକ ଜାନୁଆରୀ ୬ ରୁ ୨୧ ପର୍ଯ୍ୟନ୍ତ ବିହାରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ | ଏହା ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ…
ଅଧିକ ଖବର ଦେଖନ୍ତୁ...

ପୁଅର ମୃତ୍ୟୁ ପରେ ମା’ର ପୋଷ୍ଟ- ସେ ଚାଲିଗଲା ମୁଁ ଏବେ ଖୁସି, କାରଣ…

ନୂଆଦିଲ୍ଲୀ: ଜଣେ ମହିଳା ୬ବର୍ଷ ପୁଅର ମୃତ୍ୟୁ ପରେ ଖୁସି ଥିବା ଟିକଟକରେ କହିଛନ୍ତି। ହ୍ବିଟନୀ ଫ୍ରାଷ୍ଟ ଗତ ଶନିବାର ନିଜର ଏକ ଟିକଟକ ଭିଡିଓରେ ନିଜ ପୁଅର ଫଟୋକୁ ଭିଡିଓ ଜରିଆରେ ‌ସେୟାର କରି କହିଛନ୍ତି ତାଙ୍କ ପୁଅର ମୃତ୍ୟୁ ହୋଇଛି। ଆଉ ସେ ଏବେ ଖୁସି ଅଛନ୍ତି, କାରଣ ତାଙ୍କ ପୁଅକୁ ଆଉ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ଚମକିଲେ ରାଉରକେଲାର ଝିଅ, ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ବିଜୟ ମୁକୁଟ

ରାଉରକେଲା: ରାଜସ୍ଥାନର ଜୟପୁର ଠାରେ ବିକାଶ ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ମିଷ୍ଟର-ମିସେସ୍‌ ଓ ଟିନ୍‌ ମିସ୍‌ ଇଣ୍ଡିଆ ଏକ୍ସକ୍ଲୁସିଭ୍‌ ପ୍ରତିଯୋଗିତା। ବିଜୟ ମୁକୁଟ ପିନ୍ଧିଥିଲେ ରାଉରକେଲାର ପ୍ରିୟଙ୍କା ପଣ୍ଡା। ଗତ ୨୯ ଡିସେମ୍ବର ଗ୍ରାଣ୍ଡ ଫାଇନାଲ୍‌ରେ ଦେଶର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ନୂଆ ରୂପ ପାଇବ ଶାନ୍ତିସ୍ତୂପ, ବୁଦ୍ଧଦେବଙ୍କ ଶୟନ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରସ୍ତାବ

ଧଉଳି: ଐତିହ୍ୟସମ୍ପନ୍ନ ଧଉଳି ଶାନ୍ତିସ୍ତୂପର ସାମଗ୍ରୀକ ବିକାଶ କାର୍ଯ୍ୟ ନେଇ ଏବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି। ଆଜି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ପ୍ରଦୀପ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଖର୍ଚ୍ଚ ଅଧିକ ହୋଇପାରେ। ଅଫିସରେ କୌଣସି ପ୍ରକଳ୍ପ କାର୍ଯ୍ୟ ପୂରା କରିବାରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ବୃଷ: ଚାକିରିରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ। କାରବାରରେ ଭାଇର ସହଯୋଗ ପାଇବେ।…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ରଣଜୀ ଟ୍ରଫି, ସିକେ ନାଇଡୁ ଟ୍ରଫି ସ୍ଥଗିତ

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବିସିସିଆଇପକ୍ଷରୁ ୨୦୨୧-୨୨ ସିଜିନ ପାଇଁ ଖେଳାଯିବାକୁ ଥିବା ରଣଜୀ ଟ୍ରଫି, ସିକେ ନାଇଡୁ ଟ୍ରଫି ଓ ସିନିଅର ମହିଳା ଟି୨୦ ଲିଗକୁ ସ୍ଥଗିତ କରିଦିଆଯାଇଛି । ରଣଜୀ ଟ୍ରଫି ଓ ସିକେ ନାଇଡୁ ଟ୍ରଫି ଚଳିତ ମାସରେ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...