Daily Archives

January 5, 2022

ମାଟ୍ରିକ୍‌ ସମ୍‌ମେଟିଭ-୧ ପରୀକ୍ଷା ଆରମ୍ଭ: ସୁନ୍ଦରଗଡ଼ରେ ପ୍ରଥମ ଦିନରେ ପରୀକ୍ଷାଦେଲେ ୨୩,୬୬୮

ରାଉରକେଲା: ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସମ୍‌ମେଟିଭ୍‌ ଆସେସ୍‌ମେଣ୍ଟ୍‌-୧ ପରୀକ୍ଷା ଆରମ୍ଭ ହୋଇଯାଇଛି। ଏବର୍ଷ ଜିଲ୍ଲାର ୪ଶହ ଟି ହାଇସ୍କୁଲର ମୋଟ୍‌ ୨୫,୯୯୭ ଜଣ ପରୀକ୍ଷାର୍ଥୀ ଅଛନ୍ତି। ତେବେ କୌଣସି କାରଣରୁ ଆଜି ପ୍ରଥମ ଦିନରେ ୨୩୨୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ।…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ନୂତନ ବିଦେଶୀ ପକ୍ଷୀଙ୍କ ଆଗମନ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଆଜି ପକ୍ଷୀ ଗଣନା କରାଯାଇଛି। ଏହି ଦୁଇ ବନଖଣ୍ଡର ୧୦ଟି ବନାଞ୍ଚଳର ରହିଥିବା ବିଭିନ୍ନ ଜଳାଶୟ ସ୍ଥାନରେ ବନ କର୍ମଚାରୀମାନେ। ପକ୍ଷୀ ଗଣନା କରିଛନ୍ତି । ଆଜି ଭୋର୍ ସମୟରୁ ପକ୍ଷୀ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ସମୟରେ ଶେଷ…
ଅଧିକ ଖବର ଦେଖନ୍ତୁ...

କରୋନା ଔଷଧ ମୋଲନୁପିରାଭିର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲା ଆଇସିଏମଆର

ନୂଆଦିଲ୍ଲୀ : ଦେଶର ଦୁଇଟି ଫାର୍ମା କମ୍ପାନି ଡ.ରେଡ୍ଡୀ ଓ ମାନକାଇଣ୍ଡ୍ ପକ୍ଷରୁ କରୋନା ଔଷଧ ମଲନୁପିରାଭିର ବଜାରକୁ ଛାଡ଼ିଥିବାବେଳେ ଏହି ଔଷଧକୁ ନେଇ ଆଇସିଏମଆର ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଆଇସିଏମଆର ଡିଜି ଡ.ବଳରାମ ଭାର୍ଗବ କହିଛନ୍ତି, ଏହି ଔଷଧର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ କିପରି ‘ଗୁଲାବି ଆଖେଁ ଜୋ ତେରି ଦେଖି’ ଗୀତ ଗାଇ ଶିକ୍ଷୟିତ୍ରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା…

ନୂଆଦିଲ୍ଲୀ: ଭାରତରେ ପ୍ରତିଭାର ଅଭାବ ନାହିଁ । ପ୍ରତିଭାବାନ ପିଲାମାନଙ୍କର ଅନେକ ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ହୃଦୟସ୍ପର୍ଶୀ ଭିଡିଓ ରହିଥାଏ, ଯାହାକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୋଇଥାଏ। ଆଜିକାଲି ଇନଷ୍ଟାଗ୍ରାମରେ ଏହିପରି ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସ୍ଥଗିତ ହେଲା କୋଲକାତା ଫିଲ୍ମ ଫେଷ୍ଟିଭାଲ

କୋଲକାତା: ଦେଶରେ ଏବେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନାର ଗୋଟେ ପରେ ଗୋଟେ ନୂଆ ଭାରିଆଣ୍ଟ ଆସୁଥିବା ବେଳେ ଏବେ ଦେଶରେ ପୁଣି ଉପର ମୁହାଁ ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଥିବା ୨୭ତମ କୋଲକାତା…
ଅଧିକ ଖବର ଦେଖନ୍ତୁ...

ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ପୁନଃ ପ୍ରଦାନ କରିବା ନେଇ ଦାବି ରଖିବ ଓସ୍‌ଜା

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାର ପ୍ରସାର ଦିଗରେ କ୍ରୀଡ଼ା ସାମ୍ବାଦିକମାନଙ୍କର ରହିଆସିଛି ବିଶେଷ ଯୋଗଦାନ । ପ୍ରତିଭାଙ୍କ ବିକାଶ ହେଉ କିମ୍ବା ସରକାରୀ ଓ ବେସରକାରୀ କ୍ରୀଡ଼ା ଆୟୋଜନ ସବୁକିଛିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ବଡ଼ ଦାୟିତ୍ୱ କ୍ରୀଡ଼ା ସାମ୍ବାଦିକମାନେ ରାଜ୍ୟରେ ନିର୍ବାହ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଚିନ୍ତା ବଢ଼ାଉଛି କରୋନା; ଦିନକରେ ୧୦ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌

ଭୁବନେଶ୍ବର: କରୋନା ସଂକ୍ରମର ପୁଣି ଥରେ ବଢ଼ିବା ଆରମ୍ଭ ହୋଇଯାଇଛି। ରାଜ୍ୟରେ ଆଜି ୧୨୧୬ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୫୬ ଜଣ ଅଛନ୍ତି। ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବରରୁ…
ଅଧିକ ଖବର ଦେଖନ୍ତୁ...

ଖରାପ ପାଗ ଯୋଗୁଁ ପର୍ବତରେ ପିଟି ହୋଇଯାଇଥିଲା ସିଡିଏସ ରାଓ୍ବତଙ୍କ ହେଲିକପ୍ଟର : ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ : ସିଡିଏସ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରଦାନ କରାଯାଇଛି । ଏହି ରିପୋର୍ଟକୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇନଥିଲେ ବି ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଖରାପ ପାଗ ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ପରିବେଶ ଟିକେ ଅଲଗା ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସପରିବାର ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଅଫିସରେ ପୂର୍ବଦିନ ଅପେକ୍ଷା ଅଧିକ କାମ କରିବେ। ଆମଦାନି ପାଇଁ ନୂଆ ସୁଯୋଗ ପାଇବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ…
ଅଧିକ ଖବର ଦେଖନ୍ତୁ...

ଷଣ୍ଢ ଆକ୍ରମଣରେ ପବନରେ ଉଡ଼ି ତଳେ ପଡ଼ିଲେ ମହିଳା

ନୂଆଦିଲ୍ଲୀ: କେବଳ ସ୍ପେନରେ ନୁହେଁ ଭାରତରେ ମଧ୍ୟ ଷଣ୍ଢ ମହୋତ୍ସବ ଅତି ଉତ୍ସାହର ସହିତ ପାଳନ କରାଯାଏ । ଯେତେବେଳେ ଷଣ୍ଢ ମହୋତ୍ସବ ଭିଡିଓ ସାମ୍ନାକୁ ଆସିଥାଏ ଲୋକଙ୍କ ନିଶ୍ୱାସ ଅଟକିଯାଇଥାଏ। ଏମିତି ବି କିଛି କିଛି ଭିଡିଓ ଅଛି ଯାହା ଆଶ୍ଚର୍ଯ୍ୟ କରି ଦେଇଥାଏ। ଭିଡିଓରେ ଲୋକମାନଙ୍କୁ ଷଣ୍ଢ…
ଅଧିକ ଖବର ଦେଖନ୍ତୁ...