Daily Archives

January 6, 2022

ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣା: ନବୀନଙ୍କ ଟୁଇଟ୍ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏହାକୁ ନେଇ ନବୀନଙ୍କୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବଢ଼ି ଚାଲିଛି ଜଙ୍ଗଲୀ ହାତୀପଲଙ୍କ ଆତଙ୍କ; ଦିନରେ ଜଙ୍ଗଲରେ,ରାତିରେ ବିଲରୁ ଫସଲ ଖାଉଛନ୍ତି

ଚିଲିକା: ଖୋର୍ଦ୍ଧା ବନଖଣ୍ଡ ଅଧୀନ ଟାଙ୍ଗୀ ରେଂଜରେ ଦିନକୁ ଦିନ ବଢି ଚାଲିଛି ଜଙ୍ଗଲୀ ହାତୀପଲଙ୍କ ଆତଙ୍କରାଜ୍‌। ଦିନ ବେଳା ଏହି ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଖାଇବା ଲୋଭରେ ଗାଁ ମୁହାଁ ହେଉଛନ୍ତି। ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି। ଧନ ଜୀବନ ବି…
ଅଧିକ ଖବର ଦେଖନ୍ତୁ...

ବିଟ୍ କଏନ କାରବାରରେ ଗିରଫ ହୋଇଥିବା ସନ୍ତୋଷ ସ୍ବାଇଁଙ୍କ ଜାମିନ ଆବେଦନ ଖାରଜ

କଟକ: ବିଟ୍ କଏନ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ସନ୍ତୋଷ ସ୍ବାଇଁଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ ସନ୍ତୋଷଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଏକାଧିକ ୱେବସାଇଟ ଖୋଲି ବିଟ କଏନ ଓ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ଜାରି ହେବ ମାଇକ୍ରୋ ଚିପ୍ ଇ-ପାସପୋର୍ଟ, ଜାଣନ୍ତୁ କ’ଣ ରହିଛି ସୁବିଧା ?

ନୂଆଦିଲ୍ଲୀ: ଯଦି ଆପଣ ବିଦେଶ ଯାତ୍ରା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଭାରତୀୟ ନାଗରିକଙ୍କ ପାଇଁ ଖୁବଶୀଘ୍ର 'ନେକ୍ସଟ ଜେନରେଶନ ଇ-ପାସପୋର୍ଟ' ଜାରି ହେବାକୁ ଯାଉଛି । ବିଦେଶ ମନ୍ତ୍ରାଳୟର ସଚିବ ସଂଜୟ ଭଟ୍ଟାଚାର୍ଯ୍ୟ ଏକ ଟ୍ୱିଟ୍ ମାଧ୍ୟମରେ ଘୋଷଣା କରିଛନ୍ତି କି…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣରୁ ନିଜକୁ ବଞ୍ଚାନ୍ତୁ, ‌ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି

ନୂଆଦିଲ୍ଲୀ: ଶୀତ ଋତୁରେ ସଠିକ୍ ଖାଦ୍ୟ ଓ ପାନୀୟ ରହିଲେ ଆମେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବା। ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଟିପ୍ସ ଆପଣାଯାଇଥାଏ। ଏପରି ପରିସ୍ଥିତିରେ, ଆପଣ ଜାଣିବା ଉଚିତ୍ ଯେ ଉଷୁମ ପାଣି ପିଇବାର ଲାଭ କ’ଣ ହୋଇପାରେ । ଯଦି ଆମେ ହାଲୁକା ଉଷୁମ ପାଣି ପିଉଛନ୍ତି,…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୩୯୩୩ ଗାଁରେ ପ୍ରତିଷ୍ଠା ୨୩୮୦ଟି ମୋବାଇଲ ଟାୱାର

ଭୁବନେଶ୍ୱର: ମୋଦୀ ସରକାର ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ବଢ଼ାଇବା ପାଇଁ ଯୋଜନା ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ସେମିକଣ୍ଡକ୍ଟରର ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସିଲିକା ଓ ମଧୂର ଜଳର ବିଶେଷ ସୁବିଧା ରହିଛି । ତେଣୁ ଓଡ଼ିଶାର ବିକାଶ ପାଇଁ ରାଜ୍ୟରେ ‘ସେମି କଣ୍ଡକ୍ଟର ୟୁନିଟ୍‌’ ପ୍ରତିଷ୍ଠା ପାଇଁ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ : ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ତିନିଜଣିଆ କମିଟି ଗଠନ କରାଯାଇଛି । କ୍ୟାବିନେଟ ସେକ୍ରେଟାଏଟର ସଚିବ(ସୁରକ୍ଷା) ସୁଧୀର କୁମାର ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଆଣ୍ଟିଜେନ ପରୀକ୍ଷା ଓମିକ୍ରନ ଭାରିଏଣ୍ଟକୁ ଠାବ କରିପାରୁ ନାହିଁ!

ନୂଆଦିଲ୍ଲୀ: ସଂକ୍ରମଣ ଚିହ୍ନଟ କରିବା ପାଇଁ ସାଧାରଣ ଭାବେ ଆଣ୍ଟିଜେନ ଟେଷ୍ଟ କରାଯାଏ । ଆରଟିପିସିଆର ପରୀକ୍ଷା ଠାରୁ ଆଣ୍ଟିଜେନରେ କମ୍ ସମୟ ଲାଗେ । ଅପେକ୍ଷାକୃତ ସୁବିଧାଜନକ ବି । ହେଲେ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆଣ୍ଟିଜେନ ଟେଷ୍ଟକୁ ନେଇ ଏକ ପ୍ରଶ୍ନବାଚୀ ଛିଡ଼ା କରାଇଛି ।…
ଅଧିକ ଖବର ଦେଖନ୍ତୁ...

ପୁରୀରୁ ହଟିଆ ଅଭିମୁଖେ ଗଡ଼ିଲା ତପସ୍ଵିନୀ ଏକ୍ସପ୍ରେସ୍‌, ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ପୁରୀ-ହଟିଆ-ପୁରୀ ତପସ୍ଵିନୀ ଏକ୍ସପ୍ରେସର (୧୮୪୫୨/୧୮୪୫୧) ଚଳାଚଳ ଶୁଭାରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଅନଲାଇନ୍‌ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହାସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ…
ଅଧିକ ଖବର ଦେଖନ୍ତୁ...

ଭାରତର ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ, ଏହାର ଗରିମା ରକ୍ଷା ସବୁ ସରକାରଙ୍କ କର୍ତ୍ତବ୍ୟ : ନବୀନ

ଭୁବନେଶ୍ବର : ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ ଏହି ପ୍ରସଙ୍ଗରେ ଏକ ମହତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଟୁଇଟ କରି ସେ…
ଅଧିକ ଖବର ଦେଖନ୍ତୁ...