Daily Archives

January 7, 2022

ଅଷ୍ଟମ‌ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧୀନ ଶଠିଲୋ ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ସମ୍ପର୍କରେ ଅଭିଯୋଗ ହୋଇଛି। ଅଭିଯୋଗ ଗ୍ରହଣ କରି ପୁଲିସ ଅଭିଯୁକ୍ତ ବ୍ୟକ୍ତିକୁ ଆଜି ଗିରଫ କରିଛି। ଘଟଣା ୩୧ ତାରିଖ ଦିନ ୧ଟା ସମୟରେ ଘଟିଥିଲେ ହେଁ ପରିବାର ଲୋକ…
ଅଧିକ ଖବର ଦେଖନ୍ତୁ...

ରାତାରାତି ବଡ଼ଲୋକ ହେବା ପାଇଁ ବାଘଛାଲ, ହାତୀଦାନ୍ତ ଓ ବଜ୍ରକାପ୍ତା କାତିି ବେପାର, ଜେଲ ଗଲା ଅଭିଯୁକ୍ତ

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ ବରଘାଟ ଗ୍ରାମରେ ଗୁରୁବାର ରାତିରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଗୁରୁବାର ରାତିରେ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ଉକ୍ତ ଘଟଣାରେ ବରଘାଟ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ଜିଡିପି ଅଭିବୃଦ୍ଧି ୯.୨% ରହିବ

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ୯.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି କେନ୍ଦ୍ର ପରିସଂଖ୍ୟାନ ଅଫିସ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ ରେ ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଥିଲା । ଏଣୁ ଚଳିତ ବର୍ଷ ଉଚ୍ଚ…
ଅଧିକ ଖବର ଦେଖନ୍ତୁ...

ପୁଲିସର ଚଳନ୍ତା ଗାଡ଼ିରୁ ଚମ୍ପଟ ମାରିଲା କଏଦୀ

ନୂଆଦିଲ୍ଲୀ: ଜେଲରେ ବନ୍ଦୀ ଥିବା କଏଦୀମାନେ ଫେରାର ହୋଇଯିବା ଖବର ଆମେ ଅନେକ ଥର ଶୁଣିଛେ। କିନ୍ତୁ କେବେ ନିଜ ଆଖିରେ ପୁଲିସ କବଳରୁ କଏଦୀ ଫେରାର ହୋଇଯିବା ଦୃଶ୍ୟ ଦେଖିବାକୁ ମିଳି ନାହିଁ। ନିକଟରେ ଭାଇରାଲ ହୋଇଥିବା ଏକ ସିସିଟିଭ ଫୁଟେଜରେ ପୁଲିସର ଚଳନ୍ତାଗାଡ଼ିରୁ କଏଦୀ ଫେରାର ହୋଇଯିବାର…
ଅଧିକ ଖବର ଦେଖନ୍ତୁ...

ଲୋକସଭା ସଦସ୍ୟା, ରାଜ୍ୟସଭା ସଦସ୍ୟ ଓ ଭଦ୍ରକ ବିଧାୟକ କରୋନା ସଂକ୍ରମିତ

ଭୁବନେଶ୍ବର: ବର୍ତ୍ତମାନ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଯାଇଛି। ରାଜ୍ୟରେ ଅନେକ ଲୋକ ଏଥିରେ ଆକ୍ରାନ୍ତ ହେବା ଜଣାପଡିବା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଥମ ଦୁଇ ଲହରରେ ଯେମିତି କଟକଣା ଲାଗିଥିଲା ଏବେ ବି ସେହି କଟକଣା ଲାଗିବା…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷର ଶିଶୁପୁତ୍ର, ଚଢ଼ିଗଲା ଦ୍ରୁତଗାମୀ ପିକ୍‌-ଅପ୍‌

ରାୟଗଡ଼ା: ରାୟଗଡ଼ା ସହରର ଜଗନ୍ନାଥ ସାହି ନିକଟରେ ଆଜି ସଂଧ୍ୟାରେ ଦୁର୍ଘଟଣା ଘଟିଛି। ପିକଅପ୍ ଭ୍ୟାନ ଧକ୍କାରେ ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଓ ସଂପର୍କୀୟ ଲୋକ ରାୟଗଡ଼ା-ବିଶାଖାପାଟଣା ରାଜପଥ ଅବରୋଧ କରିଛନ୍ତି। ରାତି ୯ଟା…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିଭ୍ରାଟ: ଆନ୍ଦୋଳନକାରୀଙ୍କ ନାଁରେ ମାମଲା ରୁଜ୍ଜୁ, ଦେବାକୁ ପଡ଼ିବ ୨୦୦ ଟଙ୍କା ଜରିମାନା!

ଚଣ୍ଡିଗଡ଼ : ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକୁ ଅଟକାଇବା ମାମଲାରେ ପଞ୍ଜାବ ପୁଲିସ ପ୍ରାୟ ୧୫୦ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଛି । ତେବେ ସେମାନଙ୍କ ବିରୋଧରେ ଯେଉଁ ଦଫା ଲଗାଯାଇଛି ତାହାକୁ ନେଇ ପଞ୍ଜାବ ପୁଲିସର ଅଭିପ୍ରାୟ ଉପରେ ପ୍ରଶ୍ନଚିହ୍ନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାର ବୃଦ୍ଧି ହେବାର ସମ୍ଭାବନା ଅଛି। କଣ୍ଠଶିଳ୍ପୀଙ୍କୁ ବଡ଼ ମଞ୍ଚରେ ସୁଯୋଗ ମିଳିବ। ବନ୍ଧୁ ଆପଣଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେବେ। ବୃଷ: ଅଫିସରେ ଆଖପାଖର ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମିଷ୍ଟତା ବୃଦ୍ଧି ହେବ। କାମରେ ବଡ଼ଙ୍କ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଘରେ କେହି ନିୟମିତ ମେଡ଼ିସିନ ଖାଉଛନ୍ତି କି? ତେବେ ଇନଷ୍ଟଲ କରନ୍ତୁ ଏହି ଆପ୍

ଭୁବନେଶ୍ୱର: ଆପଣଙ୍କ ଘରେ କେହି ସଦସ୍ୟ ନିୟମିତ ମେଡ଼ିସିନ ଖାଉଛନ୍ତି କି ? ଡାଏବେଟିସ, ବ୍ଳଡପ୍ରେସର ବା ଅନ୍ୟ କିଛି ରୋଗ ପାଇଁ ପ୍ରତିଦିନ ମେଡ଼ିସିନ ଖାଇବାକୁ ପଡୁଛି କି? ଏହା ବାଦ ଆପଣ ଘରେ ନଥିଲେ ବି ପରିବାର ସଦସ୍ୟଙ୍କୁ ମେଡ଼ିସିନ ଖାଇବାକୁ ମନେପକାଇବାକୁ ଆପଣ ଚାଁହୁଛନ୍ତି କି? ଯଦି ଏସବୁ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାକୁ ଫେରିଲା କରୋନା, ଦିନକରେ ୨୨ ସଂକ୍ରମିତ

ରାୟଗଡ଼ା: ରାୟଗଡ଼ାକୁ ଫେରିଛି କରୋନା। ବଢ଼ିବାରେ ଲାଗିଛି ସଂକ୍ରମଣ। କରୋନା ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ୨ ମାସ ବ୍ୟବଧାନରେ ଆଜି ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଦିନକରେ ଜିଲ୍ଲାରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...