Daily Archives

January 8, 2022

ପଞ୍ଚାୟତ ନିର୍ବାଚନରେ ରାସ୍ତା ଓ ପାନୀୟ ଜଳ ହେବ ମୁଖ୍ୟ ପ୍ରସଙ୍ଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ତିନି ପ୍ରମୁଖ ଦଳ ପଞ୍ଚାୟତ ନିର୍ବାଚନକୁ ନେଇ ସଜବାଜ ହେଉଥିବା ବେଳେ ତୃଣମୂଳସ୍ତରରୁ ରଣନୀତି ପ୍ରସ୍ତୁତି ଚାଲିଛି। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ରହିବ ରାସ୍ତା ଓ ପାନୀୟ ଜଳ। ସ୍ବାଧୀନତାର ଅମୃତ ମହୋତ୍ସବ ଏବେ ସାରା ଦେଶରେ ପାଳନ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଭାବେ ଆସିଥିବା ୧୧୨ ବସ୍ତା ଧାନ ଜବତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଅଞ୍ଚଳରେ ଧାନମଣ୍ଡି ଗୁଡିକୁ ବାହାର ଅଞ୍ଚଳରୁ ବେଆଇନ ଭାବେ ଧାନ ଆଣି ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏନେଇ ପ୍ରଶାସନ ପକ୍ଷରୁ ଏହି ବେଆଇନ ଧାନକୁ ଧରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ବିଶେଷ କରି ତହସିଲଦାର ବାସନ୍ତୀ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ପ୍ରତି କୌଣସି ବିପଦ ନଥିଲା, ଏକଥା ପ୍ରିୟଙ୍କା ଗାନ୍ଧିଙ୍କୁ ଜଣାଇଦେଇଛି : ଚନ୍ନି

ନୂଆଦିଲ୍ଲୀ : ପଂଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟକୁ ନେଇ ପୁଣି ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି । ସେ କହିଛନ୍ତି ଯେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି କୌଣସି ବିପଦ ନଥିଲା । ତାଙ୍କ ନିକଟକୁ କେହି ଯାଇନଥିଲେ । ତାଙ୍କ…
ଅଧିକ ଖବର ଦେଖନ୍ତୁ...

ମୁଁ କେନ୍ଦ୍ରମନ୍ତ୍ରୀ ଥିବାବେଳେ ମୋ ଗୁରୁଙ୍କ ସମ୍ପତ୍ତି ହଡପ କରିଦେଲେ, ମୁଁ କିଛି କରିପାରିଲିନି: କେନ୍ଦ୍ର ଆଇନ…

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଉତ୍ତରପ୍ରଦେଶରେ ପୂର୍ବରୁ ଥିବା ଅଖିଳେଶ ଯାଦବ ସରକାରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିଛନ୍ତି | ଦଖଲକାରୀଙ୍କ ଦ୍ୱାରା ପ୍ରାଧାନ୍ୟ ବିସ୍ତାର ବାବଦରେ ସେ କହିଛନ୍ତି ଯେ ପୂର୍ବ ସରକାରରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ନିଆଁ ଲାଗିବା କୌଣସି ଦୈବୀ ଘଟଣା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ବାତ୍ୟା, ବନ୍ୟା, ବଜ୍ରପାତ କିମ୍ବା ଭୂକମ୍ପ ଭଳି କୌଣସି ବାହ୍ୟ ପ୍ରାକୃତିକ ଶକ୍ତି ଦ୍ୱାରା ନିଆଁ ଲାଗି ନଥାଏ, ତେବେ ନିଆଁକୁ ଏକ ଦୈବୀ ଘଟଣା ବୋଲି କୁହାଯାଇପାରିବ ନାହିଁ। ଜଷ୍ଟିସ୍ ଏମ୍ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଲା! ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି

ଭୁୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ଏହି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ସରକାରଙ୍କ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

କ୍ଷମତାର ଅପବ୍ୟବହାର: ଜବତ ପିକ୍‌-ଅପ୍‌ ବ୍ୟବହାର କରୁଥିଲା ବନ ବିଭାଗ, ଚେକିଂ ବେଳେ ଖୋଲିଲା ଗୁମର

ନୟାଗଡ଼: ପ୍ରାୟ ବର୍ଷେ ତଳେ ଜବତ ହୋଇଥିବା ଏକ ଗାଡ଼ିକୁ ବେଧଡକ ନିଜ କାମରେ ବ୍ୟବହାର କରୁଥିଲା ନୟାଗଡ ବନ ବିଭାଗ । ଏମଭିଆଇ ଚେକିଂରେ ଧରାପଡିବା ପରେ ଏ ସବୁ ଗୁମର ଖୋଲିଯାଇଛି । ତେବେ ରାତି ଅଧିଆ ଫାଇନ ଦେଇ ଗାଡି ମୁକୁଳାଯାଇଥିବା ବେଳେ ତରବରିଆ ଭାବରେ ସେହି ଗାଡିକୁ ସିଜର ଷ୍ଟୋରକୁ ପଠାଇ…
ଅଧିକ ଖବର ଦେଖନ୍ତୁ...

ନାଇଜେରିଆରେ ଡକାୟତଙ୍କ ନିର୍ମମ କାଣ୍ଡ, ୨୦୦ ଲୋକଙ୍କ ଗଣହତ୍ୟା

ନାବୁଜା : ଆଫ୍ରିକୀୟ ଦେଶ ନାଇଜେରିଆରେ ଦୁର୍ବୃତ୍ତମାନେ ଏକ ଅତି ବର୍ବର ଗଣହତ୍ୟା ଘଟାଇଛନ୍ତି । ସ୍ଥାନୀୟ ଅଂଚଳରେ ବାଣ୍ଡିଟ୍ (ଡକାୟତ) ନାମରେ ପରିଚିତ ଏହି ବର୍ବର ଅପରାଧୀ ଗୋଷ୍ଠୀ ନାଇଜେରିଆର ଜାମଫାରା ରାଜ୍ୟର ଅନକା ଓ ବୁକୁୟୁମ ଜିଲ୍ଲାରେ କେତେକ ଗାଁରେ ପଶି ଜଳାପୋଡ଼ା କରିବା ସହ ଆଖିମୁଜା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟକ୍ତିତ୍ବ ବିକଶିତ ହେବ। ଗୁରୁ ଓ ଶୁକ୍ରବାର: ଭାବିଥିବା କାମ ପୂର୍ଣ୍ଣ ହେବ। ଶନିବାର: ବେପାରରେ ଲାଭ ପାଇବେ। ରବିବାର: ଧାର୍ମିକ କାର୍ଯ୍ୟ କରିବେ। ସୋମ, ମଙ୍ଗଳ ଓ ବୁଧବାର: ବିଶେଷ କାମରେ ଲାଭ ପାଇବେ। ଗୁରୁ ଓ…
ଅଧିକ ଖବର ଦେଖନ୍ତୁ...

ଥାନା ଅଧିକାରୀଙ୍କ ଉପରେ ଆକ୍ରମଣ, ଅନ୍ୟ ଦୁଇ ଜଣ ଗୁରୁତର 

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୂଖିଗୁଡାରେ ଆଜି ସନ୍ଧ୍ୟାରେ ପାରିବାରିକ କଳହକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋାଳର ତଦନ୍ତ କରିବାକୁ ଯାଇଥିବା ଥାନା ଅଧିକାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଏହି ଘଟଣାରେ ଗୁୁରୁତର ଆହତ ଅନ୍ୟ ୨ ଜଣଙ୍କୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...