Daily Archives

January 8, 2022

ରାଜ୍ୟରେ ୫ ଦିନ ମଧ୍ୟରେ ୫ ଗୁଣରୁ ଅଧିକ ହେଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କରୋନା ମିଟର ଉପର ମୁହାଁ ହେବାରେ ଲାଗିଛି । ପ୍ରତିଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସବୁଠାରୁ ବଡ କଥା ହେଉଛି କେବଳ ଜାନୁଆରି ମାସରେ ୮ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧୧ ହଜାର ୩୨୧ ସଂକ୍ରମିତ । ମାତ୍ର ୮ ଦିନରେ ୫ ପ୍ରତିଶତ ଉପରକୁ ଚାଲିଯାଇଛି ସଂକ୍ରମଣ ହାର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଶୈଳ ନିବାସରେ ଦୁଃଖଦ ଘଟଣା : କାର ମଧ୍ୟରେ ବରଫ ସମାଧି ନେଲେ ୨୧ ପର୍ଯ୍ୟଟକ

ଇସଲମାବାଦ : ପାକିସ୍ତାନର ଖାଇବର ପଖତୁନଖ୍ବାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏହି ରାଜ୍ୟର ମୁରି ଶୈଳନିବାସରେ ପ୍ରବଳ ବରଫପାତ ଯୋଗୁଁ ୨୧ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଓ ଆହୁରି ଶହ ଶହ ଲୋକ ଫସିରହିଛନ୍ତି । ପାକିସ୍ତାନି ଖବରକାଗଜ ଡନର ରିପୋର୍ଟ ଅନୁସାରେ ମୁରି ଶୈଳନିବାସକୁ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ମାନିନେଲି ଶ୍ରଦ୍ଧାଳୁ, କିଓସ୍କ ଭାଙ୍ଗି ଶ୍ରୀମନ୍ଦିର ପ୍ରବେଶ କଲେ ଶତାଧିକ ଭକ୍ତ

ପୁରୀ: କରୋନା ସଂକ୍ରମଣ ବଢ଼ିବା କାରଣରୁ ଶ୍ରୀମନ୍ଦିରରେ କଟକଣା ଆରମ୍ଭ ହୋଇଯାଇଛି। କଟକଣା ଲାଗି ସୋମବାର ଠାରୁ ସାଧାରଣ ଭକ୍ତଙ୍କ ଲାଗି ଜଗାଦର୍ଶନ ବନ୍ଦ ରହିବ। କିନ୍ତୁ ପ୍ରତି ରବିବାର ଦିନ ଜଗନ୍ନାଥ ମନ୍ଦିର ସାନିଟାଇଜ୍‌ କରାଯାଉଥିବାରୁ ଏହି ଦିିନରେ ମଧ୍ୟ ଭକ୍ତଙ୍କୁ ପ୍ରବେଶ ମନା ରହିଛି।…
ଅଧିକ ଖବର ଦେଖନ୍ତୁ...

ଚାକିରି ଛାଡିଲେ ପୁଲିସ କମିଶନର, ବିଜେପି ଟିକେଟରେ ଲଢ଼ିବେ ନିର୍ବାଚନ

କନୌଜ: ବିଧାନସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ କାନପୁରର ପୁଲିସ କମିଶନର ଅସୀମ ଅରୁଣ ଚାକିରି ଛାଡିଛନ୍ତି । ସେ ସ୍ବେଚ୍ଛାକୃତ ଅବସର (VRS) ନେଇଛନ୍ତି | ସେ ବିଜେପି ଟିକେଟରେ କନୌଜରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଅସୀମ ଅରୁଣ କନୌଜର ହୋଇଥିବାବେଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

କୋଭାକ୍ସିନ ବୁଷ୍ଟର ଡୋଜ୍ ନିରାପଦ ଓ ପ୍ରଭାବୀ : ଭାରତ ବାୟୋଟେକ୍

ହାଇଦ୍ରାବାଦ : ଭାରତରେ ଓମିକ୍ରନ ଆସିବା ପରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଯାଇଛି । ମାତ୍ର କିଛି ଦିନ ଭିତରେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଯାଇଛି । ଏହାର ମୁକାବିଲା ପାଇଁ ଲୋକମାନଙ୍କୁ ବୁଷ୍ଟର ଡୋଜ କରୋନା ଟିକା ଦେବାକୁ ଯୋଜନା ଚାଲିଛି । ଏହି ପରିସ୍ଥିତି ମଧ୍ୟରେ ଭାରତ ବାୟୋଟେକ…
ଅଧିକ ଖବର ଦେଖନ୍ତୁ...

ଥାର୍ଡ ୱେଭ୍ କଫିକୁ ନେଇ ସରଗରମ ହେଉଛି ଚର୍ଚ୍ଚା, ସାରା ଦେଶରେ ଖୋଲିଲାଣି ୩୦ରୁ ଅଧିକ ଆଉଟଲେଟ୍

ନୂଆଦିଲ୍ଲୀ: ସାରା ଦେଶର ଲୋକମାନେ ଏବେ କରୋନାର ତୃତୀୟ ଲହର ଅର୍ଥାତ 'ଥାର୍ଡ ୱେଭ'କୁ ନେଇ ଚିନ୍ତାରେ ପଡିଥିବା ବେଳେ ସୋସିଆଲ ମିଡିଆରେ ଏବେ ଥାର୍ଡ ୱେଭ କଫି ଷ୍ଟୋରକୁ ନେଇ ଚର୍ଚ୍ଚା ବି ଜୋର ଧରିଛି । ଦକ୍ଷିଣ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ କିଛିଦିନ ହେବ ଖୋଲିଥିବା ଏହି ଥାର୍ଡ ୱେଭ୍ କଫି…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ସଂକ୍ରମଣ: ଭୁବନେଶ୍ବରରେ ଦିନକରେ ୫୮୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ବଢ଼ିଲା ସଂକ୍ରମଣ। ଭୁବନେଶ୍ବରରେ ଦିନକରେ ୫୮୧ କରୋନା ସଂକ୍ରମିତ ଚିହ୍ନଟ। କିଛି ଦିନ ହେଲା ୧୦୦ତଳକୁ ରହୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୫୦୦ଟପିଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୫ଜଣ କରୋନା…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌: ଦୁଇ ଭାଇ ସହ ୪ ଗିରଫ

କୋରାପୁଟ/ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାଲାଣଗୁଡା ନିକଟ ନୀଳଗିରି ଜଙ୍ଗଲରୁ ଶୁଭଦ୍ରା ଅମାନତ୍ୟଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଘଟଣାରେ ଜଣେ ନାବାଳକ ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।…
ଅଧିକ ଖବର ଦେଖନ୍ତୁ...

କାର ନଥିବାରୁ ବାଇକରେ ଯାଉଛନ୍ତି ୮ ଜଣ

ସୋସିଆଲ ମିଡିଆରେ ଆପଣ ଅନେକ ସମୟରେ କିଛି ନିଆରା କିମ୍ବା ଅଜବ-ଗଜବ ଭଳି ଭିଡିଓ ଭାଇରାଲ ହେବାର ଦେଖୁଥିବେ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଛନ୍ତି । ଭାଇରାଲ ହେଉଥିବା ଭିଡ଼ିଓଟି ଏକ ବିରଳ ବା ଅଦ୍ଭୁତ ବାଇକକୁ ନେଇ ଚର୍ଚ୍ଚାରେ…
ଅଧିକ ଖବର ଦେଖନ୍ତୁ...

ଆଗାମୀ କିଛି ସପ୍ତାହ ସତର୍କ ରହିବା ଜରୁରୀ, ଭୟ ନକରି ଏସବୁ କାମ କରିବାକୁ କହିଲେ ‘ହୁ’ ବୈଜ୍ଞାନିକ…

ନୂଆଦିଲ୍ଲୀ: ଦ୍ବିତୀୟ ଲହର ପରେ ଆସିଛି ତୃତୀୟ ଲହର। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢ଼ାଇଛି ଚିନ୍ତା। କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଉପରମୁହାଁ ହୋଇଛି କରୋନା ମିଟର। ଦେଶରେ ଏବଂ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶ୍ବରେ ଏବେ…
ଅଧିକ ଖବର ଦେଖନ୍ତୁ...