Daily Archives

January 9, 2022

ଅନ୍ତଃଜିଲ୍ଲା ବାଇକ ଚୋର ରାକେଟ୍‌ ଠାବ, ୨ ଗିରଫ, ୧୬ ବାଇକ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ କବଜ୍ଜାରେ ପଡ଼ିଛନ୍ତି ଅନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି। ସେମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଗ୍ରାମର ଗୁଲାମ ହସନ୍‌ ଖାନ୍‌ ଓରଫ ପପୁ ଓ ଲୋଚାପଡ଼ା ବାସୁଦେବ…
ଅଧିକ ଖବର ଦେଖନ୍ତୁ...

ସିମେଣ୍ଟ କାରଖାନାକୁ ବିରୋଧ କରି ଗର୍ଜିଲେ ୫୦୦୦ ଆଦିବାସୀ

ମାଲକାନଗିରି: ଆଗକୁ ପଞ୍ଚାୟତ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତର କତାମାଟେରୁ ଗ୍ରାମରେ ଏକତ୍ରିତ ହୋଇଛନ୍ତି ୫ ଖଣ୍ଡ ପଞ୍ଚାୟତର ହଜାର ହଜାର ଆଦିବାସୀ। ତେବେ ଏହା କୌଣସି ନିର୍ବାଚନୀ ସଭା ନଥିଲା। ଏହା ଥିଲା ଏହି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ପରିବା କିଣିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ

ରାଉରକେଲା: ପରିବା କିଣିବାକୁ ଗାଁଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଝାଡ଼ଖଣ୍ଡର ଏକ ହାଟକୁ ଯାଇଥିଲେ। ପରିବା ଆଣିଲା ପରେ ଘରେ ରୋଷେଇ କରିଥାନ୍ତେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା ପ୍ରକାର। ଜଙ୍ଗଲ ଭିତ‌ର ପାଦଚଳା ରାସ୍ତାରେ ଯାଉଥିବାବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ…
ଅଧିକ ଖବର ଦେଖନ୍ତୁ...

ପୁଣିଥରେ ଆକ୍ସନ୍ ମୋଡରେ ନୀରଜ ଚୋପ୍ରା

ନୂଆଦିଲ୍ଲୀ:  ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ଦେଶର ଟେକ ରଖିଥିବା ସୁନା ପୁଅ ନୀରଜ ଚୋପ୍ରା ଏବେ ପୁଣିଥରେ ଆକ୍ସନ୍ ମୋଡରେ । ରବିବାର ନୀରଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ଜିମରେ ଜୋରଦାର ଏକ୍ସସରସାଇଜ୍ କରି ଝାଳ ବୁହାଉଥିବା…
ଅଧିକ ଖବର ଦେଖନ୍ତୁ...

ବଜାରରେ ବସି ମାଛ ବିକ୍ରି କରୁଥିବା ଯୁବତୀଙ୍କ ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଯୁବତୀ ମାଛ ବିକ୍ରି କରୁଥିବା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଯୁବତୀଙ୍କ ସୌନ୍ଦର୍ଯ୍ୟ ଓ ତାଙ୍କ ମାଛ କାଟିବାର ଶୈଳୀ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭାଇରାଲ୍ ଭିଡିଓକୁ different_haryana ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାର ଘରୋଇ ବୈଷୟିକ ମହାବିଦ୍ୟାଳୟରେ ୪୬ ଜଣ କରୋନା ଆକ୍ରାନ୍ତ

ରାୟଗଡ଼ା: ତୃତୀୟ ଲହରୀର ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ାରେ କରୋନା ମିଟର ବଢ଼ିବାରେ ଲାଗିଛି। ଜିଲ୍ଲାର ଅଧିକାଂଶ ବ୍ଲକକୁ କରୋନା ଛୁଇଁଥିବା ବେଳେ ସମୟକ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାୟଗଡ଼ାର ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟରୁ ଆଜି ଦିନକରେ ୪୬ ଆକ୍ରାନ୍ତ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ବାଣୀବିହାର ବ୍ରିଜ୍‌ ଉପରେ ୨ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଗାଡ଼ି

ଭୁବନେଶ୍ବର: ବାଣୀବିହାର ଓଭର ବ୍ରିଜ ଉପରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଦୁଇ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ସୂଚନା ଅନୁସାରେ ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳକୁ ଆଚାର୍ଯ୍ୟ ବିହାର…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶ ସରକାର ଜାରି କଲେ ନୂଆ ଗାଇଡଲାଇନ: ସପ୍ତାହକୁ ୫ ଦିନ ଅଫିସ ଆସିବେ ସରକାରୀ କର୍ମଚାରୀ

ସିମଲା: ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶରେ ୨୪ ଜାନୁୟାରୀ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟକୁ ପାଞ୍ଚ ଦିନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ୫୦ ପ୍ରତିଶତ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର କର୍ମଚାରୀମାନେ ଅଫିସ ଆସିବେ | ଜରୁରୀକାଳୀନ ସେବାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ସହ ବନ୍ଧୁତା ଆହୁରି ମଜଭୁତ ହେବ। ପିଲାଙ୍କ ପାଠପଢ଼ାକୁ ନେଇ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଘରର ବୟସ୍କଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୃଷ: ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। ଅଫିସରେ କୌଣସି କାମକୁ…
ଅଧିକ ଖବର ଦେଖନ୍ତୁ...

ବାଡ଼ିବଗିଚା କଥା କହି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଆଜିକାଲିର ପିଲାମାନଙ୍କୁ ପ୍ରାୟତଃ ଚାଷ କିମ୍ବା ବଗିଚା କାମ କରିବା କଠିନ ପରିଶ୍ରମ ପରି ମନେହୁଏ । ଏମିତି କି ବର୍ତ୍ତମାନ କୃଷକ ପରିବାରର ପିଲାମାନେ ମଧ୍ୟ କୃଷି ଆଡକୁ ଯିବାକୁ ଚାହୁଁନାହାଁନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଯୁବକଙ୍କର କାହାଣୀ କହିବାକୁ ଯାଉଛୁ ଯିଏ କି ଗଛ…
ଅଧିକ ଖବର ଦେଖନ୍ତୁ...