Daily Archives

January 9, 2022

ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ଜଳ ସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ମନ୍ତ୍ରୀ ଶ୍ରୀ ଦାସ୍‌ ଟୁଇଟ୍‌ କରି ସୂଚନା ଦେଇ କହିଛନ୍ତି ମୁଁ ଆଜି ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି। ମୋ ସଂସ୍ପର୍ଶରେ ଆସିଥିବା…
ଅଧିକ ଖବର ଦେଖନ୍ତୁ...

ନିଜ ବୁଦ୍ଧି ବଳ‌ରେ ଏକ ଡ୍ରମକୁ ୱାସିଂ ମେସିରେ ପରିଣତ କଲେ ବ୍ୟକ୍ତି

ନୂଆଦିଲ୍ଲୀ:‌ ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଅନେକ ସମୟରେ ଲେ‌ାକେ ବୁଦ୍ଧି ଖଟାଇ ଅଦ୍ଭୁତ ପ୍ରକାର ଜୁଗାଡ଼ ତିଆରି କରୁଥିବା ବି ଦେଖିବାକୁ ମିଳିଥାଏ। ଯାହାକୁ ନେଇ ‌ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥାଏ। ନିକଟରେ ଜଣେ ବ୍ୟକ୍ତି ଏକ…
ଅଧିକ ଖବର ଦେଖନ୍ତୁ...

ଦୁଇ ହାତରେ ୫ଟି ଭାଷାରେ ଲେଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ମୁସ୍କାନ୍‌ ତେହସିନ୍‌

ଖୋର୍ଦ୍ଧା: ଜଟଣୀ ତରାବୋଇର ମୁସ୍କାନ ତେହସିନ୍ ନିଜର ଅବିକଳ ପ୍ରଚ୍ଛଦ ନକଲ ଲିଖନ (ମିରର ରାଇଟିଂ) ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଇଣ୍ଡିଆ ବୁକ୍ ଅଫ୍ ରେର୍କ୍ଡସର ସୂଚନାନୁସାରେ, ୧୯ ବର୍ଷୀୟା ମୁସକାନ ଜାତୀୟ ସଂଗୀତକୁ ୫ଟି ବିଭିନ୍ନ ଭାରତୀୟ ଭାଷା- ସଂସ୍କୃତ, ଓଡ଼ିଆ,…
ଅଧିକ ଖବର ଦେଖନ୍ତୁ...

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ବସିଥିବା ବୈଠକରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ୧୫-୧୮ବର୍ଷ ବୟସ୍କଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନା ଯୋଗୁଁ ଚାକିରି ହରାଇବା ପରେ ତିନି ଜଣ ଇଞ୍ଜିନିୟର ଆରମ୍ଭ କଲେ ଚା ଷ୍ଟଲ, ନାଁ ଶୁଣି ଟାଣି ହୋଇଚାଲିଯାନ୍ତି…

କୋଲ୍ଲମ: କରୋନା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅନେକଙ୍କ ଜୀବନରେ ପ୍ରଭାବ ପକାଇଛି | କରୋନାକୁ ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ଯଦି ବା ଅନେକଙ୍କ ଜୀବନ ବଞ୍ଚାଇଦେଇଛି, ତଥାପି ବି ଅନେକଙ୍କ ଜୀବିକା ଉପରେ ଏକ ବଡ ପ୍ରଭାବ ପକାଇଛି | କରୋନା ଓ ଲକଡାଉନ ତିନି ଜଣ ଇଞ୍ଜିନିୟରଙ୍କ ଜୀବିକା…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟର ୪ଜଣ ବିଚାରପତିଙ୍କ ସହ ୧୫୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ ସୁପ୍ରିମକୋର୍ଟର ଚାରିଜଣ ବିଚାରପତି । ଏବେ ସୁପ୍ରିମକୋର୍ଟରେ କରୋନା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।୪ଜଣ ବିଚାରପତି କରୋନା ଆକ୍ରାନ୍ତ ହୋଇଥିବା ବେ‌ଳେ ୧୫୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ଏବଂ ସଙ୍ଗରୋଧରେ ଥିବା ଜଣାପଡ଼ିଛି। ଏହାକୁ…
ଅଧିକ ଖବର ଦେଖନ୍ତୁ...

ବଡ଼ପରଦାରେ ଦର୍ଶକଙ୍କୁ ପୁଣି ଡରାଇ ପାରନ୍ତି ବିଦ୍ୟା

ନୂଆଦିଲ୍ଲୀ: ୨୦୦୭ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଭୁଲ୍‌ ଭୁଲେୟାଁ’ ବକ୍ସ ଅଫିସରେ  ହିଟ୍ ହୋଇଥିଲା । ଦର୍ଶକଙ୍କ ବି ସିନେମାରେ ବିଦ୍ୟାଙ୍କ ଅଭିନୟକୁ ବେଶ ପସନ୍ଦ ବି କରିଥିଲେ। ଆଜି ବି ‘ଭୁଲ୍‌ ଭୁଲେୟାଁ’ର ଫ୍ୟାନ ରହିଛନ୍ତି। ତେବେ ବିଦ୍ୟାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର…
ଅଧିକ ଖବର ଦେଖନ୍ତୁ...

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଯାତ୍ରୀ, ଭୁବନେଶ୍ବର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବିମାନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ସନ୍ଧ୍ୟାରେ ଏକ ବିମାନ ‘ଏଆର ଏସିଆ’ ଜରୁରୀକାଳୀନ ଅବତରଣ କରିଛି। ବିମାନଟି ରାଞ୍ଚିରୁ ଚେନ୍ନାଇ ଯାଉଥିବା ବେଳେ ଏଥିରେ ବସିଥିବା ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥ ହୋଇଥିଲେ। ଏବାବଦରେ ପାଖରେ ବସିଥିବା ଯାତ୍ରୀମାନେ ବିମାନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା; ସ୍ଥିତି ଦେଖି ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କଲା ବିଏମ୍‌ସି

ଭୁବନେଶ୍ବର: ରାଜ୍ୟରେ କରୋନା ମିଟର ଉପରମୁହାଁ ରହିଛି । ଦିନକରେ ରାଜ୍ୟରେ ୪୭୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ । ତେବେ ସବୁଠାରୁ ବଡ କଥା ହେଉଛି ରାଜ୍ୟରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଥିରୁ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ପ୍ରାୟ ୩୦ ପ୍ରତିଶତ । ଖୋର୍ଦ୍ଧାରୁ ଆଜି…
ଅଧିକ ଖବର ଦେଖନ୍ତୁ...

ଇନ୍ଦିରାଙ୍କ ଶାସନ ପାଇଁ ତାଙ୍କୁ ଲୋକ ସମୁଦ୍ରରେ ପକାଇଦେଇଥିଲେ: ଆସାମ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ | ରବିବାର ଦିନ ତେଲେଙ୍ଗାନାରେ ଶାସକ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ସରକାରଙ୍କୁ ବିଜେପିର ବରିଷ୍ଠ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା…
ଅଧିକ ଖବର ଦେଖନ୍ତୁ...