Daily Archives

January 9, 2022

କରୋନା ଭୟ: ଜେଲରେ ନୂଆ କଏଦୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ

ବ୍ରହ୍ମପୁର: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିପାଇଁ ସରକାର କଟକଣା କଡ଼ାକଡ଼ି କରି ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି। ଭିଡ଼ କମାଇବା ପାଇଁ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କୁଲ, କଲେଜ ମଧ୍ୟ ବନ୍ଦ କରି ଦିଆଯାଇଛି। କିନ୍ତୁ ଜେଲ୍‌ରେ ଭିଡ଼ କମୁ ନାହିଁ। ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

କରୋନା ନିୟମ ଉଲ୍ଲଂଘନ ମାମଲାରେ ପଶ୍ଚିମବଙ୍ଗରେ ବିଜେପି ବିଧାୟକଙ୍କ ସହ ୭ ଜଣ ଗିରଫ

କୋଲକାତା: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଗିରଫ ହେଲେ ବିଜେପି ବିଧାୟକ | ପଶ୍ଚିମବଙ୍ଗରେ କରୋନା ମାମଲା ବଢୁଥିବାବେଳେ ୨୨ ଜାନୁଆରୀରେ ଚାରିଟି ମ୍ୟୁନିସିପାଲିଟି କର୍ପୋରେସନ୍ ପାଇଁ ନିର୍ବାଚନ ହେବ |ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୮୬, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯

ଭୁବନେଶ୍ୱର: ରାଜ୍ୟରେ ଆଜି ୩୮୬ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୬୧୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ସଲମାନ ମାରିଥିବା କଳାହରିଣ ସ୍ମୃତିରେ ତିଆରି ହେବ ସ୍ମାରକ

ନୂଆଦିଲ୍ଲୀ: ଯୋଧପୁରରେ ଏକ ଶାନ୍ତିପୂର୍ଣ୍ଣ ବିପ୍ଳବ ଚାଲିଛି, ଯେଉଁଠାରେ ବିଷ୍ଣୋଇ ସମ୍ପ୍ରଦାୟର ଯୁବକମାନେ ୨୪ ବର୍ଷ ପୂର୍ବେ ବଲିଉଡ ତାରକା ସଲମାନ ଖାନଙ୍କ ଦ୍ବାରା ଶିକାର ହୋଇଥିବା  କଳା ହରିଣ ସ୍ମୃତିରେ ସ୍ମାରକ ତିଆରି କରିବେ। ଏହି କଳା ହରିଣ ଶିକାର କରାଯିବା ସମୟ‌ରେ ସଲମାନ ଖାନଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତ ସୀମାର ୧୧ କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରିଥିବା ୧୦ଜଣ ପାକିସ୍ତାନୀ ଗିରଫ, ଡଙ୍ଗା ଜବତ

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରୁ ଗିରଫ ହେଲେ ୧୦ପାକିସ୍ତାନୀ। ଭାରତୀୟ ନୌସେନା ଗତକାଲି ରାତିରେ ଆରବ ସାଗରରୁ ଏକ ଡଙ୍ଗା ସହ ୧୦ଜଣ ପାକିସ୍ତାନୀଙ୍କୁ ଗିରଫ କରିଛି। ୧୦ଜଣ ପାକିସ୍ତାନୀ ଡଙ୍ଗା ସହିତ ଭାରତ ସୀମା ଭିତରକୁ ପ୍ରବେଶ କରିଥିଲେ। ଏନେଇ ସୂଚନା ପାଇବା ପରେ ସମସ୍ତ ୧୦ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ପାଇଁ ଘରୁ କାମ କରିବେ କେନ୍ଦ୍ର ସରକାରଙ୍କ ଗର୍ଭବତୀ ଓ ଦିବ୍ୟାଙ୍ଗ କର୍ମଚାରୀ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଏବେ ସଂକ୍ରମଣ ଉପରମୁହାଁ ହୋଇଛି। ଦେଶରେ ଆଜି ୧,୫୯,୬୩୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୨୭ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲିଠାରୁ ଆଜିର ସଂକ୍ରମଣ ହାର ୨୧.୩% ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍‌: କୋଭିଡ ହସ୍‌ପିଟାଲରେ ଜଣେ ବି ରୋଗୀ ଯେପରି ଚିକିତ୍ସା ଅବହେଳାର ଶିକାର ନ ହୁଅନ୍ତି

ଭୁବନେଶ୍ବର: ଜିଲ୍ଲା ଗୁଡ଼ିକ ଓମିକ୍ରନ୍‌ ପରିସ୍ଥିତି ଓ କରୋନା ସଂକ୍ରମିତ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। କରୋନାର ନୂଆ ଲହର ତଥା କୋଭିଡ ସ୍ଥିତି ନେଇ ଆଜି ଲୋକସଭା ଭବନରୁ ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା…
ଅଧିକ ଖବର ଦେଖନ୍ତୁ...

କର୍ମୀଙ୍କୁ ନିର୍ବାଚନରେ ଜିତିବାର ମନ୍ତ୍ର ଦେଲେ କେଜ୍ରିୱାଲ: ଅନ୍ୟ ଦଳକୁ ସମାଲୋଚନା କରନାହିଁ, ଆମ କାର୍ଯ୍ୟ ବାବଦରେ…

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ୫ଟି ରାଜ୍ୟରେ ନିର୍ବାଚନ ଘୋଷଣା ହେବା ସହିତ ଆମ୍ ଆଦମୀ ପାର୍ଟି (ଏଏପି) ମଧ୍ୟ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛି। ରବିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ଆପ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ପାଇଁ ମହାମୃତ୍ୟୁଞ୍ଜୟ ପାଠ କରାଇ ଦେବି: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଥିବା କଥା ପଦାକୁ ଆସିବା ପରେ ଜୋର ଧରିଛି ରାଜନୀତି । ବିଜେପି ଏଥିପାଇଁ ଚନ୍ନି ସରକାରଙ୍କୁ ସିଧାସଳଖ ଦାୟୀ କରୁଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନଥିବା କହି ଆସୁଛନ୍ତି ଚନ୍ନି ସରକାର ।…
ଅଧିକ ଖବର ଦେଖନ୍ତୁ...

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସଭା ଅନୁଷ୍ଠିତ ହେଉଛି। ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...