Daily Archives

January 10, 2022

‘ସମ୍ବାଦ’ରେ ପ୍ରକାଶ ପରେ ପକ୍ଷୀ ଗଣିଲେ : ସିଂହାବଗାରେ ୩୦ ପ୍ରଜାତିର ୧୦୩୮ ବିଦେଶୀ ପକ୍ଷୀ

ଝାରସୁଗୁଡା : ଝାରସୁଗୁଡ଼ା ନିକଟସ୍ଥ ସିଂହାବଗା ଠାରେ ଜଙ୍ଗଲ ବିଭାଗ ପକ୍ଷରୁ ରବିବାର ପକ୍ଷୀଗଣନା କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଏଥିରେ ପ୍ରାୟ ୩୦ ପ୍ରଜାତୀର ୧୦୩୮ ପକ୍ଷୀ ଥିବା ଗଣନାରୁ ଜଣାଯାଇଛି। ଗତ କିଛି ବର୍ଷ ହେଲା ଥଣ୍ଡାଋତୁ ଆରମ୍ଭ ହେଲେ ହଜାର ହଜାର ବିଦେଶୀ ପକ୍ଷୀ ଏହି ଅଞ୍ଚଳକୁ ଆସି…
ଅଧିକ ଖବର ଦେଖନ୍ତୁ...

ଘିଉରୀରେ ପାଣି ସମସ୍ୟାକୁ ନେଇ ଏସଡିଓ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଜୟପୁର :  ଜୟପୁର ବ୍ଲକର ପାମ୍ପୁଣୀ ପଂଚାୟତର ଘିଉରୀ ଗାଁରେ ଦୀର୍ଘ ଦିନ ହେବ ଦେଖାଦେଇଥିବା ପାନୀୟ ଜଳସମସ୍ୟାକୁ ନେଇ ଗ୍ରାମବାସୀ ମାନେ ଆଜି ଜୟପୁର ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଏସଡିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସୂଚନାଯୋଗ୍ୟ, ଘିଉରୀ ଗାଁର  ତିନୋଟି ସାହି ନାୟକ ଗୁଡା,…
ଅଧିକ ଖବର ଦେଖନ୍ତୁ...

ନୋଏଡାକୁ ନେଇ ଅଖିଳେଶଙ୍କର ଅଛି ଏହି ଅନ୍ଧବିଶ୍ୱାସ: ଯଦି ଯିବେ, ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେନି

ଲଖନଉ: ମୁଖ୍ୟମନ୍ତ୍ରୀ ଥିବା ସମୟରେ କାହିଁକି ନୋଏଡା ଯାଇନଥିଲେ ଅଖିଳେଶ | ନୋଏଡା ନ ଯିବା ପଛର ଅନ୍ଧବିଶ୍ୱାସ ବାବଦରେ ଖୋଦ ଅଖିଳେଶ କହିଛନ୍ତି | ସୋମବାର ଦିନ ଏସପି ମୁଖ୍ୟ ଅଖିଳେଶ ଯାଦବ ନୋଏଡାକୁ ମୁଖ୍ୟମନ୍ତ୍ରୀ ଭାବରେ ନ ଯିବା ପଛରେ ଥିବା ସତ୍ୟକୁ ଗ୍ରହଣ କରିଛନ୍ତି। ଅନ୍ଧବିଶ୍ୱାସ ହେତୁ…
ଅଧିକ ଖବର ଦେଖନ୍ତୁ...

କୋରାପୁଟିଆ ଚଳଚ୍ଚିତ୍ର ‘‘ଭୁଲ ହେଲା’’ର ପ୍ରିମିୟର

ଜୟପୁର :  ସ୍ଥାନୀୟ ଏସଆର୍ ମଲ୍  ଠାରେ ମା’ ଜଗତ ଜନନୀ ପ୍ରଡ଼କ୍ସନର କୋରାପୁଟିଆ ସିନେମା ‘‘ଭୁଲ ହେଲା’’ ଚଳଚ୍ଚିତ୍ରର ପ୍ରିମିୟର ସୋ ଅନୁଷ୍ଠିତ ହୋଇଥିଲା। ପ୍ରଜାପତି ଭଳି ଉଡ଼ି ବୁଲିବା ବୟସର ଛୋଟ ଝିଅ ଟିଏ  ପ୍ରେମରେ ପଡ଼ିଥିଲେ। ଅଳ୍ପ ବୟସରେ ବାହା ହୋଇ, କନ୍ୟା ସନ୍ତାନଟିକୁ ଜନ୍ମ ଦେଲେ।…
ଅଧିକ ଖବର ଦେଖନ୍ତୁ...

ପିଲାଦିନର ପ୍ରେମିକାଙ୍କ ଚିଠି ପାଇ ଏଭଳି କଥା କହିଲେ ଯୁବକ

ନୂଆଦିଲ୍ଲୀ: ‘ପିଲା ଦିନର ଭଲ ପାଇବା’ରେ କିଛି ଭିନ୍ନ ହିଁ ରହିଥାଏ। ଏହାକୁ ଯେତେ ଚେଷ୍ଟା କଲେ ମଧ୍ୟ ଜଣେ ମଣିଷ ଭୁଲି ପାରି ନଥାଏ। ନିକଟରେ ୨୫ବର୍ଷର ଜଣେ ଯୁବକ ୧୨ବର୍ଷ ପୂର୍ବର ନିଜର ଭଲ ପାଇବାକୁ ପୁଣିଥିରେ ଖୋଜୁଥିବା ଖବର ମିଳିଛି। ଉକ୍ତ ଯୁବକ ଜଣକ ୧୨ବର୍ଷ ପୂର୍ବେ ତାଙ୍କର ପିଲା…
ଅଧିକ ଖବର ଦେଖନ୍ତୁ...

୩ ନକଲି ମାଓବାଦୀଙ୍କୁ ଅଟକ ରଖିଲେ ଗ୍ରାମବାସୀ, ୨ ଫେରାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୁରଦାଟୋଲା ଗ୍ରାମରେ ନକଲି ମାଓବାଦୀ କହି ଲୋକଙ୍କୁ ଡରାଉଥିବା ଏବଂ ଜଣଙ୍କ ଘରେ ପଶି ଜବରଦସ୍ତ ଟଂକା ସୁନା ଲୁଟ କରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତିନି ଜଣଙ୍କୁ କାବୁ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଘରୁ ଟେକି ନେଇ ‌ଦେଢ଼ ମାସର ଶିଶୁକୁ ପାଣି ଡ୍ରମରେ ପିଙ୍ଗି ଦେଲା ମାଙ୍କଡ଼: ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ବାଗପତର ଚାନ୍ଦିନଗର ଅଞ୍ଚଳର ଗଢ଼ି କଲଞ୍ଜରି ଗ୍ରାମରେ ଏକ ମାଙ୍କଡ ଦେଢ଼ମାସର ଶିଶୁର ଜୀବନ ନେଇ ଯାଇଛି। ଗତ ଶନିବାର ରାତିରେ ମାଙ୍କଡ ଶିଶୁକୁ ଘରୁ ଝାମ୍ପି ନେଇ ଏକ ପାଣି ଭର୍ତ୍ତି ଡ୍ରମରେ ଫିଙ୍ଗି ଦେଇଥିଲା। ଶିଶୁର ଏଭଳି ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ତଥା ଆଖପାଖ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଚାଷୀ ଆତ୍ମହତ୍ୟା ଅଭିଯୋଗ

ପାଟପୁର : ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅଧୀନ ଜୟନଗର ଗ୍ରାମର ଚାଷୀ ବାବୁ ପ୍ରଧାନ(୫୫) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଷ ପିଇବା ପରେ ତାଙ୍କୁ ଗୁରୁତର ଭାବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ଅକ୍ଷୟ ସାହୁ ହେଲେ ମିଷ୍ଟର ଜୟପୁର

ଜୟପୁର :  ଗତ କାଲି ରାତିରେ ସ୍ଥାନୀୟ ବିକ୍ରମ ଦେବ ଷ୍ଟାଡିୟମ ଠାରେ ଜିଲ୍ଲା ବଡ଼ି ବିଲଡରସ୍ ଆସୋସିଏସନ୍ ପକ୍ଷରୁ ଷ୍ଠାଲିନ୍ ଜିମ୍ ଅନୁକୁଲ୍ୟରେ ମିଷ୍ଟର ଜୟପୁର ସୁନ୍ଦର ସ୍ବାସ୍ଥ୍ୟ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅକ୍ଷୟ କୁମାର ସାହୁ ମିଷ୍ଠର ଜୟପୁର ହୋଇଥିଲେ। ସେଭଳି ୨ୟ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ପରିଚାଳନାର ସ୍ଥିତି ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ

ରାଉରକେଲା,: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...