Daily Archives

January 11, 2022

ଭଦ୍ରକ: ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବେ ୧୧, ୮, ୬୩୦ ମତଦାତା 

ଭଦ୍ରକ: ରାଜ୍ୟ ନିର୍ବାଚନ କମିସନ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଭଦ୍ରକ ଜିଲ୍ଲାରେ ବାଜିଛି ନିର୍ବାଚନ ବିଗୁଲ। ଚଳଚଞ୍ଚଳ ହୋଇ ଉଠିଛି ଜିଲ୍ଲାର ରାଜନୈତିକ କ୍ଷେତ୍ର । ସବୁ ମହଲରେ ତତ୍ପରତା ପ୍ରକାଶପାଇଛି। ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

କୋଭିଡ ଉପଯୋଗୀ ଆଚରଣ ପାଳନ କରିବା ନେଇ ଜନସାଧାରଣଙ୍କୁ ଅନୁରୋଧ କଲେ ଆରଏମ୍‌ସି କମିସନର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ କୋଭିଡର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି କୋଭିଡ ପରୀକ୍ଷା, ଚିକିତ୍ସା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ…
ଅଧିକ ଖବର ଦେଖନ୍ତୁ...

ମହିଳା ହୋଇ ମହିଳାଙ୍କ ଶତ୍ରୁ ହୋଇଛ, ଜଣେ ଶାଶୁଙ୍କ ଜାମିନ ଆବେଦନ ଖାରଜ କରି ଏଭଳି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହିଳା ହୋଇ ମହିଳାର ଶତ୍ରୁ ହୋଇଛ, ଜଣେ ଶାଶୁଙ୍କ ଜାମିନ ଆବେଦନ ଖାରଜ କରି କିଛି ଏଭଳି କହିଛନ୍ତି ସୁପ୍ରିମକୋର୍ଟ | ଏକବିଂଶ ଶତାବ୍ଦୀରେ ମଧ୍ୟ ଯୌତୁକ ନିର୍ଯାତନା ମାମଲା ସାଧାରଣ ହୋଇଗଲାଣି। ଦେଶର ପ୍ରାୟ ପ୍ରତ୍ୟେକ ଭାଗରେ ବୋହୂମାନେ ଯୌତୁକ ପାଇଁ ନିର୍ଯାତିତ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଘରେ ସ୍ପାଇଡର ପ୍ଲାଣ୍ଟ ଲଗାଇବାର ଉପକାରିତା ଜାଣନ୍ତୁ

ନୂଆଦିଲ୍ଲୀ: ଘରେ ଭିତରେ ଗଛ ଲଗାଇଲେ ଏହା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ ତାହା ନୁହେଁ, ବରଂ ଏଥିରେ ଥିବା ଔଷଧୀୟ ଗୁଣ ମଧ୍ୟ ଆପଣଙ୍କୁ ଲାଭ ଦିଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ଘର ଭିତରେ ଗଛ ଲଗାଇବାକୁ ପସନ୍ଦ କରନ୍ତି, ତେବେ ନିଶ୍ଚିତ ଭାବରେ ଘରେ ଏକ ସ୍ପାଇଡର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ପାଖରେ ଥିବା ଚୀନର ଏହି କ୍ଷେପଣାସ୍ତ୍ରକୁ ଜବାବ ଦେବ ଭାରତର ବ୍ରହ୍ମସ୍

ନୂଆଦିଲ୍ଲୀ : ଡିଆରଡିଓ ପକ୍ଷରୁ ଆଜି ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମସର ଏକ ସମୁଦ୍ରରୁ ସମଦ୍ରକୁ ମାଡ଼ କରାଯାଇପାରୁଥିବା ନାଭାଲ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନାର ଡେଷ୍ଟ୍ରୟର ଆଇଏନଏସ ବିଶାଖାପାଟଣାରୁ ଏହାର ପରୀକ୍ଷଣ କରାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତର…
ଅଧିକ ଖବର ଦେଖନ୍ତୁ...

ସୁମିତ-ତପସ୍ବିନୀ ବିବାଦ, ହାଇକୋର୍ଟରେ ଜିଲ୍ଲା ଜଜଙ୍କ ରାୟକୁ ଚାଲେଞ୍ଜ

କଟକ: ସୁମିତ-ତପସ୍ବିନୀ ମାମଲାରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ଜାନୁଆରି ୪ରେ ପ୍ରଦାନ କରିଥିବା ରାୟ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପ୍ରଦାନ ସହିତ ଶ୍ବଶୁରଘରେ ରହିବା ସପକ୍ଷରେ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ପ୍ରଦାନ କରିଥିବା…
ଅଧିକ ଖବର ଦେଖନ୍ତୁ...

ସରକାରୀ ଚାକିରିରେ ବୟସ କୋହଳ: ବିଶେଷଜ୍ଞ କହିଲେ- ନିର୍ବାଚନକୁ ଆଖି ଆଗରେ ରଖି ନିଆଯାଇଛି କି ନିଷ୍ପତ୍ତି?

ଭୁବନେଶ୍ବର: ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ବଢ଼ାଇଛନ୍ତି ରାଜ୍ୟ ସରକାର । ୨୦୨୧କୁ ମିଶାଇ ୩ ବର୍ଷ ପାଇଁ ଏହା କାର୍ଯ୍ୟକାରୀ ହେବ । ଅର୍ଥାତ୍ ଯେଉଁମାନେ ୨୦୨୧ରେ ଚାକିରି ପାଇଁ ଆବେଦନ କରିଥିଲେ ସେମାନେ ମଧ୍ୟ ଏହାର ଫାଇଦା ପାଇବେ । ତେବେ ପ୍ରଶ୍ନ ଉଠୁଛି, ପଞ୍ଚାୟତ ନିର୍ବାଚନ ଆଗକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କ୍ୟାରିୟରରେ ନିଜ ଗୁରୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ନୂଆ ଯୋଜନାରୁ ଲାଭ ହୋଇପାରେ। ବୃଷ: କିଛି ଲୋକ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅର୍ଥ ସହ…
ଅଧିକ ଖବର ଦେଖନ୍ତୁ...

ୟୁପିଏ ସରକାରଙ୍କ ଅମଳର ଆଉ ଏକ ପ୍ରତିରକ୍ଷା ଦୁର୍ନୀତି ; କୋଟି କୋଟି ଟଙ୍କାର କମିଶନି କାରବାର ଅଭିଯୋଗ

ନୂଆଦିଲ୍ଲୀ : ୟୁପିଏ ସରକାର ସମୟର ଏକ ପ୍ରତିରକ୍ଷା କିଣା ଦୁର୍ନୀତି ମାମଲାର ପର୍ଦ୍ଦାଫାସ ହୋଇଛି । ମିରେଜ ଲଢୁଆ ବିମାନର ନବୀକରଣ ପାଇଁ ୟୁପିଏ ସରକାରଙ୍କ ସମୟରେ ଫ୍ରାନ୍ସ କମ୍ପାନି ଥେଲ୍ସ ସହ ହୋଇଥିବା ପ୍ରାୟ ୨୦ ହଜାର କୋଟି ଟଙ୍କାର ଚୁକ୍ତିରେ କୋଟି କୋଟି ଟଙ୍କାର କମିଶନି କାରବାର ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ମାଙ୍କଡର ଅନ୍ତିମ ସଂସ୍କାରରେ ଯୋଗ ଦେଲେ ହଜାର ହଜାର ଲୋକ, ଦୁଇ ଜଣଙ୍କୁ ଗିରଫ କଲା ପୁଲିସ

ଭୋପାଳ: ମଧ୍ୟପ୍ରଦେଶର ଏକ ଗାଁରେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି | ଯେଉଁଠାରେ ପ୍ରାୟ ଦେଢ଼ ହଜାର ଲୋକ ସାମିଲ ହୋଇ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଛନ୍ତି | ତେବେ ଅନ୍ତିମ ସଂସ୍କାରରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଏବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି | ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...