Daily Archives

January 12, 2022

ଗୋରୁ ଚୋରି ସନ୍ଦେହରେ ୬ ଯୁବକଙ୍କୁ ବାନ୍ଧିଲେ, ପୁଲିସକୁ ହସ୍ତାନ୍ତର କଲେ ଗାଁ ଲୋକ 

ଖୋର୍ଦ୍ଧା: ଗତ ୧୦-୧୫ ଦିନ ଧରି ଖୋର୍ଦ୍ଧା ଉପକଣ୍ଠ ଦେଉଳଟାଙ୍ଗୀ ଗାଁରୁ କ୍ରମାଗତ ଗାଈଗୋରୁ ଚୋରି ହେଉଥିଲା । ଏନେଇ ଗାଁ ଲୋକ ଚିନ୍ତିତ ଥିଲେ । ଆଜି ଗାଁ ଲୋକଙ୍କ ହାତରେ ଗାଈଚୋରି କରି ନେଉଥିବା ଗୋଷ୍ଠୀର ୬ଜଣ ଧରାପଡ଼ିଛନ୍ତି । ଖୋର୍ଦ୍ଧା ସଦର ଥାନା ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚି…
ଅଧିକ ଖବର ଦେଖନ୍ତୁ...

୧ କ୍ବିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ସୋନପୁର: ସୋନପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧ କ୍ବିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ବିଭାଗ ସୂଚନା ଅନୁଯାୟୀ ବୁଧବାର ଏକ କାର୍‌ (ଓଡି-୧୦ଏଫ୍-୧୧୯୯)ରେ ମନମୁଣ୍ଡା ପଟରୁ ସୋନପୁର ଦେଇ ଗଞ୍ଜେଇ ଚୋରା ଚାଲଣ ହେଉଥିବା ଖବର ପାଇଁ ସୋନପୁର ଅବକାରୀ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ଅବରୋଧ କଲେ ଜନତା, କହିଲେ- କମ୍ପାନି କର, ନଚେତ୍ ୧୭ ବର୍ଷର କ୍ଷତିପୂରଣ ସହ ଜମି ଫେରାଅ

ରାୟଗଡ଼ା: ଜନଶୁଣାଣି ସଫଳ ହେଲା। କମ୍ପାନି ପ୍ରତିଷ୍ଠା ପାଇଁ ବିସ୍ଥାପିତ ଓ ଜନସାଧାରଣ ଆଖି ବୁଜି ସମର୍ଥନ ଜଣାଇଲେ। ତଥାପି କମ୍ପାନି ପ୍ରତିଷ୍ଠାରେ ହିଣ୍ଡାଲକୋ ଓ ରାଜ୍ୟ ସରକାର ଭୂଆଁ ବୁଲାଇ ଚାଲିଛନ୍ତି। ତୁରନ୍ତ କଂସାରିଗୁଡ଼‌ାରେ ରିଫାଇନେରି ୟୁନିଟ୍ ପ୍ରତିଷ୍ଠା କର ନଚେତ୍ ୧୭ ବର୍ଷର…
ଅଧିକ ଖବର ଦେଖନ୍ତୁ...

ଧାନ ଗାଡ଼ି ଜବତ କରି ମିଲ୍‌ରେ ଜିମା‌ ଦେଲେ ତହସିଲଦାର

ବିନିକା: ଏକ ଧାନ ଗାଡ଼ି ଜବତ କରି ମିଲ୍‌ର ଜିମା ଦେଇଛନ୍ତି ତହସିଲଦାର। ବୁଧବାର ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ବ୍ଲକ୍‌ ଯୋଗାଣ ନିରୀକ୍ଷକ ରାଜ କି‌ଶୋର ସ୍ବାଇଁ ଓ ବିନିକା ଏନ୍‌ଏସି ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇ ମିଶି ବିଭିନ୍ନ ମଣ୍ଡି ବୁଲି ଧାନ କିଣା ବ୍ୟବସ୍ଥା ତଦାରଖ…
ଅଧିକ ଖବର ଦେଖନ୍ତୁ...

ନାଲକୋର ନୂଆ ରେକର୍ଡ : ପ୍ରଥମ ଥର ପାଇଁ ୯୬୦ଟି ପଟ୍ କାର୍ଯ୍ୟକ୍ଷମ

ଭୁବନେଶ୍ବର : ନାଲକୋ ଆଲୁମିନିୟମ ସ୍ମେଲଟିଂ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଅଛି । କମ୍ପାନୀ ଅନୁଗୁଳଠାରେ ଅବସ୍ଥିତ ସ୍ମେଲଟର ପ୍ଲାଣ୍ଟରେ ଥିବା ସମସ୍ତ ୯୬୦ ପଟକୁ ସଫଳତାର ସହ କାର୍ଯ୍ୟକ୍ଷମ କରିପାରିଛି । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧରପାତ୍ର, ଜାନୁଆରୀ ୧୨…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରେ ନାହିଁ ପିଣ୍ଡି, ଲଗାଣ ବର୍ଷାରେ ଭିଜୁଛି ଧାନ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ସେବା ସମବାୟ ସମିତି (ପ୍ୟାକ୍ସ)ର ଧାନମଣ୍ଡିରେ ପିଣ୍ଡି ବ୍ୟବସ୍ଥା ନଥିବାରୁ ଅଦିନିଆ ବର୍ଷାରେ ଖୋଲା ଆକାଶ ତଳେ ଥିବା ଧାନ ଭିଜୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ବାଉଁଶୁଣି, ଅଁଳାପାଲି, ଗୋଛାପଡା ଆଦି ୩ଟି ପଞ୍ଚାୟତର ୧,୧୧୩ ଜଣ ଚାଷୀ ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

୪୧ ଆକ୍ରାନ୍ତ ଚିହ୍ନଟ ପରେ ରାଉରକେଲା କୋର୍ଟ ୩ ଦିନ ବନ୍ଦ

ରାଉରକେଲା: ରାଉରକେଲା କୋର୍ଟରେ ଆଜି ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ବିଚାରପତି ଥିବାବେଳେ ଅନ୍ୟମାନେ କର୍ମଚାରୀବୋଲି ସୂଚନା ମିଳିଛି। ଏତେସଂଖ୍ୟ ଆକ୍ରାନ୍ତ ଚିହ୍ନଟ ହେବାପରେ ଏହାକୁ ପରବର୍ତ୍ତୀ ୭୨ ଘଣ୍ଟାଯାଏଁ ବନ୍ଦ କରିବାକୁ ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ମିହିରଙ୍କ ମନକଥା: ଦେଖନ୍ତୁ ନିଜ ପରିବାର ଓ ଅଭିନୟ ଜୀବନ ବିଷୟରେ ସେଦିନ କ’ଣ କହିଥିଲେ ସେ…  

ଅଭିନୟର ବାଦଶାହ ମିହିର ଦାସ ଆଜି ସଶରୀରେ ଆମ ପାଖରେ ନାହାନ୍ତି ସତ, ହେଲେ ତାଙ୍କର କଥା ଓ କାମ ସଦା ତାଙ୍କର ଉପସ୍ଥିତିକୁ ଜାହିର କରିବ।୨୦୧୯ ମସିହାରେ ‘ସମ୍ବାଦ ଡିଜିଟାଲ୍’କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ ବିଭିନ୍ନ ପ୍ରସଙ୍ଗରେ ନିଷ୍କପଟ ଭାବେ ନିଜର ଭାବନାକୁ ବ୍ୟକ୍ତ…
ଅଧିକ ଖବର ଦେଖନ୍ତୁ...

ସାବଧାନ ଏହି ଖାଦ୍ୟକୁ ଦ୍ବିତୀୟ ଥର ଗରମ କରି ଖାଉଛନ୍ତି କି, ଶରୀରରେ ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ସମସ୍ତଙ୍କୁ ଗରମଗରମ ଖାଦ୍ୟ ଖାଇବା ବହୁ ପସନ୍ଦ ଥାଏ। କିନ୍ତୁ ଥରେ ଯେଉଁ ଖାଦ୍ୟ ପ୍ରସ୍ତୁତ ହୋଇଯାଇଛି ତାହାକୁ ଦ୍ବିତୀୟ ଥର ଗରମ କରି ଖାଇଲେ ଏହା ଶରୀରକୁ ଅନେକ କ୍ଷତି ପହଞ୍ଚାଇପାରେ ବୋଲି କୁହାଯାଏ। ଶୀତ ଦିନରେ ଏହି ଦିଗରେ ବିଶେଷ ଧ୍ୟାନ ଦେବା ଉଚିତ୍ । ଆସନ୍ତୁ ସେହି…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ କରୋନା କଟକଣା: ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମାନୁଷ୍ଠାନ ବନ୍ଦ 

କୋରାପୁଟ: କୋରାପୁଟ ଜିଲ୍ଲାକୁ ପୁଣି ଫେରିଛି ବନ୍ଦ। ଆଜି ଅନିର୍ଦ୍ଧିଷ୍ଟ କାଳ ଜିଲ୍ଲାରେ ରହିଥିବା ସବୁ ଧର୍ମାନୁଷ୍ଠାନକୁ ବନ୍ଦ କରିଛନ୍ତି କୋରାପୁଟ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଚିଠି ନମ୍ବର ୬୧/୨୦୨୦ ଅନୁସାରେ ଆଜିଠା‌ରୁ ଜିଲ୍ଲାରେ ରହିଥିବା ମନ୍ଦିର, ମସଜିଦ୍‌, ଗୀର୍ଜା, ଗୁରୁଦ୍ବାର ପରି…
ଅଧିକ ଖବର ଦେଖନ୍ତୁ...