Daily Archives

January 13, 2022

ତୃତୀୟ ଲହର ମୁକାବିଲା: ରାଉରକେଲାରେ କାର୍ଯ୍ୟକ୍ଷମ ହେଲା ୪ କୋଭିଡ଼ ହସ୍ପିଟାଲ

ରାଉରକେଲା: କରୋନାର ତୃତୀୟ ଲହର ଜିଲ୍ଲାରେ ଉପରମୁହାଁ। ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ରହିଛନ୍ତି ସ୍ମାର୍ଟ ସିଟି ରାଉରକେଲାରେ। ସଂକ୍ରମଣର ମୁକାବିଲା କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଚାଲିଛି ଘନ ଘନ ସମୀକ୍ଷା। ଘରୋଇ କୋଭିଡ୍‌ ହସ୍ପିଟାଲରେ ବେଡ୍‌ ସଂଖ୍ୟା, ଆଇସିୟୁ, ଭେଣ୍ଟିନେଲଟର…
ଅଧିକ ଖବର ଦେଖନ୍ତୁ...

ନିଆରା ଜଗନ୍ନାଥ ଭକ୍ତି: ୭୦ ବର୍ଷ ବୟସରେ ଗୁରୁଣ୍ଡି ଗୁରୁଣ୍ଡି ରାଜସ୍ଥାନରୁ ପୁରୀ ଯାତ୍ରା

ରେଢ଼ାଖୋଲ: ବୟସ ୭୦ ବର୍ଷ ଛୁଇଁଲାଣି। କିନ୍ତୁ ମନ ଦୁର୍ବଳ ହୋଇନି। ଦୃଢ଼ ଇଚ୍ଛା ଓ ଭକ୍ତିର ଶକ୍ତି ତାଙ୍କୁ ଟାଣି ନେଉଛି ଶ୍ରୀକ୍ଷେତ୍ର। ରାଜସ୍ଥାନରୁ ଗୁରୁଣ୍ଡି ଗୁରୁଣ୍ଡି ସେ ପହଞ୍ଚିଲେଣି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ। ଈଶ୍ବର ଚାହିଁଲେ ତାଙ୍କର ଭକ୍ତିର ଶକ୍ତି ବଳରେ ସେ ପୁରୀରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ନିୟମ ମାନିଲେନି ନେତା: ଥଣ୍ଡା, ଜ୍ୱର ସତ୍ତ୍ବେ ବିଧାୟକ କଲେ ବୈଠକ

ଭୁବନେଶ୍ବର: ନିୟମ ମାନିଲେନି ନେତା । ଥଣ୍ଡା, ଜ୍ୱର ସତ୍ୱେ ବିଧାୟକ କଲେ ବୈଠକ । ପୋଲସରା ଚିରିକିପଡା ଶାସନ ଛକରେ ବୁଧବାର ଆୟୋଜିତ ହୋଇଥିଲା ଏହି ବୈଠକ । ବୈଠକରେ ସାମିଲ ହୋଇଥିବା ବିଧାୟକ ଓ କର୍ମୀ ସରକାରଙ୍କ ଗାଇଡଲାଇନକୁ ଖୋଲାଖୋଲି ଉଲଂଘନ କରିଛନ୍ତି । ସବୁଠାରୁ ବଡ କଥା ହେଉଛି, ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୯ରୁ ଆରମ୍ଭ ହେବ ‘ନିଟ୍‌-ୟୁଜି’ କାଉନ୍‌ସେଲିଙ୍ଗ୍‌: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଜାନୁଆରି ୧୯ରୁ ‘ନିଟ୍‌-ୟୁଜି’ କାଉନ୍‌ସେଲିଙ୍ଗ୍‌ ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ଘୋଷଣା କରିଛନ୍ତି। ଏଥିସହ ମନ୍ତ୍ରୀ କାଉନ୍‌ସେଲିଙ୍ଗ୍‌ ପ୍ରକ୍ରିୟା ନିମନ୍ତେ ‘ସ୍କିଡ୍ୟୁଲ୍‌’ ମଧ୍ୟ ରିଲିଜ୍‌ କରିଛନ୍ତି। ‘ନିଟ୍‌-ୟୁଜି…
ଅଧିକ ଖବର ଦେଖନ୍ତୁ...

ମୋତେ ଏକ ରାଜନୈତିକ ଫୁଟବଲ ଭାବେ ବ୍ୟବହାର କରାଯାଉଛି

ଆଣ୍ଟିଗୁଆ : ବେଶ କିଛିଦିନର ବ୍ୟବଧାନ ପରେ ପିଏନବି ଋଣ ଦୁର୍ନୀତି ମାମଲାର ସହ-ଅଭିଯୁକ୍ତ ମେହୁଲ ଚୋକସୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛି । ସେ କହିଛନ୍ତି ଯେ କୌଣସି ଭୁଲ କାମ କରିନାହିଁ । ତାକୁ କେବଳ ଏକ ରାଜନୈତିକ ଫୁଟବଲ ଭାବେ ବ୍ୟବହାର କରାଯାଉଛି । ବିଜନେସ ଷ୍ଟାଣ୍ଡାର୍ଡକୁ ଏକ…
ଅଧିକ ଖବର ଦେଖନ୍ତୁ...

ହରିଦ୍ବାର ଘୃଣ୍ୟ ଭାଷଣ: ୱାସିମ୍‌ ରିଜୱି ଓରଫ୍‌ ଜିତେନ୍ଦ୍ର ତ୍ୟାଗୀଙ୍କୁ ଗିରଫ କଲା ଉତ୍ତରାଖଣ୍ଡ ପୁଲିସ

ନୂଆଦିଲ୍ଲୀ: ହରିଦ୍ବାରରେ ଅନୁଷ୍ଠିତ ଧର୍ମ ସଂସଦରେ ସଂଖ୍ୟାଲଘୁମାନଙ୍କ ଧର୍ମ ବିପକ୍ଷରେ ଆପତ୍ତି ଓ ଉତ୍ତେଜନାମୂଳକ ବିବୃତି ଦେଇଥିବା କାରଣରୁ ଗୁରୁବାର ଦିନ ଉତ୍ତରାଖଣ୍ଡ ପୁଲିସ ୱାସିମ୍‌ ରିଜ୍‌ୱି ଓରଫ୍‌ ଜିତେନ୍ଦ୍ର ତ୍ୟାଗୀଙ୍କୁ ଗିରଫ କରିଛି। ତାଙ୍କୁ ଉତ୍ତରାଖଣ୍ଡର ରୁର୍କି ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଭଲ ନିଦ ମାନସିକ ଚାପକୁ କମ କରିବା ସହ ମଧୁମେହ ଓ ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣ କରିଥାଏ

ନୂଆଦିଲ୍ଲୀ: ରୋଗ ପ୍ରତିରୋଧକ ଶକ୍ତି ବଢାଇବ ସୁନିଦ୍ରା । ଓମିକ୍ରନ ସଂକ୍ରମଣର ଭୟ ଭିତରେ ଭଲ ନିଦ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେବ । ଗଭୀର ନୀଦ ସ୍ୱାସ୍ଥ୍ୟବସ୍ଥା ପାଇଁ ଚମତ୍କାର ଫଳ ପ୍ରଦାନ କରିଥାଏ । ଏଭଳି ମତ ରଖିଛନ୍ତି ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଦୀକ୍ଷା…
ଅଧିକ ଖବର ଦେଖନ୍ତୁ...

କ‌ରୋନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ସୀମା ସିଲ୍‌: ଲାଗିଲା ଚେକ୍‌ ପୋଷ୍ଟ୍‌, ଯାଞ୍ଚ୍‌ ଜୋର୍‌ଦାର

ରାଉରକେଲା: ଜିଲ୍ଲାର ଦୈନିକ ସଂକ୍ରମଣ ହଜାରେ ଟପିବାପରେ ନିଦରୁ ଉଠିଛି ଜିଲ୍ଲା ପ୍ରଶାସନ। ବିଳମ୍ବରେ ହେଉପଛେ ଶେଷରେ ଜିଲ୍ଲାର ସୀମାକୁ ସିଲ୍‌ କରିଦିଆଯାଇଛି। ସୁନ୍ଦରଗଡ଼ର ସୀମାବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଫଲରେ ପୋଡ଼ାଶୀ ରାଜ୍ୟ ଝାଡ଼ଖଣ୍ଡ-ଛତିଶଗଡ଼କୁ…
ଅଧିକ ଖବର ଦେଖନ୍ତୁ...

ତୁଳସୀ ପାହାଡ଼ ଅଂଚଳରେ ମାଓବାଦୀଙ୍କ ଫତୁଆ; ଗ୍ରାମରେ ମୋବାଇଲ ଧରିବା ମନା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ବିଏସଏଫ କବ୍ଜା କରିବା ପୂର୍ବରୁ ମାଓବାଦୀ ଏହି ଅଂଚଳର ଲୋକଙ୍କୁ ମୋବାଇଲ ଧରିବାକୁ ଏକ ପ୍ରକାର ଫତୁଆ ଜାରି କରିଥିଲେ, ଯାହାଫଳରେ ଲୋକେ ମୋବାଇଲ ଧରିବାକୁ ଡରୁଥିଲେ। ସମସ୍ତ ଗାଁ ରେ ପୋଷ୍ଟେର ଏବଂ ବ୍ୟାନର ମାରି ଲୋକଙ୍କୁ ସଚେତନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ। ସବୁ କାମ ମନମୁତାବକ ପୂରା ହେବ। ପ୍ରେମ ପ୍ରସଙ୍ଗରେ ନିଶ୍ଚିତ ସଫଳତା ପାଇବେ। ବୃଷ: ଆପଣଙ୍କୁ ଟିକେ ସଂଘର୍ଷ କରିବାକୁ ପଡ଼ିପାରେ। ସମସ୍ୟାର ସମାଧାନ ପାଇଁ ହଇରାଣ ହୋଇପାରନ୍ତି। ଆପଣଙ୍କ ମନ ବହି ପଢ଼ିବାକୁ କହିବ। ମିଥୁନ: କିଛି ଲୋକଙ୍କର…
ଅଧିକ ଖବର ଦେଖନ୍ତୁ...