Daily Archives

January 13, 2022

“ତୁମ ଜିଓ କୟାମତ ତକ୍” : ମୋଦୀଙ୍କ ଆଗରେ ଦୁଃଖ ପ୍ରକାଶ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି

ନୂଆଦିଲ୍ଲୀ : ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କୋଭିଡ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଏପରି କଥା କହିଥିଲେ, ତାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଘଟଗାଁ ତାରିଣୀ ସମେତ ଏକାଧିକ ପୀଠରେ କଟକଣା ଲାଗୁ

ଭୁବନେଶ୍ବର: କାଲି ପବିତ୍ର ମକର ସଂକ୍ରାନ୍ତି । ଓଡ଼ିଆଙ୍କର ଏକ ବଡ ପର୍ବ । ପ୍ରାୟ ସବୁ ବର୍ଷ ଏହି ପର୍ବକୁ ବେଶ୍ ଧୂମଧାମରେ ପାଳନ କରନ୍ତି ଓଡିଆ । ଲୋକମାନେ ବିଭିନ୍ନ ଦେବ ସ୍ଥାନକୁ ଯିବା ସହ ପିକନିକ ଓ ବଣଭୋଜି କରିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଘଟଗାଁ…
ଅଧିକ ଖବର ଦେଖନ୍ତୁ...

କରୋନା ନେଇ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌: ଅତ୍ୟାବଶ୍ୟକ ନଥିଲେ ହସ୍‌ପିଟାଲରେ ଆଡମିସନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ସାମାଜିକ ଦୂରତାକୁ ଗୁରୁତ୍ୱ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା: ମକର ସଂକ୍ରାନ୍ତିରୁ ବନ୍ଦ ରହିବ ମଝିଘରିଆଣୀ ମନ୍ଦିର, ନିରାଶ ହେବେ ଲକ୍ଷାଧିକ ଭକ୍ତ

ରାୟଗଡ଼ା: ତୃତୀୟ ଲହରୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ମକର ସଂକ୍ରାନ୍ତିରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ କଟକଣା ଜାରି କରିଛି। ଏ ନେଇ ଆଜି…
ଅଧିକ ଖବର ଦେଖନ୍ତୁ...

ଜଳପାଇଗୁଡ଼ି ଟ୍ରେନ୍‌ ଦୁର୍ଘଟଣା: ୪ ମୃତ , ୨୦ ଆହତ; ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ, ମୃତାହତଙ୍କ ପାଇଁ ଅନୁକମ୍ପା ରାଶି…

କୋଲ୍‌କାତା: ‘କମିସନ୍‌ ଅଫ୍‌ ରେଲ୍‌ୱେ ସେଫ୍ଟି’ ପଶ୍ଚିମବଙ୍ଗର ଜଳପାଇଗୁଡ଼ି‌ରେ ଘଟିଥିବା ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବ ବୋଲି ଆଦେଶ ଜାରି ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନସ୍ଥ ‘କମିସନ୍‌ ଅଫ୍‌ ରେଲ୍‌ୱେ ସେଫ୍ଟି’ ହେଉଛି ସାଙ୍ଘାତିକ ରେଳ ଦୁର୍ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଭୁଟାନ ସୀମାବର୍ତ୍ତୀ ଅଞ୍ଚଳରେ ଗାଁ ପରେ ଗାଁ ବସାଇ ଚାଲିଛି ଚୀନ, ସାଟେଲାଇଟ୍ ଚିତ୍ରରୁ ୬ଟି ଗାଁ ଚିହ୍ନଟ

ନୂଆଦିଲ୍ଲୀ : ଭୁଟାନ ଅଞ୍ଚଳରେ ଚୀନର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଯେଉଁ ସବୁ ଅଞ୍ଚଳକୁ ନେଇ ଚୀନ ଓ ଭୁଟାନ ମଧ୍ୟରେ ମତଭେଦ ରହିଛି, ସେସବୁ ଅଞ୍ଚଳରେ ଚୀନ ନୂଆ ନୂଆ ଗ୍ରାମ ନିର୍ମାଣ କରିଚାଲିଛି ବୋଲି ସର୍ବଶେଷ ସାଟେଲାଇଟ୍ ଫଟୋରୁ ଜଣାପଡ଼ିଛି । ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ…
ଅଧିକ ଖବର ଦେଖନ୍ତୁ...

ମାଡ଼ି ବସିଲା ଭିଜିଲାନ୍ସ: ଲାଞ୍ଚନେବା ବେଳେ ଧରାପଡ଼ିଲେ ଆର୍‌ଆଇ, ଏଆର୍‌ଆଇ

ଝାରସୁଗୁଡା: ଉତ୍ତରାଧିକାରୀ ପ୍ରମାଣପତ୍ର (ଲିଗାଲ ହେୟାର ସାର୍ଟିଫିକେଟ୍‌) କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲଇକେରା ତହସିଲର ସାହସପୁର ଆର୍‌ଆଇ ଯସ୍ମିତା ଭୋରାସାଗର ଓ ଏଆର୍‌ଆଇ ଚିଙ୍କିରାଣୀ ନାଏକ ଗୁରୁବାର ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ୬ଟି ସିଂହୀ ସହିତ କିପରି ଜଙ୍ଗଲରେ ବୁଲୁଛନ୍ତି ମହିଳା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁଠାରୁ ପସନ୍ଦର ଭିଡିଓଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଏବଂ ଗୃହପାଳିତ ପଶୁମାନଙ୍କର ଭିଡିଓ ଅନ୍ତର୍ଭୁକ୍ତ । ଏହି କ୍ରମରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବିଶ୍ବାସ କରି ପାରିବେ ନାହିଁ କି କ’ଣ ବାସ୍ତବରେ ଏମିତି…
ଅଧିକ ଖବର ଦେଖନ୍ତୁ...

ବାୟୁରେ ୫ମିନିଟ୍ ଭିତରେ ଭୂତାଣୁର କ୍ଷମତା ହ୍ରାସ ପାଉଛି; ଗବେଷକଙ୍କ ମତ

ନୂଆଦିଲ୍ଲୀ: କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବା ନେଇ ପୂର୍ବରୁ ଅନେକ ବୈଜ୍ଞାନିକ ସତର୍କ କରିଛନ୍ତି । ଏପରିକି କରୋନା ଭୂତାଣୁ ବାୟୁରେ ଘଣ୍ଟା ଘଣ୍ଟା ଧରି ସକ୍ରିୟ ରହୁଥିବା କଥା ବି କୁହାଯାଏ । ହେଲେ, ଏବେ ବିଟ୍ରେନର ଖ୍ୟାତନାମା ବିଶ୍ୱବିଦ୍ୟାଳୟ ବ୍ରିଷ୍ଟୋଲର ଗବେଷକମାନେ କହିଛନ୍ତି ବାୟୁରେ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ହେଲେ ହସ୍ପିଟାଲରେ ବେଡ୍ ଖାଲି; ମାସ ଶେଷ ସୁଦ୍ଧା ଶୀର୍ଷ ଛୁଇଁପାରେ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ପ୍ରତ୍ୟକ ଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ମାଡି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କିନ୍ତୁ ଆଶ୍ୱସ୍ତିର କଥା ହେଉଛି, ଯେଉଁ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ସେହି ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହେଉନାହାନ୍ତି । ହସ୍ପିଟାଲରେ ଖୁବ୍ କମ୍…
ଅଧିକ ଖବର ଦେଖନ୍ତୁ...