Daily Archives

January 14, 2022

ରାତିରେ ମାସ୍କ ଚେକିଂ ବେଳେ ତାତିଲେ ଲୋକେ, ଟାୟାର ଜାଳି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଆଜି ରାତିରେ ମାସ୍କ ଚେକିଁ କରୁଥିଲେ। ଏହି ଯାଞ୍ଚ ବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ମୁହଁରେ ମାଷ୍କ ନାହିଁ କହି ଜବରଦସ୍ତ୍ ଫାଇନ ଆଦାୟ କରୁଥିବା ବେଳେ ଲୋକଙ୍କ ମଟର ସାଇକେଲ ଅଟକାଇ ଦେଉଥିଲେ। ପୁଲିସର…
ଅଧିକ ଖବର ଦେଖନ୍ତୁ...

୫୨ ଲକ୍ଷର ଚୋରା ଗଂଜେଇ ଜବତ; ଖସିଗଲେ ମାଫିଆ, ଫସିଗଲେ ସ୍ଥାନୀୟ ଯୁବକ

କୋରାପୁଟ: ଅବକାରୀ ବିଭାଗର ଆଖିରେ ଧୂଳି ଦେଇ ଖସିଯାଇଛନ୍ତି ବଡ ବଡ ଗଞ୍ଜ‌େଇ ମାଫିଆ। ଆଉ ଫସିଯାଇଛନ୍ତି କୋରାପୁଟ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବଂଡାଗୁଡା ଗାଁର ସଞ୍ଜୟ ଖୋସଲା (୩୫)। ଓଲୁଅ ବୋଝେଇ ଟ୍ରକ୍‌ରୁ କୋରାପୁଟ ଅବକାରୀ ବିଭାଗ ୧୦୨୯ କେଜି ଗଞ୍ଜ‌େଇ ଜବତ କରିଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣାର ରିପୋର୍ଟ : ଷଡ଼ଯନ୍ତ୍ର ଆଶଙ୍କାକୁ ଅସ୍ବୀକାର

ନୂଆଦିଲ୍ଲୀ : ସିଡିଏସ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାର ତିନିସେନା ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏଥିରେ କୌଣସି ଷଡ଼ଯନ୍ତ୍ର ସମ୍ଭାବନାକୁ ଅସ୍ବୀକାର କରାଯାଇଛି । ଦୁର୍ଘଟଣା ପାଇଁ ଖରାପ ପାଗକୁ ଦାୟୀ କରାଯାଇଛି । ଏଥିରେ କୁହାଯାଇଛି ଯେ ହେଲିକପ୍ଟର…
ଅଧିକ ଖବର ଦେଖନ୍ତୁ...

ଖଣିଶିଳ୍ପ ଭରା ଜିଲ୍ଲାରେ ଦାଦନ ଦୁଃଖ: ମାଙ୍ଗାଲୋରରୁ ଫେରୁଛି ଦାଦନ ଯାଇଥିବା ସାନ ପୁଅର ଶଵ

ସୁନ୍ଦରଗଡ଼: ଖଣି ସମ୍ପଦ ଭରା ସୁନ୍ଦରଗଡ଼। ଏପଟେ ବିଶାଳ କୋଇଲା ଖଣି, ସେପଟେ ଲୁହାପଥର। ମଝିରେ ଇସ୍ପାତ ଶିଳ୍ପର ସହର। କିନ୍ତୁ ବିଡ଼ମ୍ବନା, ନିଯୁକ୍ତି ଓ ରୋଜଗାରର ଵିରାଟ ଭିତ୍ତିଭୂମି ଥିବା ସତ୍ତ୍ବେ ଜିଲ୍ଲାର ହଜାର ହଜାର ଯୁବକ, ଯୁବତୀଙ୍କ ହାତ ଖାଲି। ଯେଉଁଥିପାଇଁ ସେମାନେ ଆଜି ଦାଦନ ଶ୍ରମିକ।…
ଅଧିକ ଖବର ଦେଖନ୍ତୁ...

ପଟିଆଲାରେ ମୁହାଁମୁହିଁ ହୋଇପାରନ୍ତି ସିଦ୍ଧୁ ଓ କ୍ୟାପଟେନ

ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି | ତେବେ ସମସ୍ତଙ୍କ ଆଖି ଏବେ କ୍ୟାପଟେନଙ୍କ ଗଡ଼ ପଟିଆଲା ଉପରେ ଅଛି | କ୍ୟାପଟେନ ଅମରିନ୍ଦର ସିଂ ନିଜ ଦଳ ପଞ୍ଜାବ ଲୋକକଂଗ୍ରେସ ପକ୍ଷରୁ ନିର୍ବାଚନରେ ଲଢୁ​​ଥିବାବେଳେ ଅକାଳୀ ଦଳରୁ ହରପାଲ ଜୁନେଜା ତାଙ୍କ ବିପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ପୁଅର ମୃତଦେହ ଦେଖି ଚେତାଶୂନ୍ୟ ହୋଇଗଲେ ବାପା, ଅଳ୍ପ ସମୟ ମଧ୍ୟରେ ଚାଲିଗଲା ଜୀବନ

ବଲାଙ୍ଗୀର: ଏମିତି ବି କିଛି ଘଟଣା ଘଟିଥାଏ ଯାହା ବିଶ୍ୱାସ କରିହୁଏନି। ପ୍ରଥମେ ପୁଅର ମୃତ୍ୟୁ, ଆଉ ଶେଷ ଦର୍ଶନ ପାଇଁ ଯାଇଥିବା ବେଳେ ବାପାଙ୍କ ମୃତ୍ୟୁ। ବଲାଙ୍ଗୀରର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ଯୁବ କଂଗ୍ରେସ ସାଧାରଣ ସଂପାଦକ ଭୋଜରାଜ ସାହୁ (ଚମାର, ୫୨ବର୍ଷ)ଙ୍କ ସକାଳୁ…
ଅଧିକ ଖବର ଦେଖନ୍ତୁ...

‘ଏକ ବିବାହ’ ନୀତିକୁ ବିରୋଧ କରି ୧୦ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି ଏହି ଯୁବକ

ନୂଆଦିଲ୍ଲୀ: ଏକା ସାଙ୍ଗରେ ୯ ଜଣ ସ୍ତ୍ରୀଙ୍କ ସହ ରହୁଥିବା ବ୍ରାଜିଲର ଏହି ଯୁବକ ଅର୍ଥର ଓ ଉର୍ସୁ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଆର୍ଥର ପ୍ରଥମରୁ  ବିବାହିତ ଥିଲେ ହେଲେ ଫ୍ରି ଲଭର ଉତ୍ସବ ପାଳନ ଓ ‘ଏକ ବିବାହ’ କୁ ବିରୋଧ କରି ସେ ଆଉ ୯ ଜଣ ମହିଳାଙ୍କୁ ବିବାହ କରିଥିଲେ । ଏଭଳି ଭାବେ ଅର୍ଥର…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ରାଜନୀତିରେ କାହାର ରହିବ ଦବଦବା? ଏବେ ସବୁଦଳ ପାଇଁ ଟିକେଟ ଚିନ୍ତା

କୋରାପୁଟ: ପଞ୍ଚାୟତ ବିଜ୍ଞପ୍ତି ବାହାରି ସାରିଛି, ହେଲେ ଟିକେଟକୁ ନେଇ ନେତାଙ୍କ ଭିତରେ ଆରମ୍ଭ ହୋଇଥିବା ବିବାଦୀୟ ସ୍ଥିତିର ଅନ୍ତ ହେଉନାହିଁ । ନିଜ କ୍ୟାମ୍ପର ଦବଦବା ଜାହିର କରିବାକୁ ଯାଇ ନେତା, ଆଶାୟୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଚ୍ୟାଲେଞ୍ଜ ଆଣିଦେଇଛି । ଏକଦା ରାଜ୍ୟ ରାଜନୀତିରେ…
ଅଧିକ ଖବର ଦେଖନ୍ତୁ...

ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଭାରତ ଆସୁଥିବା ଦୁଇ ବିମାନ

ନୂଆଦିଲ୍ଲୀ : ଦୁବାଇ ଆକାଶରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହେଉ ହେଉ ଅଳ୍ପକେ ରହିଯାଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଭାରତ ଅଭିମୁଖେ ଆସୁଥିବା ଏମିରେଟ୍ସ ଏୟାରର ଦୁଇଟି ବିମାନ ।  ଘଟଣାଟି ଘଟିଥିଲା ଗତ ସପ୍ତାହରେ । ଏ ନେଇ ୟୁଏଇର ବିମାନ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି ଭାରତର…
ଅଧିକ ଖବର ଦେଖନ୍ତୁ...

ଏଣିକି ଶୀତଦିନରେ ବି କାର୍ଗିଲ-ଜାନସ୍କର ରାଜପଥରେ ଯାଇପାରିବ ସେନା ଗାଡି

ଶ୍ରୀନଗର: ଖୁବ୍ ଶୀଘ୍ର ୨୩୦ କିଲୋମିଟର ଲମ୍ବ କାର୍ଗିଲ-ଜାନସ୍କର ରାଜପଥ ଅଲ ୱେଦର ରୋଡ଼ ବା ସବୁ ଋତୁରେ କାର୍ଯ୍ୟକ୍ଷମ ହୋଇପାରୁଥିବା ରାସ୍ତା ହୋଇଯିବ | ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଯାଇଛି | ଅଧିକାରୀ କହିଛନ୍ତି ଯେ ୨୩୦ କିଲୋମିଟର ଲମ୍ବ କାର୍ଗିଲ-ଜାନସ୍କର ଜାତୀୟ ରାଜପଥକୁ ସବୁଦିନିଆ…
ଅଧିକ ଖବର ଦେଖନ୍ତୁ...