Daily Archives

January 14, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଲାଭ ହେବ। କାହାରି ପରାମର୍ଶ ଆପଣଙ୍କର କ୍ୟାରିୟରର ଦିଶା ବଦଳାଇ ଦେଇପାରେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ। ବୃଷ: ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିଲେ ବି ଦିନଟି ଭଲ। ବଡ଼ ଭାଇଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ…
ଅଧିକ ଖବର ଦେଖନ୍ତୁ...

୧୭ ପର୍ଯ୍ୟନ୍ତ କଟକ ଜିଲ୍ଲା ଅଦାଲତ ଓ ଏସଡିଜେଏମ୍ କମ୍ପ୍ଲେକ୍ସ ସଟଡାଉନ

କଟକ: କଟକ ଜିଲ୍ଲା ଅଦାଲତ ଓ ପରିସରରେ ଥିବା ଅନ୍ୟ ସମସ୍ତ ଅଦାଲତ ଜାନୁଆରି ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟରେ କରୋନା ସଂକ୍ରମଣ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇବା ସହିତ ଅଦାଲତର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣାକୁ ବିଚାରକୁ ନିଆଯାଇ ଜିଲ୍ଲା ଅଦାଲତ ପକ୍ଷରୁ ଏପରି…
ଅଧିକ ଖବର ଦେଖନ୍ତୁ...

ଗୋଡ଼ାଇ ଗୋଡ଼ାଇ ରାସ୍ତାରେ ଚୋରକୁ ମାଡ଼ି ବସିଲା ପୁଲିସ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୃଶ୍ୟ ପରି ଜଣେ ମାଙ୍ଗାଲୁରୁ ପୁଲିସ ଚୋରକୁ ସେପର୍ଯ୍ୟନ୍ତ ଗୋଡ଼ାଇଥିଲେ ଯେପର୍ଯ୍ୟନ୍ତ ତାକୁ ଧରି ନଥିଲେ। ସହରର ଗଳି ଓ ରାସ୍ତାରେ ଖୁବ ଗୋଡ଼ାଇବା ପରେ ପୁଲିସ ଜଣେ ମୋବାଇଲ୍ ଚୋରି ଧରିବାରେ ସକ୍ଷମ ହୋଇଥି‌ଲା। ଗତ ବୁଧବାର ଦିନ ନେହେରୁ ମୈଦାନ ନିକଟରେ ଜଣେ…
ଅଧିକ ଖବର ଦେଖନ୍ତୁ...

ଗୀତ ମାଧ୍ୟମରେ ହୃଦୟ ଜିତିଥିବା ସରୋଜ ପଟ୍ଟନାୟକଙ୍କ ଦେହାନ୍ତ: ଓଲିଉଡର ଅନେକ ସୁପରହିଟ୍ ଗୀତ ପଛର ଥିଲେ ଚେହେରା

ଭୁବନେଶ୍ବର: ଗୀତ ଓ ସଂଗୀତ ମାଧ୍ୟମରେ ହୃଦୟ ଜିତିଥିବା ସରୋଜ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ନିରବୀ ଯାଇଛନ୍ତି ଓଲିଉଡର ଅନେକ ସୁପରହିଟ୍ ଗୀତ ପଛର ନାୟକ । ଗୁରୁବାର ରାତିରେ ବାରିପଦା ବଡବଜାରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସରୋଜଙ୍କର ବୃତ୍ତି ଥିଲା ଯନ୍ତ୍ରୀ କିନ୍ତୁ ନିଶା…
ଅଧିକ ଖବର ଦେଖନ୍ତୁ...

ଅମଳ ପୂର୍ବରୁ କାଳ ସାଜିଲା ଅଦିନିଆ ବର୍ଷା; ଉଜୁଡ଼ିଗଲା କପା ଫସଲ, କ୍ଷତି ସହିଲେ ଚାଷୀ

ରାୟଗଡ଼ା: ଅମଳ ସମୟରେ କାଳ ସାଜିଲା ଅଦିନିଆ ବର୍ଷା। ଶହ ଶହ ଏକର ଜମିରେ ଉଜୁଡ଼ିଗଲା କପା ଫସଲ। ଉତ୍ପାଦିତ ଫସଲକୁ ବିକ୍ରି କରି ଦି ପଇସା ଲାଭ ଆଶାରେ ଥିବା ଚାଷୀ କ୍ଷତିର ଶିକାର ହେବା ନେଇ ଚିନ୍ତ‌ାରେ ପଡିଛନ୍ତି। ରାୟଗଡ଼ା ସଦର ବ୍ଲକ୍ ସମେତ ସମସ୍ତ ବ୍ଲକର ଚାଷୀ ଅଦିନିଆ ବର୍ଷା ଦ୍ବାରା ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

କେବଳ ଜରୁରୀ ମାମଲାର ଶୁଣାଣି କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ : କେବଳ ଜରୁରୀ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ବମ୍ବେ ହାଇକୋର୍ଟ ଓକିଲମାନଙ୍କୁ ସତର୍କ କରାଇଦେଇଛନ୍ତି । ଯଦି ସେମାନେ ଅଣଜରୁରୀ ମାମଲାଗୁଡ଼ିକର ତାଲିକାଭୁକ୍ତ କରିବେ ତେବେ ସେମାନଙ୍କ ଉପରେ ଜରିମାନା ଲଗାଯିବ ଅଥବା ସେମାନଙ୍କ ମାମଲାକୁ ଲମ୍ବା ସମୟ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଆସୁଛି କପିଲ ଶର୍ମାଙ୍କ ବାୟୋପିକ: ସଂଘର୍ଷର କାହାଣୀ ଦେଖିବେ ଦର୍ଶକ

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି | ଛୋଟ ପରଦାରେ ସବୁବେଳେ ସମସ୍ତଙ୍କୁ ହସାଇଥିବା କପିଲ ଶର୍ମାଙ୍କ ଉପରେ ଏକ ବାୟୋପିକ୍ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ତାଙ୍କ ସଂଘର୍ଷର କାହାଣୀ ଦେଖିବାକୁ ମିଳିବ | ଏହି ଖବର ସାମ୍ନାକୁ ଆସିବା ମାତ୍ରେ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଥଣ୍ଡାରେ ବରଫ ଭିତରେ ଖେଳୁଥିବା ନଜର ଆସିଲେ ଯବାନ

ନୂଆଦିଲ୍ଲୀ: ଶୂନରୁ ତଳକୁ ଥିବା ତାପମାତ୍ରାରେ ସେ ଶତ୍ରୁଙ୍କ ସାମ୍ନା କରିବାକୁ ହେଉ ଅବା ‌କୌଣସି ଅସୁବିଧାରେ ଫସିଥିବା ନାଗରିକଙ୍କ ସୁରକ୍ଷା ପାଇଁ ହେଉ, ସବୁବେଳେ ଦେବଦୂତ ସାଜି  ଯବାନମାନେ ଅଣ୍ଟା ଭିଡି ଛିଡ଼ା ହୋଇଥାଆନ୍ତି। ନିଜର ପରିବାର ନିଜ ଜୀବନକୁ ପଛରେ ପକାଇ ଦେଶ ମା’ର ସେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ‘କୁଇନ୍ସ ବ୍ୟାଟେନ୍‌’, ଶନିବାର ଯିବ ପୁରୀ-କୋଣାର୍କ

ଭୁବନେଶ୍ବର: ଆଗାମୀ ୨୦୨୨ ବର୍ମିଙ୍ଗ୍‌ହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ରାଣୀଙ୍କ ଦ୍ବାରା ପ୍ରଦତ୍ତ ‘କୁଇନ୍ସ ବ୍ୟାଟେନ୍‌’ ଆଜି ମନ୍ଦିରମାଳିନୀ ସହରରେ ପହଞ୍ଚିଛି। ଏହି ‘କୁଇନ୍ସ ବ୍ୟାଟେନ୍‌’ ଭୁବନେଶ୍ବରରେ ପହଞ୍ଚିବା ପରେ ହକି ଓଡ଼ିଶା ପ୍ରମୋସନ୍‌ କାଉନ୍‌ସିଲର ଅଧ୍ୟକ୍ଷ ଦିଲୀପ ତିର୍କୀ,…
ଅଧିକ ଖବର ଦେଖନ୍ତୁ...

ଟିକେଟ୍ ନ ମିଳିବାରୁ କାନ୍ଦିଲେ ବିଏସପି ନେତା

ଲକ୍ଷ୍ନୌ : ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ । ଏବେଠାରୁ ଦେଶର ରାଜନୈତିକ ପାଣିପାଗ ଗରମ ହୋଇସାରିଲାଣି । ନେତାମାନେ ଟିକେଟ୍ ପାଇବାକୁ ଦିନରାତି ଏକ କରିଦେଇଛନ୍ତି । ନେତାମାନେ ଟିକେଟ୍ ପାଇବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଛଉନାହାନ୍ତି । କିନ୍ତୁ ଯେଉଁମାନେ ଟିକେଟ୍…
ଅଧିକ ଖବର ଦେଖନ୍ତୁ...