Daily Archives

January 15, 2022

୩ଟି ମଣ୍ଡିରେ ଚଢାଉ କଲା ଯୋଗାଣ ବିଭାଗ, ୯୩ କ୍ବିଣ୍ଟାଲ ଧାନ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଜିଲ୍ଲାରେ ଯେଭଳି ମଣ୍ଡି ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକାରୀ ହେବ ସେନେଇ ଜୋରଦାର ଉଦ୍ୟମ ଚଳାଉଥିବା ବେଳେ ବିଭିନ୍ନ ମଣ୍ଡିରେ ଦଲାଲ ମାନେ କିପରି ନିଜର ଧାନକୁ ମଣ୍ଡିରେ ବିକ୍ରି କରିବା ନେଇ ଯୋଜନା କରୁଛନ୍ତି ସେନେଇ ଖବର ପାଇବା ପରେ…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ ଘରୁ ୧୧ କ୍ବିଣ୍ଟାଲ ଗଞ୍ଜେଇ ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପୁଣି ଏକ ବଡ଼ଧରଣର ଗଞ୍ଜେଇ ଚାଲାଣ ରାକେଟ୍‌ ଠାବ କରିଛି। ଉତ୍ତରପ୍ରଦେଶ ଚାଲାଣ ପୂର୍ବରୁ ଅବକାରୀ ବିଭାଗ ଲାଞ୍ଜିପଲ୍ଲୀ ବାଇପାସ୍‌ ଜାତୀୟ ରାଜପଥ କଡ଼ରେ ଥିବା ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରି ୧୧କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେଲେ ପଞ୍ଜାବ କଂଗ୍ରେସ ବିଧାୟକ

ଚଣ୍ଡିଗଡ଼ : ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ମାନଙ୍କ ଦଳଡିଆଁ ବଢି ବଢି ଚାଲିଛି । ଉତ୍ତରପ୍ରଦେଶ ପରେ ଏବେ ପଞ୍ଜାବରେ ନେତାମାନେ ଦଳ ଡିଆଁ ଆରମ୍ଭ କରିଦେଇଛନ୍ତି । ଆଜି ପଞ୍ଜାବର ମୋଗା ଆସନର ପ୍ରତିନିଧିତ୍ବ କରୁଥିବା କଂଗ୍ରେସ ବିଧାୟକ ହରଜୋତ କମଲ ବିଜେପିରେ ଯୋଗ ଦେଇଛନ୍ତି । ଏହି ଆସନ…
ଅଧିକ ଖବର ଦେଖନ୍ତୁ...

ତାଲାବନ୍ଦ ଘରକୁ ପୁଣି ଟାର୍ଗେଟ, ୨୩ ଭରି ଗହଣା, ନଗଦ ୭୦ହଜାର ଟଙ୍କା ଲୁଟ

ବ୍ରହ୍ମପୁର: ବ୍ରହ୍ମପୁର ସହର ଓ ଆଖାପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି। ଚୋର ଗ୍ୟାଙ୍ଗ ପୁଣି ଏକ ତାଲାବନ୍ଦ ଘରକୁ ଟାର୍ଗେଟ କରିଛନ୍ତି। ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରମାନେ ଘରେ ପଶି ଆଲମିରା ଭାଙ୍ଗି ସୁନାଗହଣା ସହ ନଗଦ ଟଙ୍କା ନେଇ ଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମହାରାଜା ଆସୁଛନ୍ତି କି, ଗାଡି ଅଟକାଇଛ: ଜିଲ୍ଲାପାଳଙ୍କୁ ଏଭଳି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା ଶନିବାର ଦିନ ନାଗାଓଁ ଜିଲ୍ଲାର ଡେପୁଟି କମିଶନରଙ୍କୁ ଟ୍ରାଫିକ ଅବରୋଧ ନେଇ ତାଗିଦ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ନାଗାଓଁ ଜିଲ୍ଲା ତଥା ପୁଲିସ ପ୍ରଶାସନ ନାଗାଓଁ କଲେଜ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକାରେ ୬ ସପ୍ତାହରେ ଶେଷ ହେଲା ଚତୁର୍ଥ ଲହର, କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ୬ସପ୍ତାହରେ ଶେଷ ହେଲା ଚତୁର୍ଥ ଲହର। ଦକ୍ଷିଣ ଆଫ୍ରିକାରେ ୬ସପ୍ତାହରେ ଚତୁର୍ଥ ଲହର ଶେଷ ହୋଇଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏକ ବିବୃତି ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ପ୍ରଜାତି ଯୋଗୁଁ ଆସିଥିବା କରୋନାର ଚତୁର୍ଥ ଲହର…
ଅଧିକ ଖବର ଦେଖନ୍ତୁ...

ବିଶ୍ବାସ କରି ବାଇକ୍‌ରେ ବସିଲା ଅଷ୍ଟମ ଶ୍ରେଣୀ ଛାତ୍ର, ଅପହରଣ କଲେ ଦୁର୍ବୃତ୍ତ

ରାୟଗଡ଼ା: ରାୟଗଡ଼ା ସହରରୁ ଜଣେ ସ୍କୁଲ୍ ଛାତ୍ରଙ୍କୁ ଅପହରଣ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଚେତା ଫେରିବା ପରେ ସୌଭାଗ୍ୟବଶତଃ ଛାତ୍ର ଜଣଙ୍କ ଜଙ୍ଗଲରୁ ଘରକୁ ଫେରି ଆସିଛନ୍ତି। ରାୟଗଡ଼ା ଥାନାରେ ଛାତ୍ରଙ୍କ ଅଭିଭାବକ ଏ ନେଇ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରିଛି। ସିସିଟିଭି ଫୁଟେଜକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କିଛି ନୂଆ ବନ୍ଧୁ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ସବୁ କାମ ସହଜରେ ସଂପୂର୍ଣ୍ଣ କରିବେ। ଗୁରୁ, ଶୁକ୍ର ଓ ଶନିବାର: ପୂର୍ବ ବିବାଦ ପୁଣି ଦେଖାଦେଇପାରେ। ରବି ଓ ସୋମବାର: ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ନୂଆ କାମ…
ଅଧିକ ଖବର ଦେଖନ୍ତୁ...

ସମ୍ରାଟ ଚନ୍ଦ୍ରଗୁପ୍ତ ଓ ଅଶୋକ ଓବିସି ଥିଲେ କି ?

ନୂଆଦିଲ୍ଲୀ : ଆଗକୁ ଦେଶର ସବୁଠାରୁ ବଡ଼ ଓ ରାଜନୈତିକ ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଉତ୍ତରପ୍ରଦେଶର ନିର୍ବାଚନର ଏକ ବଡ଼ ବିଶେଷତା ହେଲା ଏହାର ଜାତି ଭିତ୍ତିକ ଭୋଟର ଶ୍ରେଣୀ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳମାନେ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍ସଆପରେ ଯୋଡି ହେଲା ଏହି ବିଶେଷ ସୁବିଧା, ଖାଇବାକୁ ହେବ ସୁବିଧା

ନୂଆଦିଲ୍ଲୀ: ପୂର୍ବରୁ ହ୍ଵାଟ୍ସଆପରେ କେବଳ ବାର୍ତ୍ତା, ଫଟୋ କିମ୍ବା ଭିଡିଓ ପଠାଇବା ପାଇଁ ସୁବିଧା ଥିଲା | ତା’ପରେ ସମୟ ସମୟରେ କମ୍ପାନୀ ଏହି ଆପରେ ବିଭିନ୍ନ ଆଣିଥିଲା, ଯାହା ଏହି ଆପକୁ ଲୋକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିଥିଲା ​​| ବର୍ତ୍ତମାନ ଭଏସ୍ ମେସେଜ୍, ଭଏସ୍ କଲ୍, ଭିଡିଓ କଲ୍…
ଅଧିକ ଖବର ଦେଖନ୍ତୁ...