Daily Archives

January 16, 2022

କଂଗ୍ରେସ ପକ୍ଷରୁ ତ୍ରିସ୍ତରୀୟ ନିର୍ବାଚନକୁ ନେଇ ବୈଠକ: ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା  

ଜୟପୁର: ପଂଚାୟତ ନିର୍ବାଚନକୁ ନେଇ ଏବେ ରାଜନୈତିକ ଉଷ୍ମତା ଜୋର ଧରିଛି। ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଆଜି ପ୍ରଥମ କରି କଂଗ୍ରେସ ନିଜ ସମର୍ଥିତ ପ୍ରାର୍ଥୀଙ୍କ ନାଁକୁ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଘୋଷଣା କରିଛି। ସ୍ଥାନୀୟ ବାଙ୍କମଠସ୍ଥ ବାବାସାହେବ କଲ୍ୟାଣ ମଣ୍ଡପରେ…
ଅଧିକ ଖବର ଦେଖନ୍ତୁ...

ଶୀଘ୍ର ପହଞ୍ଚିବାକୁ କଂସାରିଗଣ୍ଡରେ ବିପଦପୂର୍ଣ୍ଣ ଯାତାୟାତ, ରଶି ଦ୍ବାରା ଡଙ୍ଗାରେ ପାର ହେଉଛନ୍ତି ଦୁଇ ବ୍ଲକ୍‌ବାସୀ 

ଛତ୍ରପୁର: ଶୀଘ୍ର ପହଞ୍ଚିଯିବା ଆଶାରେ ରଶି ଦ୍ବାରା ଡଙ୍ଗାରେ ବିପଜ୍ଜନକ ଅବସ୍ଥାରେ ଲୋକେ ନଦୀ ପାର ହେଉଛନ୍ତି। ଏହା କୌଣସି ଦୁର୍ଗମ ଗ୍ରାମାଞ୍ଚଳର ଚିତ୍ର ନୁହେଁ। ବରଂ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଋଷିକୁଲ୍ୟା ନଦୀ ମଧ୍ୟରେ ଥିବା…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ: ଗୋଟିଏ ପର୍ଯ୍ୟାୟ ମତଦାନ ତାରିଖ ବଦଳାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ କଂଗ୍ରେସ ଓ ବିଜେପି

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ପରେ ବିଜେପି ବି ନିର୍ବାଚନ ଆୟୋଗଙ୍କ ପାଖରେ ସମାନ ଦାବି ଉଠାଇଛି । ଉଭୟ ବିଜେପି ଓ କଂଗ୍ରେସ ଗୁରୁ ରବିଦାସ ଜୟନ୍ତୀକୁ ନଜରରେ ରଖି ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଏକ ସପ୍ତାହ ସ୍ଥଗିତ ରଖିବାକୁ ବିଜେପିର ଦାବି

ଅମୃତସର: ପଞ୍ଜାବରେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ପ୍ରାୟ ଏକ ସପ୍ତାହ ସ୍ଥଗିତ ରଖିବାକୁ କେତେକ ଦଳ ଦାବି କରୁଛନ୍ତି। ଫେବ୍ରୁଆରି ୧୪ ତାରିଖରେ ପଞ୍ଜାବରେ ମତଦାନ ଅନୁଷ୍ଠିତ ହେବ ଏବଂ ସେହି ସମୟ ମଧ୍ୟରେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଭୋଟର ରବିଦାସ ଜୟନ୍ତୀ ହେତୁ ବାରାଣାସୀକୁ ଯିବେ। ପଞ୍ଜାବରେ…
ଅଧିକ ଖବର ଦେଖନ୍ତୁ...

ସାପ ଉପରେ ଚଢିଗଲା ଗାଡି: ମଲା ସାପକୁ ଜଗି ରହିଲା ସାଥୀ ସାପ, ସ୍ୱାର୍ଥପର ସମାଜକୁ ସାପ ଶିଖେଇଲା ସମ୍ପର୍କ କଣ ?

ଭୁବନେଶ୍ବର: କିଟମିଟ ଅନ୍ଧାର, ଖାଁ ଖାଁ ରାସ୍ତା । ଦୂରଦୂର ଯାଏଁ ମଣିଷମାନଙ୍କ ଦେଖାଦର୍ଶନ ନାହିଁ, ଯାଆସ ନାହିଁ, ଗାଡି ମଟରର କେଁ କାଁ ନାହିଁ । ରାତି ସାଢେ ୧୦ ପରେ ଶୀତୁଆ ରାତିର ରାଜୁତି ପରେ ସବୁଠି ଶୂନ୍ୟତା । ହେଲେ ଏହି ଶୀତ ଜଡସଡ ରାତିରେ ରାସ୍ତା ଉପରେ ଜାଡକୁ ଖାତିର ନକରି ସାଥିକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଓ ମହାରାଷ୍ଟ୍ରର ଅଧିକାଂଶ ପିଲାଙ୍କଠାରୁ ବାପା-ମା’ଙ୍କୁ ଛଡ଼ାଇ ନେଇଛି କରୋନା

ନୂଆଦିଲ୍ଲୀ: ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି ଯେ, ୨୦୨୦ ଏପ୍ରିଲ ଏକରୁ ଏଯାବତ କୋଭିଡ-୧୯ ଏବଂ ଅନ୍ୟାନ୍ୟ କାରଣରୁ ସମୁଦାୟ ୧,୪୭,୪୯୨ ପିଲା ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି। କୋଭିଡ-୧୯ ମହାମାରୀ ସମୟରେ ପିତାମାତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ କଟକଣା: ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ବନ୍ଦ, ଓଡ଼ିଶାର କଶ୍ମୀର ପର୍ଯ୍ୟଟକଶୂନ୍ୟ

ବ୍ରହ୍ବପୁର: କୋଭିଡ଼୍‌ କଟକଣା ଯୋଗୁଁ ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟ୍‌କୁ ବନ୍ଦ କରାଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳ ଏବେ ପର୍ଯ୍ୟଟକଶୂନ୍ୟ ପାଲଟିଛି।  ଆଉ ପର୍ଯ୍ୟଟକ ନିରାଶ ହୋଇଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଇକୋ…
ଅଧିକ ଖବର ଦେଖନ୍ତୁ...

ନେତା ମାନୁ ନାହାନ୍ତି କରୋନା କଟକଣା; କରୁଛନ୍ତି ନିର୍ବାଚନୀ ସଭା, ପ୍ରଶାସନ ବେଫିକର 

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଞ୍ଚଳରେ କୋଭିଡ଼ କଟକଣା ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ନିର୍ବାଚନୀ ସଭା, ସମାବେଶ ଓ ପ୍ରଚାର ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ସ୍ଥାନୀୟ ବଇଁଚୁଆ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏହାର…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପ୍ରଚାର ବେଳେ କୋଭିଡ ନିୟମ ଉଲ୍ଲଂଘନ କରି ଫଶିଗଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ; ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ନୋଏଡାରେ କଂଗ୍ରେସ ଦଳ ପାଇଁ ପ୍ରଚାର କରୁଥିବା ବେଳେ କୋଭିଡ୍‌ ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ଅନ୍ୟ କେତେକଙ୍କ ବିରୋଧରେ ରବିବାର ପୁଲିସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ଶିକ୍ଷାର୍ଥୀଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ। ବୃଷ: ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ବହୁତ ଆସ୍ଥା…
ଅଧିକ ଖବର ଦେଖନ୍ତୁ...