Daily Archives

January 17, 2022

ବିଦ୍ୟାଳୟର କାନ୍ଥ ଗୁଡିକରେ ମହାପୁରୁଷ ମାନଙ୍କ ସହ ଦେଶର ସମସ୍ତ ରାଷ୍ଟ୍ରପତିଙ୍କ ଫଟୋ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୫ଟି ମାଧ୍ୟମରେ ୬ଟି ବିଦ୍ୟାଳୟକୁ ଉନ୍ନତିକରଣ କରାଯାଇ ମଡେଲ ବିଦ୍ୟାଳୟର ରୂପ ଦିଆଯାଇଥିବା ବେଳେ ଏଠାରେ ପିଲମାନେ ଅନ୍ୟ ଘରୋଇ ସ୍କୁଲ ଭଳି ଶିକ୍ଷା ଲାଭ କରିବେ ବୋଲି ସରକାର ଏଭଳି ଯୋଜନା ପ୍ରଣୟନ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜିଲ୍ଲାର ମାଥିଲି ବ୍ଲକ…
ଅଧିକ ଖବର ଦେଖନ୍ତୁ...

କମିସନ ବାବଦ ଟଙ୍କା ନଦେବାରୁ ବୋମା ଫିଙ୍ଗିଲେ ଦଲାଲ, ଦୁଇ ଆହତ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଳକାଟି ଫାଣ୍ଡି ଅଧୀନ ସରକଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ବ୍ରାହ୍ମଣସୁଆଁଲୋ ମୌଜାରେ ଥିବା ଏକ ପ୍ଲଟିଂ ସ୍କିମ ଆଉଟହାଉସକୁ ଗତକାଲି ଦୁର୍ବୃତ୍ତ ମାନେ ବୋମାମାଡ଼ କରିଛନ୍ତି। ବୋମାମାଡ଼ରେ ଆଉଟହାଉସ ଭିତରେ ଶୋଇଥିବା ୩ ଜଣ କର୍ମଚାରୀଙ୍କ ଭିତରୁ…
ଅଧିକ ଖବର ଦେଖନ୍ତୁ...

ଏକୁଟିଆ ଥିବାବେଳେ ଗୁଗୁଲରୁ ଏହା ଖୋଜନ୍ତି ଝିଅ!

ନୂଆଦିଲ୍ଲୀ: ଏକୁଟିଆ ଥିବାବେଳେ ଝିଅମାନେ ଇଣ୍ଟରନେଟ ଆଡେଇ କଣ ସବୁ ସର୍ଚ୍ଚ କରନ୍ତି ? ଏବାବଦରେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି? ଏବେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଏହାର ସର୍ଚ୍ଚ ଫଳାଫଳଗୁଡିକର ଏକ ରିପୋର୍ଟ ଉପସ୍ଥାପନ କରିଛି, ଯେଉଁଥିରେ ମହିଳାଙ୍କ ଇଣ୍ଟରନେଟ୍ ବ୍ୟବହାର ସହିତ ଜଡିତ ଅନେକ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର: ୨ ଆତଙ୍କବାଦୀ ସହଯୋଗୀ ଗିରଫ; ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ ସୋମବାର ଅୱନ୍ତିପୋରାରୁ ଦୁଇ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଜମ୍ମୁ-କଶ୍ମୀର ପୁଲିସ କହିଛି ଯେ ଏକ ର୍ନିଦ୍ଦିଷ୍ଟ ତଥ୍ୟ୍‌ ଆଧାରରେ ଅୱନ୍ତିପୋରା ପୁଲିସ ସେନାର ୪୨ ଆରଆର…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ କବାଟ ପାଖରେ ଥିବା ଝରକା ଅନ୍ୟଠାରୁ ଅଲଗା କାହିଁକି? ଏହା ପଛରେ ରହିଛି ମଜାଦାର କାରଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଏସିଆର ଦ୍ୱିତୀୟ ବୃହତ୍ତମ ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ। ପ୍ରତିଦିନ ପ୍ରାୟ ୧୦କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି। ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରିଥିବେ, ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଟ୍ରେନ୍ କୋଚରେ କବାଟ ପାଖରେ ଥିବା ଝରକା ଅନ୍…
ଅଧିକ ଖବର ଦେଖନ୍ତୁ...

ବୈପାରିଗୁଡ଼ା ଠାରେ ଲୋକପର୍ବ ପୌଷ ପୂର୍ଣ୍ଣିମା ପାଳିତ

ବୈପାରିଗୁଡା: ଓଡ଼ିଶାରେ ସଂଖ୍ୟାଧିକ ଜାତୀୟ ପର୍ବପର୍ବାଣୀ ପାଳନ ହେଉଥିଲେ ମଧ୍ୟ ଗଣପର୍ବର ଗୁରୁତ୍ବ ଅନନ୍ୟ। ଗଣପର୍ବ ସାଧାରଣତଃ ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରାଯାଏ। ପୌଷ ପୂର୍ଣ୍ଣିମା କୃଷି ସମ୍ବର୍ଦ୍ଧିତ ଏକ ସାମାଜିକ ପର୍ବ। ପ୍ରଥମେ ପାଚିଲା ଧାନକୁ ନେଇ ଓଡ଼ିଶାରେ…
ଅଧିକ ଖବର ଦେଖନ୍ତୁ...

ଦେଶର ଶ୍ରେଷ୍ଠ ୧୦ ଶିଶୁ ବାସପୋଯୋଗୀ ସହର ଭିତରେ ରାଉରକେଲା

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲା ପାଇଁ ଖୁସି ଖବର। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଚାଲିଥିବା ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଭାଗ ନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। କଠିନ ପରସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ରାଜନେତାଙ୍କ ଲାଗି ଦିନଟି ଭଲ। ବୃଷ: ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ବେପାର ବୃଦ୍ଧି ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ମହିଳାମାନେ ଜିନିଷ କିଣିବା ଲାଗି…
ଅଧିକ ଖବର ଦେଖନ୍ତୁ...

ଗୋରଖପୁରରୁ ଯୋଗୀ ଲଢ଼ିବା ବାଧ୍ୟବାଧକତା ନା ମାଷ୍ଟ୍ରରଷ୍ଟ୍ରୋକ! ଜାଣନ୍ତୁ କ’ଣ ଭାବନ୍ତି ସାଧାରଣ ଜନତା ?

ଲଖନଉ: ଉତ୍ତରପ୍ରଦେଶ ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଗଡ଼ ଗୋରଖପୁରରୁ ଟିକେଟ ଦେଇଛି । ଯୋଗୀ ଅଯୋଧ୍ୟା ଏବଂ ମଥୁରାରୁ ପ୍ରତିଦ୍ୱନ୍ଦ୍ୱିତା କରାଯିବ ବୋଲି କଳ୍ପନାଜଳ୍ପନାକୁ ଖଣ୍ଡନ କରି ବିଜେପି ତାଙ୍କୁ ଗୋରଖପୁର ସହରରୁ ଟିକେଟ ଦେଇଛି।…
ଅଧିକ ଖବର ଦେଖନ୍ତୁ...

କାହା ପାଇଁ ସର୍ବନାଶ, କାହା ପାଇଁ ପୁଷମାସ ! କରୋନା କାଳରେ ୧୬ କୋଟି ଲୋକ ଦରିଦ୍ର ପାଲଟିଥିବା ବେଳେ ୧୦ ଧନୀକଙ୍କ…

ନୂଆଦିଲ୍ଲୀ: କରୋନା ବା କୋଭିଡ୍‌-୧୯ ମହାମାରୀ କାରଣରୁ ସମଗ୍ର ବିଶ୍ୱରେ ଦାରିଦ୍ର୍ୟ ଏବଂ ଅସମାନତା ବୃଦ୍ଧି ପାଇଥିବାରୁ ମହାମାରୀର ପ୍ରଥମ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତି ସେମାନଙ୍କ ସଂପତ୍ତିକୁ ଦ୍ୱିଗୁଣିତ କରିଛନ୍ତି ବୋଲି ସୋମବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...