Daily Archives

January 17, 2022

ଆସିଲା ଆଶ୍ବସ୍ତ କଲା ଭଳି ଖବର: ଦିଲ୍ଲୀ ଓ ମୁମ୍ବାଇରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଆସିଲା ଆଶ୍ବସ୍ତ କଲା ଭଳି ଖବର। ଦିଲ୍ଲୀ ଓ ମହାରାଷ୍ଟ୍ରରେ କମୁଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ସନ୍ଧ୍ୟା ୬ଟାରେ ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୨ହଜାର ୫୨୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଯିଏ ଯେତେ ଅଧିକ ପ୍ରାର୍ଥୀ ଜିତାଇବ, ଜିଲ୍ଲା ରାଜନୀତିରେ ତାଙ୍କ ପତିଆରା ସେତେ ଅଧିକ ହେବ !

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ପ୍ରଥମ ଦିନରେ ମୋଟ୍ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ପଦ ପାଇଁ ୨୨ଜଣ, ସମିତି ସଭ୍ୟ ପାଇଁ ୫୧୨, ସରପଂଚ ପାଇଁ ୧୧୨ ଓ ୱାର୍ଡ ମେମ୍ବର ପାଇଁ ୭ହଜାର ୧୧୬ ଜଣ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ରୋକିବାରେ ସଫଳ ହେବ କି ଗଞ୍ଜେଇ? ଆମେରିକାରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଆଜି ସମଗ୍ର ବିଶ୍ୱରେ ଚିନ୍ତା ବଢିଛି | ଏହି ଭୂତାଣୁକୁ କିଭଳି ମୁକାବିଲା କରିହେବ ସେ ନେଇ ଅନୁସନ୍ଧାନ ଜାରି ରହିଛି | ତେବେ ବର୍ତ୍ତମାନ ଏମିତି ଏକ ଗବେଷଣାର ତଥ୍ୟ ସାମ୍ନାକୁ ଆସିଛି ଯାହାକି ନୂତନ ଆଶା ସଞ୍ଚାର କରିଛି | ବର୍ତ୍ତମାନ ଆମେରିକୀୟ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଅର୍ଡର ଦେବା ବେଳେ ଜୋମାଟୋ ଡେଲିଭରି ବୟଙ୍କୁ ଗୁଳି କରି ହତ୍ୟା

ରେୱାରି: ଅନଲାଇନ୍‌ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋର ଜଣେ ଡେଲିଭରି ବୟଙ୍କୁ ଖାଦ୍ୟ ଅର୍ଡର ଡେଲିଭରି ଦେଉଥିବା ସମୟରେ ରେୱାରି ସେକ୍ଟର ୧୯ର ଅନସାଲ ଟାଉନସିପରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ମୋବାଇଲ୍‌ ଏବଂ ମନିପର୍ସ ମଧ୍ୟ ନିଖୋଜ ଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ଘଟଣାକୁ…
ଅଧିକ ଖବର ଦେଖନ୍ତୁ...

ଭାରତରେ ତିଆରି ହେବ ଟେସଲା କାର: ଏଲନ୍ ମସ୍କଙ୍କ ପାଇଁ ଲାଲ ଗାଲିଚା ବିଛାଇଲେ ୫ ରାଜ୍ୟ

ନୂଆଦିଲ୍ଲୀ: ମହାମାରୀ ସମୟରେ ବ୍ୟବସାୟ ପ୍ରସ୍ତାବ ଉପସ୍ଥାପନ କରିବାରେ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମରେ ପରିଣତ ହୋଇଛି । ଗତ ଦୁଇଦିନ ଭିତରେ ଆମେରିକୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କଙ୍କୁ ଭାରତର ରାଜ୍ୟଗୁଡ଼ିକ ଦେଉଥିବା ପ୍ରସ୍ତାବରୁ ଏହା ପ୍ରମାଣିତ…
ଅଧିକ ଖବର ଦେଖନ୍ତୁ...

୬ଫୁଟ ଲମ୍ବ ଅଜଗରକୁ ଗିଳିଦେଲା ୧୧ ଫୁଟିଆ ଅହିରାଜ

ବନ୍ତଳା: ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ କରଡାପଡା ଗ୍ରାମରୁ ଆଜି ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି। ସାପଟି ଅନ୍ୟ ଏକ ଅଜଗର ସାପକୁ ଗିଳିବା ପରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଉଦ୍ଧାର ହୋଇଥିଲା। ସୂଚନା ଅନୁଯାୟୀ ପୃଥିବୀର ସବୁଠୁ ବଡ (ଲମ୍ବ) ବିଷଧର ସାପ ଅହିରାଜର ପ୍ରିୟ…
ଅଧିକ ଖବର ଦେଖନ୍ତୁ...

ନାମ ପୂର୍ବରୁ ରାଜା, ମହାରାଜା ବୋଲି ଲେଖିହେବ କି? କେନ୍ଦ୍ରଠାରୁ ଜବାବ ମାଗିଲେ ହାଇକୋର୍ଟ

ଜୟପୁର: ଦେଶରେ ରାଜତନ୍ତ୍ର ସମାପ୍ତ ହେବା ପରେ ମଧ୍ୟ ପୂର୍ବତନ ରାଜ ପରିବାରର ସଦସ୍ୟଙ୍କ ନାମ ସହିତ ରାଜା, ମହାରାଜା, ରାଜକୁମାର ଏବଂ ନବାବ ଶବ୍ଦର ବ୍ୟବହାରକୁ ନେଇ ରାଜସ୍ଥାନ ହାଇକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି | ପୂର୍ବତନ ଭରତପୁର ରାଜା ମାନ ସିଂଙ୍କ ପୁଅମାନଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ: ୪୪ ହଜାରରେ ସରପଞ୍ଚ ପଦ ହେଲା ବିକ୍ରି! ବଲାଙ୍ଗୀର ପୁଇଁତଳା ବ୍ଲକରୁ ଆସିଲା ସାଂଘାତିକ ଅଭିଯୋଗ

ବଲାଙ୍ଗୀର: ଚାରିଆଡ଼େ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଚାଲିଛି। ହେଲେ ଏଭଳି ସମୟରେ ପଂଚଙ୍କ ସହମତିରେ ସରପଂଚ ହେବା ଘଟଣା ସାମ୍ନାକୁ ଆସିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍‌ ବିଲେଇସର୍ଡା ପଂଚାୟତବାସୀ ତାଙ୍କ ଅଂଚଳରେ କିଏ ସରପଞ୍ଚ ହେବ ତାହା ବାଛିନେଇଛନ୍ତି। ଗାଁର ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଜେଲରେ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ; କାରଣ ଅଜ୍ଞାତ

ନୂଆଦିଲ୍ଲୀ: ଏକ ବର୍ଷ ପୂର୍ବେ ସମୁଦ୍ର ମଧ୍ୟରୁ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗିରଫ ହୋଇଥିବା ଗୁଜୁରାଟର ଜଣେ ୫୦ ବର୍ଷୀୟ ମତ୍ସ୍ୟଜୀବୀଙ୍କର ଅଜ୍ଞାତ କାରଣରୁ ପାକିସ୍ତାନର ଏକ ଜେଲରେ ମୃତ୍ୟୁ ଘଟିଛି। ସୋମବାର ଜଣେ ଅଧିକାରୀ କହିଛନ୍ତି ମୃତକଙ୍କ ନାମ ଜୟନ୍ତୀ ସୋଲାଙ୍କି ଏବଂ ସେ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ୧୧୨୨ ଜଣ ସରପଞ୍ଚ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ

ଭୁବନେଶ୍ବର: ଆଜିଠାରୁ ପଞ୍ଚାୟତ ନିର୍ବଚାନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ନେଇ ପରିବେଶ ଫିକା ପଡିଛି। ଆଜି ରାଜ୍ୟରେ ୮୭୭୨ ଜଣ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ପ୍ରାର୍ଥୀପତ୍ର ଦାଖଲ…
ଅଧିକ ଖବର ଦେଖନ୍ତୁ...