Daily Archives

January 18, 2022

ଥଣ୍ଡାକାକରରେ ପଡ଼ିଥିଲେ ଅସହାୟ ମହିଳା, ଡାକ୍ତରଖାନାରେ ଭର୍ତ୍ତି କରାଇଲେ ସମାଜସେବୀ

ଜୟପୁର: ସ୍ଥାନୀୟ ହାତୀଶାଳ ଅଞ୍ଚଳରେ ଥଣ୍ଡାକାକାରରେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଜଣେ ଅସହାୟ ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ସମାଜସେବୀ ଚିନ୍ମୟୀ ସାହୁ। ବର୍ତ୍ତମାନ ମହିଳା ଜଣକ ଚିକିତ୍ସାଧୀନ ରହିଛନ୍ତି। ମିଳିଥିବା ସୂଚନା ମୁତାବକ, ଅଚେତ…
ଅଧିକ ଖବର ଦେଖନ୍ତୁ...

ମୋଦୀ କେବେ ବାହା ହେବେ ଥରେ ପଚାରୁନାହାନ୍ତି: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦିକା ତଥା ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ଦିନ ଭର୍ଚୁଆଲ ମିଡିଆ ମାଧ୍ୟମରେ ଦଳର କର୍ମୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ତେବେ ପ୍ରିୟଙ୍କା ଆଜି ହସ୍ତିନାପୁର ସିଟରୁ କଂଗ୍ରେସ ପ୍ରାର୍ଥୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ଜସବିନ୍ଦର ମୁଲତାନୀ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଏନଆଇଏ

 ନୂଆଦିଲ୍ଲୀ : ଖଲିସ୍ଥାନୀ ଆତଙ୍କବାଦୀ ଜସବିନ୍ଦର ସିଂ ମୁଲତାନୀ ସଂପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ଗତ ମାସରେ ପଞ୍ଜାବର ଲୁଧିଆନାରେ ହୋଇଥିବା ବୋମା ବିସ୍ଫୋରଣର ସେ ମାଷ୍ଟର ମାଇଣ୍ଡ ଥିବା କୁହାଯାଉଛି । ଗତ ଡିସେମ୍ବର…
ଅଧିକ ଖବର ଦେଖନ୍ତୁ...

ୟୁପି ନିର୍ବାଚନରେ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିବେ ତୃଣମୂଳ ସୁପ୍ରିମୋ ମମତା

ଲକ୍ଷ୍ନୌ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିବେ ଏବଂ ମମତାଙ୍କ ତୃଣମୂଳ କଂଗ୍ରେସ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ ବୋଲି ମଙ୍ଗଳବାର ଦିନ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ପଞ୍ଚାୟତ ଲଢ଼େଇ : ସିଟ୍ ନ ବଢିଲେ କମିବ ସାଂସଦଙ୍କ ପତିଆରା, ମାଳମାଳ ଆଶାୟୀ ବିଜେଡିକୁ ଅଡୁଆ, ସୁରଙ୍କ…

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଉଷ୍ମତା କେବଳ ଗାଁ ଗହଳିରେ ସୀମିତ ନାହିଁ ବରଂ ଏହି ଲଢେଇ ରାଜଧାନୀକୁ ମଧ୍ୟ ବ୍ୟାପିଛି । ରାଜଧାନୀରେ ସବୁ ନେତାଙ୍କ ଘରେ ଏବେ ଆଶାୟୀଙ୍କ ଭିଡ଼ ଲାଗି ରହୁଛି । ଟିକେଟ ଆଶାରେ ଆଶାୟୀ ପ୍ରାର୍ଥୀ ଏବେ ରାଜଧାନୀମୁହାଁ । କିନ୍ତୁ ଏହା ଭିତରେ ରାଜଧାନୀର ଉପକଣ୍ଠରେ…
ଅଧିକ ଖବର ଦେଖନ୍ତୁ...

ଜେଲରେ ରହି ନିର୍ବାଚନ ଲଢ଼ିବେ ସପା ନେତା ଆଜମ ଖାନ

ଲଖନଉ: ସମାଜବାଦୀ ପାର୍ଟିର ନେତା ତଥା ସାଂସଦ ଆଜମ ଖାନ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ରାମପୁରରୁ ଆଜମ ଖାନଙ୍କୁ ଏସପି ଟିକେଟ ଦେଇଛି । ଆଜମ ଖାନ ବର୍ତ୍ତମାନ ସୀତାପୁର ଜେଲରେ ଅଛନ୍ତି। ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ମଧ୍ୟ ସ୍ବାରରୁ ଟିକେଟ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବ କଂପାନିର ଅଭିଜ୍ଞତା ଆପଣଙ୍କ କାମରେ ଆସିବ। ବିବାଦଠୁଁ ଦୂରରେ ରୁହନ୍ତୁ। ଭୂସଂପତ୍ତି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ। ବୃଷ: ଅଧିକ ଭାବପ୍ରବଣ ହେଲେ ଅଶାନ୍ତି ବଢ଼ିବ। ବ୍ୟବସାୟ ମାନ୍ଦା ଧରିବ। ଆର୍ଥିକ ପ୍ରସଙ୍ଗ ନେଇ ସତର୍କ ରୁହନ୍ତୁ। ମନର କଥା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଯୁଦ୍ଧ ଜାହାଜରେ ବିସ୍ଫୋରଣ, ୩ ନୌସେନା କର୍ମଚାରୀ ନିହତ

ମୁମ୍ବାଇ :  ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ରଣବୀରରେ ଆଜି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମୁମ୍ବାଇର ନାଭାଲ ଡକୟାର୍ଡରେ ଥିବାବେଳେ ଏହି ଜାହାଜ ଭିତରେ ଏକ ବିସ୍ଫୋରଣ ହେବାରୁ ୩ ଜଣ ନୌସେନା କର୍ମଚାରୀ ପ୍ରାଣ ହରାଇଛନ୍ତି । ଆଉ କେତେକ ନୌସେନା କର୍ମଚାରୀ ଆହତ ହୋଇ ନୌସେନା…
ଅଧିକ ଖବର ଦେଖନ୍ତୁ...

ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିଠି: କୋଭିଡ୍ ଟେଷ୍ଟିଂ ବଢ଼ାଅ

ନୂଆଦିଲ୍ଲୀ:  କରୋନା ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟସଚିବଙ୍କୁ ଏକ ପତ୍ର ଲେଖି ହଟସ୍ପଟ ଅଞ୍ଚଳରେ ସଠିକ୍ ରଣନୀତି…
ଅଧିକ ଖବର ଦେଖନ୍ତୁ...