ବିଜେପିରେ ଯୋଗ ଦେଲେ ଅବସରପ୍ରାପ୍ତ ସେନା ମୁଖ୍ୟ ଜେନେରାଲ ଜେଜେ ସିଂ
ନୂଆଦିଲ୍ଲୀ: ପୂର୍ବତନ ସେନା ମୁଖ୍ୟ ଜେନେରାଲ ଯୋଗୀନ୍ଦର ଜସୱନ୍ତ ସିଂ ମଙ୍ଗଳବାର ବିଜେପି ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଚଣ୍ଡିଗଡ଼ ଠାରେ ମଙ୍ଗଳବାର ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ସମେତ ଦଳର ଅନ୍ୟ ନେତୃ ବୃନ୍ଦଙ୍କ ଉପସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...