Daily Archives

January 18, 2022

ସାବଧାନ! ଚାଇନା ଡ୍ରୋନ୍‌କୁ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ବ୍ୟବହାର କରିପାରେ ପାକ୍‌; ହାଇ-ଆଲର୍ଟରେ ସୁରକ୍ଷା…

ନୂଆଦିଲ୍ଲୀ: ପାକିସ୍ତାନ ଚୀନ୍‌ ଠାରୁ ଅଧିକ ସଂଖ୍ୟାରେ ଡ୍ରୋନ୍‌ କିଣିଥିବା ଖବର ପ୍ରକାଶ ପାଇବା ପରେ ଏବେ ଦେଶର ସୁରକ୍ଷା ଏଜେନ୍‌ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି। ପାକିସ୍ତାନ ସମ୍ଭବତଃ ଭାରତୀୟ ଅଞ୍ଚଳ ଭିତରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ପକାଇବା ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ: ଦ୍ୱିତୀୟ ଦିନରେ ନାମାଙ୍କନ ଦାଖଲ କଲେ ୧୩,୩୫୬ ପ୍ରାର୍ଥୀ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏଥିରୁ ଓ୍ଵାର୍ଡମେମ୍ବର ଭାବେ ୧୦ ହଜାର ୭୩୪, ସରପଞ୍ଚ ଭାବେ ୧ ହଜାର ୫୪୬, ପଞ୍ଚାୟତ ସମିତି ଭାବେ ୧ ହଜାର ୩୪ ଓ ଜିଲ୍ଲା ପରିଷଦ ସଦସ୍ୟ ଭାବେ ୪୨ ଜଣ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ଦିନେ ଭିକ ମାଗୁଥିଲେ, ଏବେ ଅନେକ ଲୋକଙ୍କ ପେଟ ଭରୁଛନ୍ତି ଏହି ବ୍ୟକ୍ତି

କୋଏମ୍ବାଟୁର: ଦିନେ ପରିସ୍ଥିତିରେ ପଡି ଭିକ ମାଗୁଥିଲେ, ହେଲେ ଏବେ ଅନେକ ଭୋକିଲାଙ୍କ ପେଟକୁ ଅନ୍ନ ଯୋଗାଇଦେଉଛନ୍ତି ଏହି ବ୍ୟକ୍ତି। ଆପଣ ଭାବୁଥିବେ ବୋଧେ ସେ କୌଣସି ଲଟେରୀ ଜିତିଯାଇଛନ୍ତି। କିନ୍ତୁ କଥାଟି ଆଦୌ ସେମିତି ନୁହେଁ। ଆଜି ଆମେ ଆପଣଙ୍କୁ କୋଏମ୍ବାଟୁରର ୪୭ ବର୍ଷୀୟ ବି ମୁରୁଗାନଙ୍କ…
ଅଧିକ ଖବର ଦେଖନ୍ତୁ...

ଗୋଆ ପାଇଁ ‘ଆପ୍‌’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ବୁଧବାର ଘୋଷଣା କରିବେ କେଜ୍ରିଓ୍ଵାଲ

ପାନାଜୀ: ଗୋଆ ବିଧାନସଭା ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତାଙ୍କର ନାମ (ଆସନ୍ତାକାଲି) ବୁଧବାର ପାନାଜୀ ଠାରେ ଆୟୋଜିତ ହେବାକୁ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆମ୍‌ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଗାଁରେ ୨ ଭାଲୁ ପଶିଲେ; ରାତିସାରା ଖେଳାଇଥିଲେ ଆତଙ୍କ, ଲୋକେ ଭୟଭୀତ

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ସହର ଠାରୁ ୫ କିଲୋମିଟର ଦୂରରେ ଥିବା ବଙ୍ଗୀୟ ଗ୍ରାମ ୟୁଭି-୬ ବୁର୍ଜା ଗାଁରେ ସୋମବାର ରାତି ତମାମ ମା’ ଓ ଛୁଆ ୨ଟି ଭାଲୁ ପଶିକି ଆତଙ୍କ ଖେଳାଇଥିଲେ। ଗ୍ରାମର ବିଭିନ୍ନ ଲୋକଙ୍କ ବହୁ ଗଛ ପତ୍ର ମଧ୍ୟ ନଷ୍ଟ କରିଦେଇଥିବା ଜଣ। ପଡ଼ିଛି। ତେଣେ ସକାଳେ ଲୋକେ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଥଣ୍ଡାରେ ବି ପେଙ୍ଗାଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ ଜାରି ରଖିଛି ଚୀନ

ନୂଆଦିଲ୍ଲୀ :  ବିବାଦୀୟ ପେଙ୍ଗାଙ୍ଗ ସୋ (ହ୍ରଦ) ଅଞ୍ଚଳରେ ଚୀନ ପକ୍ଷରୁ ବେଆଇନ ଭାବେ ନିର୍ମାଣ କରାଯାଉଥିବା ପୋଲର ଏକ ନୂଆ ସାଟେଲାଇଟ୍ ଚିତ୍ର ଆସିଛି । ଏହି ଚିତ୍ରରୁ ଜଣାପଡ଼ୁଛି ଯେ ଚୀନ ଏହି ପୋଲ ନିର୍ମାଣରେ ବ୍ୟାପକ ଅଗ୍ରଗତି ହାସଲ କରିଛି । ମାକ୍ସାର ଟେକନଲଜୀସ ପକ୍ଷରୁ ଉଠାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବର୍ଷକ ମଧ୍ୟରେ ରେଳଧାରଣାରୁ ୬୦୦ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ଆରପିଏଫ ଯବାନ

ନୂଆଦିଲ୍ଲୀ: ନିଜ ଜୀବନକୁ ଭୃକ୍ଷେପ କରି ଆରପିଏଫ୍ ଯବାନମାନେ ଗତ ଏକ ବର୍ଷ ମଧ୍ୟରେ ୬୦୧ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି ​​| ଭାରତୀୟ ରେଳବାଇ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସୃଷ୍ଟି ହୋଇଥିବା ସ୍ୱତନ୍ତ୍ର ସୁରକ୍ଷା ବଳ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (ଆରପିଏଫ୍) ମିଶନ ଜୀବନ ରକ୍ଷା…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌ ଟିମ ସମ୍ଭାଳି ପାରନ୍ତି କେ ଏଲ ରାହୁଲ

ନୂଆଦିଲ୍ଲୀ: ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟାକୁ ଏବେ ପ୍ରତିଟି କ୍ରିକେଟ୍ ପ୍ରେମୀ ବେଶ ଉତ୍କଣ୍ଠାର ସହକାରେ ଅପେକ୍ଷା କରି ରହିଛନ୍ତି । ଆଉ ଏହାରି ଭିତରେ ଆଇପିଏଲକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ପ୍ରଫେସରଙ୍କ ଘରୁ ନିଖୋଜ ହୋଇଥିଲା ଶୁଆ, କୁଆଖାଇ ନଦୀ କୂଳରୁ ଉଦ୍ଧାର ହେବା ପରେ ନେଇଗଲା ବନବିଭାଗ

କଟକ: ୧୨ ଦିନ ପରେ ଉଦ୍ଧାର ହୋଇଥିବା ଶୁଆକୁ ନେଇଯାଇଛି ବନବିଭାଗ । ଏଥିପାଇଁ କଟକ ତୁଳସୀପୁର ମଧୁସୂଦନ ନଗରସ୍ଥିତ ପ୍ରଫେସର ସସ୍ମିତା ବେହେରାଙ୍କ ଘରେ ପହଞ୍ଚି ବନବିଭାଗ ଟିମ୍ ନେଇଯାଇଛନ୍ତି। ତେବେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଆଧାରରେ ଘରେ ଶୁଆ ରଖିବା ବେଆଇନ । ତେଣୁ ଶୁଆକୁ ନେବା ପାଇଁ…
ଅଧିକ ଖବର ଦେଖନ୍ତୁ...

କେରଳ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ପ୍ରଜ୍ଞାପନ ମେଢ଼କୁ ଅନ୍ତର୍ଭୁକ୍ତ କରିବା ପାଇଁ କୌଣସି ପୁନର୍ବିଚାର ହେବନାହିଁ:…

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ କେରଳ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁର ପ୍ରଜ୍ଞାପନ ମେଢ଼କୁ ଅନ୍ତର୍ଭୁକ୍ତ ନକରିବା ନିଷ୍ପତ୍ତିକୁ ସଂଶୋଧନ କରାଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ମୋଟ ୧୨ଟି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...