Daily Archives

January 19, 2022

ଭୋଟ ପରିଚୟପତ୍ର ଥିବା ସତ୍ବେ ସରପଂଚ ପ୍ରାର୍ଥୀ ହୋଇ ପାରିଲେନି ପ୍ରମିଳା

ଜୟପୁର: ନିଜ ନିକଟରେ ଭୋଟର ପରିଚୟପତ୍ର ରହିଥିଲେ ସୁଦ୍ଧା ଜଣେ ନିର୍ବାଚନରେ ପ୍ରାର୍ଥୀ ହୋଇ ପାରି ନଥିବା ଅଭିଯୋଗ ଉଠିଛି। ତାଙ୍କୁ ପ୍ରାର୍ଥୀ ହେବାରେ ପ୍ରଶାସନ ଓ ସରକାରୀ କଳ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ଜୟପୁର ବ୍ଲକର ହାଡ଼ିଆ ପଂଚାୟତର ସିରାଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ଚୌଦ୍ୱାରରେ ବ୍ୟବସାୟୀଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି

କଟକ: ଚୌଦ୍ୱାରରେ ବ୍ୟବସାୟୀଙ୍କୁ ଗୁଳିମାଡ କରାଯାଇଥିବା ସୂଚନା ମିଳିଛି। ଗୁଳିମାଡରେ ସୁନା ବ୍ୟବସାୟୀ ଆହତ ହୋଇଛନ୍ତି। ତାଙ୍କ ଗୋଡରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ଘଟିଛି ଚୌଦ୍ୱାରର ଗାନ୍ଧି ଛକ ନିକଟରେ।…
ଅଧିକ ଖବର ଦେଖନ୍ତୁ...

ରାଉରକେଲାକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ

ରାଉରକେଲା: ବିଶ୍ବସ୍ତରରେ ଉପଲବ୍ଧି ପଇଁ ରାଉରକେଲା ଏବେ ଚର୍ଚ୍ଚାର ଶିରୋଣାମା ଭିତରେ। ରାଉରକେଲାକୁ ଏବେ ଚାରି ଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ପ୍ରତିଯୋଗିତାରେ ଦେଶର ଏକମାତ୍ର ସହରଭାବେ ରାଉରକେଲା ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ମନ ଆଧ୍ୟାତ୍ମିକ ଭାବନାରେ ମଗ୍ନ ରହିବ। କୌଣସି ନୂଆ କାମ ପାଇଁ ଯୋଜନା କରିବେ। ପ୍ରିୟତମଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ବୃଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦିଗୁଣା ହେବ। ବାକିଥିବା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବା…
ଅଧିକ ଖବର ଦେଖନ୍ତୁ...

ଆଚରଣ ବିଧି ଉଲ୍ଲଂଘନ ମହଙ୍ଗା ପଡ଼ିଲା; ପ୍ରାର୍ଥୀ ଓ ଅନ୍ୟ ୫୯ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବୁଧବାର ଦିନ ନିର୍ବାଚନ ଆୟୋଗର ଆଦର୍ଶ ଆଚରଣ ବିଧି ଏବଂ କରୋନାଭାଇରସ୍‌ ନିୟମ ଉଲ୍ଲଂଘନ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ଏବଂ ତାଙ୍କର ଅନ୍ୟ ୫୯ ଜଣ ସହଯୋଗୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଉତ୍ତରପ୍ରଦେଶର ଶାମଲି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା…
ଅଧିକ ଖବର ଦେଖନ୍ତୁ...

ପୁଅ ଗିରଫ ହେବା ପରେ ୪ମାସ ହେଲା ସୋସିଆଲ ମିଡିଆ‌ରୁ ଦୂରରେ ଥିବା ଶାହାରୁଖ ଇନଷ୍ଟାରେ କଲେ ଏଭଳି ପୋଷ୍ଟ

ମୁମ୍ବାଇ: ମୁମ୍ବାଇ କ୍ରୁଜରେ ଚାଲିଥିବା ଡ୍ରଗ୍ ପାର୍ଟିରୁ ଗିରଫ ‌ହୋଇଥିଲେ ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ୍। ପୁଅର କାମ ପାଇଁ ବିବାଦୀୟ ହୋଇପଡ଼ିଥିବା ଶାହାରୁଖ ନିଜକୁ ଫିଲ୍ମ ଓ ସୋସିଆଲ ମିଡିଆରୁ ଦୂରେଇ ରଖିବା ସହ ତାଙ୍କ ହାତରୁ ଅନେକ ବିଜ୍ଞାପନ ଚାଲିଯାଇଥିଲା। ହେଲେ…
ଅଧିକ ଖବର ଦେଖନ୍ତୁ...

ଓଭର ବ୍ରିଜ୍‌ ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

କଟକ: ବେଗ ଅନୁସାରେ ଗଡୁଥିଲା ଗାଡି । କେହି କିଛି ବୁଝିବା ଆଗରୁ ହଠାତ୍ କେମିତି କେଜାଣି ଜଳିବାକୁ ଲାଗିଲା କାର । ଚଳନ୍ତା ଅବସ୍ଥାରେ ହୁତୁ ହୁତୁ ହୋଇ ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ଏପରି ଘଟଣା ଘଟିଛି କଟକ ମଧୁପାଟଣା ଓଭର ବ୍ରିଜ ନିକଟରେ ଜଳନ୍ତା କାରରେ ନିଆଁ। ସୂଚନା…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚ ପଦ ପାଇଁ ଆଶାୟୀ ଅଧିକ; ନେତାଙ୍କ ପାଇଁ ବଢ଼ୁଛି ଚାପ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟ ଶେଷ ହେବା ପାଇଁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ସମୟ ସରି ଆସୁଥିବାରୁ ଦଳୀୟ ସମର୍ଥନ ପାଇଁ ବିଧାୟକ ଓ ନେତାଙ୍କ ପାଖରେ ଆଶାୟୀ ପ୍ରାର୍ଥୀ ଭିଡ ଜମାଉଛନ୍ତି । କିନ୍ତୁ ଚଳିତ ଥର ଜିଲ୍ଲା ପରିଷଦ, ସମିତି ସଭ୍ୟଙ୍କ ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...

ଭାରତକୁ ୩୧ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ପାର୍ଲ : ଦକ୍ଷିଣ ଆଫ୍ରିକାର ପାର୍ଲଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୧ ରନରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ଦ୍ବାରା ରଖା ଯାଇଥିବା ୨୯୭ ରନର ବିଜୟ ଲକ୍ଷ୍ୟ ଜବାବରେ ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୬୫ ରନ…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ଟେନିସରୁ ସାନିଆ ମିର୍ଜାଙ୍କ ଅବସର ଘୋଷଣା

ହାଇଦ୍ରାବାଦ : ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଅନ୍ତର୍ଜାତୀୟ ଟେନିସରୁ ଅବସର ଘୋଷଣା କରିଛନ୍ତି । ଚଳିତ ଅନ୍ତର୍ଜାତୀୟ ସିଜିନ ତାଙ୍କର ଶେଷ ସିଜିନ ହେବ ବୋଲି ସେ କହିଛନ୍ତି । ଶରୀର ଆଉ ଅଷ୍ଟ୍ରେଲିଆ ଓପନ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରୁ ସେ ବାଦ ପଡ଼ିବା ପରେ  ଏହି ଘୋଷଣା…
ଅଧିକ ଖବର ଦେଖନ୍ତୁ...