Daily Archives

January 20, 2022

ଏକ ଦଶନ୍ଧି ପରେ ଚିତ୍ରକୋଣ୍ଡାରେ ନିର୍ବାଚନ: ଲଢ଼ିବେ ପ୍ରାର୍ଥୀ, ଭୋଟ ଦେବେ ଜନତା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତକ ଦଳଗୁଡିକରେ ଯେତିକି ଉଷ୍ଣତା ବୃଦ୍ଧିପାଇଛି। ସେହି ତୁଳନାରେ ଲୋକଙ୍କ ମଧ୍ୟରେ ମଧ୍ୟ ନିର୍ବାଚନକୁ ନେଇ ଉତ୍ସାହ ବଢୁଥିବା ଦେଖିବାକୁ ମିଳିଛି। କିଏ ବିଜୟୀ ହେବ, କିଏ ହାରିବ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

କାବୁଲ ଏୟାର ଷ୍ଟ୍ରାଇକର ଭିଡିଓ ଜାରି କଲା ପେଣ୍ଟାଗନ

ଓ୍ବାସିଂଟନ : ଗତ ବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଉପରେ ଆମେରିକା କରିଥିବା ଏୟାର ଷ୍ଟ୍ରାଇକର ଭିଡିଓ ଜାରି କରିଛି ଆମେରିକୀୟ ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ । ଆଇଏସ ଆତଙ୍କବାଦୀଙ୍କୁ ନିପାତ ପାଇଁ ଏହି ଏୟାରଷ୍ଟ୍ରାଇକ କରାଯାଇଥିଲେ ବି ଏଥିରେ ୧୦ ଜଣ ସାଧାରଣ ନାଗରିକ…
ଅଧିକ ଖବର ଦେଖନ୍ତୁ...

ମାତା ପିତାଙ୍କ ଠାରୁ ଅଲଗା ରହିଲେ ମିଳିବ ୨୦ ହଜାର

ମାଦ୍ରିଦ୍: ସ୍ପେନ ଦେଶରେ ଜିନିଷର ଦାମ୍ ବଢିବା ସହ ବେରୋଜଗାରୀ ହୁହୁ ହୋଇ ବଢିବାରେ ଲାଗିଛି । ଏହା ସହିତ ଯୁବଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ଯେଉଁମାନେ ଚାକିରି କରିବା ସହିତ ନିଜ ମାତା ପିତାଙ୍କ ସହିତ ରହୁଛନ୍ତି । ଯୁବଗୋଷ୍ଠୀ ନିଜ ମାତା ପିତାଙ୍କ ସହିତ ରହିବାର କାରଣ ହେଉଛି…
ଅଧିକ ଖବର ଦେଖନ୍ତୁ...

କାଠ ଫାଳିଆରେ ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ

ରାଉରକେଲା: ଘରୋଇକଳିକୁ କେନ୍ଦ୍ରକରି ପୁଅର କାଠ ଫାଳିଆ ମାଡରେ ବାପର ମୃତ୍ୟୁ ହୋଇଛି। ଏମିତି ଅଭାବନୀୟ ଘଟଣା ଘଟିଛି ବିଶ୍ରା ବ୍ଲକରେ। ମୃତ ଜଣକ ହେଲେ ବିଶ୍ରା ଥାନା ଅନ୍ତର୍ଗତ ବାଙ୍ଗରୁକେଲାର ମଙ୍ଗଲ ମୁଣ୍ଡାରୀ (୫୫)। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବିଶ୍ରା ଡାକ୍ତରଖାନାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ପରୀକ୍ଷା ଶସ୍ତା ହେଲା, ଏବେ ଏ‌ତିକି ଟଙ୍କାରେ କରାଇ ହେବ ପରୀକ୍ଷା

ନୂଆଦିଲ୍ଲୀ: କରୋନା ପରୀକ୍ଷା କରିବା ହେଲା ଶସ୍ତା । ଏବେ ଖୁବ କମ ଟଙ୍କାରେ ଆପଣ କରାଇପାରିବେ ନିଜର କରୋନା ପରୀକ୍ଷା। ପୂର୍ବରୁ କରୋନା ପରୀକ୍ଷା ପାଇଁ ଲୋକଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏବେ ମାତ୍ର ୩୦୦ଟଙ୍କାରେ କରୋନା ପରୀକ୍ଷା କରିହେବ। ତେବେ ଏହି…
ଅଧିକ ଖବର ଦେଖନ୍ତୁ...

ପୁଣି ରାଜରାସ୍ତାରେ ଗର୍ଜିଲେ ଓଡିଆ ପାଇକ; ବିଦ୍ରୋହକୁ ମାନ୍ୟତା ମିଳିଲାନି, ମେଢକୁ ବି ନା

ଭୁବନେଶ୍ବର: ଆନ୍ଦୋଳନ ଏକ କିନ୍ତୁ ପ୍ରସଙ୍ଗ ଅଲଗା । ରାଜରାସ୍ତାରେ ପୁଣି ଗର୍ଜିଲେ ଓଡିଆ ପାଇକ । ପୂର୍ବରୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନମିଳିବାରୁ କରିଥିଲେ ପ୍ରତିବାଦ । ଆଉ ଏବେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପାଇକ ବିଦ୍ରୋହ ସମ୍ବଳିତ ଓଡିଶାର…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ: ବିଦେଶରେ ଚାକିରି କରିଥିଲେ କମ୍ପ୍ୟୁଟର ସାଇନସ୍ ଇଂଜିନିୟର, ହେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ  

ନବରଙ୍ଗପୁର: ଜଣେ ମହିଳା ଡାକ୍ତରଙ୍କ ପରେ ଅନ୍ୟ ଜଣେ ଉଚ୍ଚଶିକ୍ଷିତ ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ କମ୍ପ୍ୟୁଟର ସାଇନସ୍ ଇଂଜିନିଏର ରତିକାନ୍ତ ପଣ୍ଡା। ନବରଙ୍ଗପୁର ଜିଲ୍ଲାରେ ତେନ୍ତୁଳିଖୁଣ୍ଟି ବ୍ଲକ ଜୋନ୍ ନଂ ୨ରେ ବିଜେଡିରୁ ଟିକେଟ୍ ପାଇ ଆଜି ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅଙ୍ଗଦାନ ଶିବିର ପାଇଁ ‘ଓଡିଶା-ମୋ ପରିବାର’ର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଆବାହକ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଙ୍ଗଦାନ ଶିବିରର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବଡି ଆଣ୍ଡ ଅର୍ଗାନ୍ ଡୋନେସନ୍ ସୋସାଇଟି ଅଫ ଇଣ୍ଡିଆର ସଭାପତି ପ୍ରଭାସ ଆଚାର୍ଯ୍ୟଙ୍କ ସମେତ ଓଡ଼ିଶା ମୋ ପରିବାରର…
ଅଧିକ ଖବର ଦେଖନ୍ତୁ...

ଲିଭିଯିବ ଇଣ୍ଡିଆ ଗେଟଠାରେ ଥିବା ଅମର ଜଓ୍ବାନ ଜ୍ୟୋତି, ଜାତୀୟ ସମର ସ୍ମାରକ ଜ୍ୟୋତିରେ ବିଲୀନ ହେବ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଏକ ପ୍ରସିଦ୍ଧ ସ୍ଥାନ ହେଉଛି ଇଣ୍ଡିଆ ଗେଟ ପାଖରେ ଜଳୁଥିବା ଅମର ଜଓ୍ବାନ ଜ୍ୟୋତି । ଏହାର ମୁଖ୍ୟ ଆକର୍ଷଣ ହେଉଛି ୧୯୭୧ରୁ ଅବିରତ ଜଳିଥିବା ଏକ ଅଗ୍ନି ଶିଖା । ଦେଶ ପାଇଁ ବଳୀଦାନ ଦେଇଥିବା ସହିଦ ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୭୧ରେ ଏହାର ସ୍ଥାପନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର ବିଚାରକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରନ୍ତୁ। ଧୀରେ କୁହନ୍ତୁ କିନ୍ତୁ ସ୍ପଷ୍ଟ କୁହନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ। ବୃଷ: ଉପଯୁକ୍ତ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଲାଭଦାୟକ ହେବ। ବିବାଦଠୁଁ ଦୂରରେ ରୁହନ୍ତୁ। ବାହନ…
ଅଧିକ ଖବର ଦେଖନ୍ତୁ...