ସ୍ବାଭିମାନ ଅଂଚଳରେ ନକ୍ସଲକୁ ଭୟ ନକରି ପ୍ରାର୍ଥୀ ପତ୍ର ଦାଖଲ କଲେ ପ୍ରାର୍ଥୀ, କଡା ସୁରକ୍ଷାରେ ନିର୍ବାଚନ ହେବ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଅତି ସମ୍ବେଦନଶୀଳ ଅଂଚଳ ଭାବେ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତ।ଗତ ପଞ୍ଚାୟତ ନିର୍ବାଚନରେ ସରକାର କିମ୍ବା ପ୍ରଶାସନ ଏଠାରେ ନିର୍ବାଚନ କରାଇପାରିନଥିଲେ।ଯାହାଫଳରେ ଦୀର୍ଘ ବର୍ଷ ଧରି ଏଠାରେ କୌଣସି ଲୋକ ପ୍ରତିନିଧି ନଥିଲେ।ଗୁରୁପ୍ରିୟା ସେତୁ ହେବା ପରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...