Daily Archives

January 22, 2022

ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତିକୁ ମାନିଲେନି ଟିକାଇ ଓ ସବିତା 

କୋରାପୁଟ: ସୁସ୍ଥ ଲୋକତନ୍ତ୍ର ଚାହୁଁଥିବା ଓଡ଼ିଶାରେ ଏହି ସର୍ବଦଳୀୟ ନେତୃବୃନ୍ଦ କାହିଁକି ଇଲେକ୍ସନ ବଦଳରେ ସିଲେକ୍ସନ କରିବାକୁ ଚାହୁଁଛନ୍ତି। କାହିଁକି କୋଟିଆ ପଞ୍ଚାୟତର ପ୍ରତିଟି ୱାର୍ଡସଭ୍ୟ, ସମିତି ସଭ୍ୟ ଓ ସରପଞ୍ଚ ପଦବୀକୁ ସିଲେକ୍ସନ ମାଧ୍ୟମରେ କରିବାକୁ ଚାହୁଁଛନ୍ତି ତାହା ଅସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ସ୍କାନ ଷ୍ଟିଲ ଫର୍ନେସ ବିସ୍ଫୋରଣ ଘଟଣା: ରାଉରକେଲା ଆଇଜିଏଚରେ କ୍ରେନ୍ ଚାଳକ ମୃତ

ସୁନ୍ଦରଗଡ଼: କୁତ୍ରା ନିକଟ ଗଙ୍ଗାଜଳଠାରେ ଅବସ୍ଥିତ ସ୍କାନ ଷ୍ଟିଲର ବୁଡ଼ାକଟା ୟୁନିଟ-୨ ଚତୁର୍ଥ ଫର୍ନେସରେ ୨୧ ତାରିଖ ସକାଳ ୯ଟାରେ ଘଟିଥିବାଥ ଭୟଙ୍କର ବିସ୍ଫୋରଣରେ ୩ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ ଭର୍ତ୍ତି କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପରିଚାଳନାରେ ପ୍ରଶାସନ ପକ୍ଷରୁ ଦେଖିବାକୁ ମିଳୁନାହିଁ ଆବଶ୍ୟକ ତତ୍ପରତା, ନାମାଙ୍କନପତ୍ର ଯାଞ୍ଚରେ ବିଳମ୍ବ

ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ଆଜି ନାମାଙ୍କନପତ୍ରର ଯାଞ୍ଚ କରାଯାଇଛି। ତେବେ ନିର୍ବାଚନ ନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ତତ୍ପରତା କିମ୍ବା ଗମ୍ଭୀରତା ଦେଖିବାକୁ ମିଳୁନାହିଁ। ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କାଶ୍ମୀରର ସୋପିଆଁରେ ଏନକାଉଣ୍ଟର; ୨ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ ଭାରତୀୟ ସୁରକ୍ଷାବାହିନୀର ଯବାନମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର ସହିତ ସମ୍ପୃକ୍ତ ୨ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।  କିଲବଲ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ୨ ଆତଙ୍କବାଦୀ ପ୍ରାଣହରାଇଛନ୍ତି । ଜମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ୱେଷ୍ଟଇଣ୍ଡିିଜ କ୍ରିକେଟ୍ ଦଳର ଭାରତ ଗସ୍ତରେ କେବଳ ଅହମଦାବାଦ ଓ କୋଲକାତାରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଯୋଗୁଁ ୱେଷ୍ଟଇଣ୍ଡିଜର କ୍ରିକେଟ ଦଳର ଭାରତ ଗସ୍ତ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ଏହି ସିରିଜର ମ୍ୟାଚ୍ ଗୁଡିକ ୬ଟି ସହର ବଦଳରେ ୨ଟି ସହରରେ ଖେଳାଯିବ ବୋଲି ବିସିସିଆଇ ନିର୍ଦ୍ଧାରିତ କରିଛି । ବିସିସିଆଇ କହିଛି, ଦିନିକିଆ ସିରିଜର ତିନୋଟିି ଯାକ…
ଅଧିକ ଖବର ଦେଖନ୍ତୁ...

ଚା’ରେ ନିଶା ଦେଇ ରେଳଯାତ୍ରୀଙ୍କଠୁ ଲୁଟ୍‌, ଗୁରୁତର ଯାତ୍ରୀ ରାଞ୍ଚି ରିମ୍‌ସରେ ଭର୍ତ୍ତି

ରାଉରକେଲା: ଟ୍ରେନ୍‌ରେ ଘରକୁ ଫେରୁଥିବା ଜଣେ ଦିନ ମଜୁରିଆ ଲୁଟ୍‌ର ଶିକାର ହୋଇଛନ୍ତି। ଅଜଣା ଯୁବକ ଜଣକ ଚା’ରେ ନିଶା ଦେଇ ଦିନ ମଜୁରିଆଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟ୍‌ କରି ନେଇିଥବା ବନ୍ଧମୁଣ୍ଡା ରେଳବାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଲିଖିତ ଅଭିଯୋଗ ଆଧାରରେ…
ଅଧିକ ଖବର ଦେଖନ୍ତୁ...

୩ୟ ଲହରରେ ମୃତ୍ୟୁବରଣ କରିଥିବା ୬୦% କରୋନା ଆକ୍ରାନ୍ତ ଟିକା ନେଇନଥିଲେ : ସର୍ଭେ

ନୂଆଦିଲ୍ଲୀ : କରୋନା ଓ ଟିକାକରଣ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସୁଛି । ୩ୟ ଲହରରେ ଯେତେ ଲୋକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ତାହାର ପ୍ରାୟ ୬୦ ପ୍ରତିଶତ ଲୋକ ଆଦୌ ଟିକା ନେଇନଥିଲେ ଅଥବା ଗୋଟିଏ ପାନ (ଡୋଜ) ଟିକା ନେଇଥିଲେ । ପୁଣି ମୃତକଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ନାଁ ନ ନେଇ ପ୍ରିୟଙ୍କାଙ୍କ ଛୁଆକୁ ‘ରେଡ଼ିମେଡ଼ ବେବି’ କହି ବିବାଦରେ ଫସିଲେ ତସଲିମା

ନୂଆଦିଲ୍ଲୀ: ‘ସରୋଗେସି’ ଜରିଆରେ ସେ ଓ ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଗୋଟିଏ ସନ୍ତାନର ପିତାମାତା ହୋଇଥିବା କଥା ଶୁକ୍ରବାର ରାତିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ । ୨୦୧୮ରେ ବିବାହ କରିଥିବା ପ୍ରିୟଙ୍କା ଏବଂ ନିକ୍‌ଙ୍କର ଏହା ହେଉଛି ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଡ୍ରୋନ ଆକ୍ରମଣର ପ୍ରତିଶୋଧ ନେଲା ସାଉଦି ଆରବ: ହୁତି ବିଦ୍ରୋହୀଙ୍କ ଉପରେ ବୋମାବର୍ଷଣ; ୭୭ ନିହତ ଓ ୧୪୬ ଆହତ

ଆବୁଧାବି : ୟେମେନର ହୁତି ବିଦ୍ରୋହୀଙ୍କ ଉପରେ  ସାଉଦି ଆରବର ମିଳିତ ବାହିନୀ କ୍ରମାଗତ ଚତୁର୍ଥ ଦିନ ଧରି ଏଆରଷ୍ଟ୍ରାଇକ୍ ଜାରି ରଖିଛି । ଏଥିରେ ୭୭ ଜଣ ନିହତ ହୋଇଛନ୍ତି ଓ ୧୪୬ ଜଣ ଆହତ ହୋଇଛନ୍ତି । ସାଉଦି ମିଳିତ ବାହିନୀର ଆକ୍ରମଣରେ ଏତେ ସଂଖ୍ୟକ ଆହତ ହୋଇଛନ୍ତି ଯେ ସହରର ୩ଟି ହସ୍ପିଟାଲ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଲହରରେ ସର୍ବାଧିକ: ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୪୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୪୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତୃତୀୟ ଲହରରେ ଏହି ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୧୧,୪୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଗତକାଲିକାଲିର ସଂଖ୍ୟାଠାରୁ ୭% ଅଧିକ। ଗତକାଲି…
ଅଧିକ ଖବର ଦେଖନ୍ତୁ...