Daily Archives

January 23, 2022

ମାଛ ବେପାରୀଙ୍କ ବେକରେ ଭୁଜାଲି ଲଗାଇ ଲୁଟି‌ନେଲେ ୪ ହଜାର ଟଙ୍କା

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଅଗ୍ନିଶମ ସେବା କେନ୍ଦ୍ର ସମ୍ମୁଖ ରାସ୍ତାରେ ଆଜି ଭୋର ୪ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଜଣେ ମାଛ ବେପାରୀଙ୍କ ବେକରେ ଭୁଜାଲି ଲଗାଇ ତାଙ୍କ ନିକଟରେ ଥିବା ୪ ହଜାର ଟଙ୍କା ଓ ମୋବାଇଲ ଫୋନ ଛନାଇ ନେଇଛନ୍ତି। ଟଙ୍କା ଏବଂ ମୋବାଇଲ ଫୋନ ଲୁଟି ନେବା ପରେ…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ବିଜେପିରେ ଗୋଷ୍ଠୀ କନ୍ଦଳ, ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲେ ନାକଚ ଜିଲ୍ଲା ପରିଷଦ ପ୍ରାର୍ଥୀ ମୀନାକ୍ଷୀ

ଆଠଗଡ:  ଗତ ୨୦ ତାରିଖରେ ଆଠଗଡ ବ୍ଲକ ୧ ନମ୍ବର ଜୋନରୁ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ରୂପେ ମୀନାକ୍ଷୀ ଜେନା ନାମାଙ୍କନ ପତ୍ର ଦାଖଲ କରିଥିଲେ। ପୁର୍ନଃବାର ୨୧ ତାରିଖରେ ଉକ୍ତ ଜୋନରେ ସନ୍ତୋଷିନୀ ଜେନା ଦଳୀୟ ଟିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ୨୨ ତାରିଖରେ ଯାଞ୍ଚ ପରେ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ରାଉରକେଲା : କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଜମୁନାନାକୀ ଶଙ୍ଖ ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକେ ୧୪୩ ନଂ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି। ଉପଯୁକ୍ତ କ୍ଷତିପୂରଣ ଓ ଧକ୍କା ଦେଇଥିବା ଗାଡିକୁ…
ଅଧିକ ଖବର ଦେଖନ୍ତୁ...

ଅଟୋ ଡ୍ରାଇଭର ପାଖରୁ ଶିଖ, ନିଜ ସିଇଓଙ୍କୁ ପରାମର୍ଶ ଦେଲେ ଆନନ୍ଦ ମହିନ୍ଦ୍ରା

ଚେନ୍ନାଇ: ଆଜିକାଲି ଚେନ୍ନାଇର ଜଣେ ଅଟୋ ଡ୍ରାଇଭର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ଏହି ଡ୍ରାଇଭରକୁ ଦେଶର ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଶଂସା କରିଛନ୍ତି। ଭାଇରାଲ୍ ଭିଡିଓ ରିଟ୍ୱିଟ କରିବାବେଳେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ ଏହି ଅଟୋ…
ଅଧିକ ଖବର ଦେଖନ୍ତୁ...

ଏସବୁ ସମସ୍ୟାକୁ ଦୂର କରେ ପିଆଜ ଓ ଅଦା ରସ

ନୂଆଦିଲ୍ଲୀ: ପିଆଜ ଏବଂ ଅଦା ରସ ଅନେକ ସମସ୍ୟା ଦୂର କରିବାରେ ଲାଭଦାୟକ ହୋଇଥାଏ। ଏହା ହଜମ ପ୍ରକ୍ରିୟାରେ ଉନ୍ନତି ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ପିଆଜ ଏବଂ ଅଦା ରସ ଅତ୍ୟନ୍ତ ଲାଭଦାୟକ । ଏଥିସହିତ ଏହା ରକ୍ତହୀନତା ସମସ୍ୟା ଦୂର କରିବାରେ ସହାୟକ…
ଅଧିକ ଖବର ଦେଖନ୍ତୁ...

ଦୀପକ ଚାହରଙ୍କ ଲଢୁଆ ବ୍ୟାଟିଂ ଦେଇପାରିଲାନି ବିଜୟ, ଦକ୍ଷିଣ ଆଫ୍ରିକାଠାରୁ ୩-୦ରେ ଦିନିକିଆ ଶୃଙ୍ଖଳା ହାରିଲା ଭାରତ

କେପଟାଉନ: ଯୁବ ବ୍ୟାଟ୍‌ସମ୍ୟାନ୍‌ ଦୀପକ ଚାହରଙ୍କ ଉଦ୍ୟମ ଭାରତକୁ ବିଜୟ ଦେଇ ପାରି ନାହିଁ। ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ କେପ୍‌ଟାଉନ୍‌ର ନିଉଲ୍ୟାଣ୍ଡସ୍‌ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ୩ୟ ତଥା ‌‌ଶେଷ ଦିନିକିଆରେ ଭାରତ ୪ ରନ୍‌ରେ ପରାସ୍ତ ହୋଇଛି। ଏଥି ସହିତ ଦକ୍ଷିଣ ଆଫ୍ରିକା…
ଅଧିକ ଖବର ଦେଖନ୍ତୁ...

ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କରୋନା ଆକ୍ରାନ୍ତ ହେଲେ ସଂସଦ ଭବନର ୮୭୫ ଜଣ କର୍ମଚାରୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ମାତ୍ର ୮ଦିନ ବାକି ଥିବା ବେଳେ ସଂସଦ ଭବନରେ ହୋଇଛି କରୋନା ବିସ୍ଫୋରଣ। ସଂସଦ ଭବନର ୮୭୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହେବାକୁ ଥିବା ବେଳେ ଜାନୁଆରି ୨୦ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରଣ କରି ଅଜ୍ଞାତ ଯୁବକ ରୋକିଲେ ଟ୍ରେନ୍‌, ମୁମ୍ବାଇ-ହାୱଡା ଲାଇନ୍‌ରେ ୨ ଘଣ୍ଟା ରେଳ ସେବା ବାଧାପ୍ରାପ୍ତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା କାରୋ ପୋଲ ନିକଟରେ ଅଜଣା ବ୍ୟକ୍ତି ଡେଟୋନେଟର ବିସ୍ଫୋରଣ କରିଥିଲେ। ଲାଲ ପତାକା ଦେଖାଇ ଟ୍ରେନ୍‌ ରୋକିଥିଲେ। ଅଜ୍ଞାତ ଯୁବକ ଜଣକ ଏଭଳି ଘଟଣା ଘଟାଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଏହାର ଟେର୍‌ ପାଇ ପାରି ନଥିଲେ। ଗତକାଲି ଏମିତି…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ପରେ ଅନେକ ବ୍ୟକ୍ତିତ୍ୱଙ୍କ କୃତିତ୍ୱକୁ ଲୁଚାଇଦିଆଯାଇଥିଲା: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି | ଏହି ଉନ୍ମୋଚନ କରିବାବେଳେ ପୂର୍ବ କଂଗ୍ରେସ ସରକାରଙ୍କୁ ମଧ୍ୟ ଇସାରା ଇସାରାରେ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭବିଷ୍ୟତ ଲାଗି ଯୋଜନା ତିଆରି ପାଇଁ ଭଲ ଦିନଟିଏ। ଚାକିରିରେ ଦରମା ବଢ଼ିପାରେ। ବେପାରରେ ଉନ୍ନତିର ଅବସର ପାଇବେ। ବୃଷ: ପୂର୍ବରୁ କରି ଆସୁଥିବା କାମରେ ଲାଭ ପାଇବେ। ଚାକିରିରେ ପ୍ରଭୁତ୍ବ ବୃଦ୍ଧି ହେବ। ଜୀବନସାଥୀ ଉପରେ ବିଶ୍ବାସ ବଜାୟ ରଖନ୍ତୁ ଏବଂ ତାଙ୍କୁ ବୁଝିବାକୁ…
ଅଧିକ ଖବର ଦେଖନ୍ତୁ...