Daily Archives

January 23, 2022

୨୬ବର୍ଷର ପୁଅକୁ ପିଠିରେ ବସାଇ ବିଶ୍ବ ଭ୍ରମଣ କରାଉଛି ମା’

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପର୍ଥରେ ରହୁଥିବା ଜିମି ଅନ୍ତରମ ଦୁନିଆର ଅନେକ ସ୍ଥାନ ବୁଲିଛନ୍ତି। କିନ୍ତୁ ସେସବୁ ସ୍ଥାନକୁ ସେ ନିଜ ମା’ଙ୍କ ପିଠିରେ ବସି ମା’ ଆଖିରେ ଦେଖିଛନ୍ତି। କାରଣ ଜିମି ପିଲାଟି ବେଳୁ ଦୃଷ୍ଟିଶକ୍ତି ହରାଇ ଥିଲେ। ସେଥିପାଇଁ ମା’ ନିକି ୨୬ବର୍ଷ ପୁଅ ଜିମିଙ୍କୁ ପିଠିରେ ବସାଇ…
ଅଧିକ ଖବର ଦେଖନ୍ତୁ...

ରାତିରେ ସ୍ଵେଟର ପିନ୍ଧି ଶୋଉଛନ୍ତି କି? ଜାଣନ୍ତୁ ଶରୀର ପାଇଁ ଏସବୁ କ୍ଷତି ହୋଇପାରେ

ଏବେ ଶୀତ ଋତୁ ଚାଲିଥିବାବେଳେ ବାହାରେ ବହୁତ ଥଣ୍ଡା ଅନୁଭୂତ ହେଉଛି | ଶୀତ ଋତୁରେ ଶରୀରକୁ ଗରମ ରଖିବା ପାଇଁ, ଲୋକମାନେ ଶୀତବସ୍ତ୍ର ପିନ୍ଧନ୍ତି, ଯାହାଦ୍ୱାରା ଶରୀରର ଉତ୍ତାପ ଯେଭଳି ବାହାରକୁ ଯିବ ନାହିଁ | ପ୍ରକୃତରେ ଆପଣ ପିନ୍ଧୁଥିବା ସ୍ଵେଟର ହିଟ କଣ୍ଡକ୍ଟର ହୋଇଥାଏ ଯାହା ଶରୀରରୁ…
ଅଧିକ ଖବର ଦେଖନ୍ତୁ...

ମାଟି ମାଆର ମୋହ: ପୁଲିସ ଅଫିସର ଚାକିରି ଛାଡ଼ି ସମିତିସଭ୍ୟ ପ୍ରାର୍ଥୀ ହେଲେ ରବିଶଙ୍କର  

ଗୁଣପୁର: ୨୦୧୯ରେ ବିଧାୟକ ଟିକେଟ୍ ପାଇଁ ଆଶାୟୀ ଥିଲେ। ସଫଳ ହେଲେନି। ଏବେ ସମିତିସଭ୍ୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ରାମନାଗୁଡ଼ା ବ୍ଲକରେ ବିକାଶର ମଙ୍ଗ ଧରିବାକୁ ଇଚ୍ଛା ରଖିଛନ୍ତି। ମାଟି ମାଆର ସେବା ଓ ବିକାଶ ପାଇଁ ପୁଲିସ୍ ଅଫିସର ଚାକିରି ଛାଡ଼ି ନିର୍ବାଚନ ମଇଦାନକୁ ଓହ୍ଲାଇ ଚର୍ଚ୍ଚାକୁ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେବା ପରେ ବୋହୂ ଅପର୍ଣ୍ଣାଙ୍କୁ ମୁଲାୟମ୍‌ ସିଂହ ଯାଦବ ଦେଲେ ଏଭଳି ପରାମର୍ଶ

ଲକ୍ଷ୍ନୌ: ଜାନୁଆରି ୧୯ରେ ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ୍‌ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ‘ବିଜେପି’ରେ ଯୋଗ ଦେଇଥିଲେ। ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅପର୍ଣ୍ଣା ‘ବିଜେପି’ରେ ଯୋଗ ଦେଉଛନ୍ତି ବୋଲି ମିଳୁଥିବା ଉଡ଼ା ଖବରକୁ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

‘ପୁଷ୍ପା ଦ ରାଇଜର’ର ଷ୍ଟାର ଅଲ୍ଲୁ ଅର୍ଜୁନ୍‌ଙ୍କ ଏହି ସିନେମାକୁ ମାଗଣାରେ ଦେଖି ପାରିବେ ଦର୍ଶକ

ନୂଆଦିଲ୍ଳୀ : ‘ପୁଷ୍ପା ଦ ରାଇଜର’ର ହିନ୍ଦୀ ଡବିଂ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ସିନେମାରେ ଅଲ୍ଲୁ ଅର୍ଜୁନ୍‌ଙ୍କ ସଂଳାପ , ଗୀତ ଓ ନୃତ୍ୟକୁ ଦର୍ଶକ ବେଶ ପସନ୍ଦ କରିଥିବା ସହିତ ସୋସିଆଲ ମିଡିଆରେ ବି ଟ୍ରେଣ୍ଡ ଚାଲିଛି । ଏହାରି ମଧ୍ୟରେ ଅଲ୍ଲୁ ଅର୍ଜୁନ୍‌ଙ୍କ ସିନେମା ‘ଅଲ୍ଲା…
ଅଧିକ ଖବର ଦେଖନ୍ତୁ...

ସିଆରପିଏଫ ପ୍ରଜ୍ଞାପନ ମେଢ ମାର୍ଚ୍ଚିଂ କଣ୍ଟିଜେଣ୍ଟରେ ଦୁଇ ଓଡ଼ିଆ ମହିଳା

ନୂଆଦିଲ୍ଲୀ: ଗତବର୍ଷ ଭଳି ଏଥର ମଧ୍ୟ ୭୩ତମ ସାଧାରଣତନ୍ତ୍ର ଦିବସର ଜାତୀୟ ପରେଡରେ ଦିଲ୍ଳୀର ରାଜପଥରେ ବିଶ୍ବର ସବୁଠାରୁ ବଡ ଅର୍ଦ୍ଧ ସାମରିକ ବାହିନୀ (ପାରାମିଲିଟାରି ଫୋର୍ସ) କେନ୍ଦ୍ରୀୟ ରିର୍ଜଭ ପୁଲିସ ବାହିନୀ (ସିଆରପିଏଫ)ର ପ୍ରଜ୍ଞାପନ ମେଢ ଗଡିବ। ସିଆରପିଏଫର ପ୍ରଜ୍ଞାପନ ମେଢର…
ଅଧିକ ଖବର ଦେଖନ୍ତୁ...

ଦେଶରେ କମିଲା ଆର-ଭାଲ୍ୟୁ’, ୧୪ଦିନରେ ଶୀର୍ଷ ଛୁଇଁବ ତୃତୀୟ ଲହର: ଆଇଆଇଟି ମାଡ୍ରାସ

ନୂଆଦିଲ୍ଲୀ: ଆସିଲା ଖୁସି ଖବର। ଭାରତରେ 'ଆର-ଭାଲ୍ୟୁ' ଜାନୁଆରି ୧୪ରୁ ଜାନୁଆରି ୨୧ମଧ୍ୟରେ ୧.୫୭ କୁ ହ୍ରାସ ପାଇଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହା ସହ ଆଗାମୀ ଦୁଇ ସପ୍ତାହ ପ‌ରେ ଦେଶରେ ତୃତୀୟ ଲହର…
ଅଧିକ ଖବର ଦେଖନ୍ତୁ...

ଅରୁଣାଚଳ ପ୍ରଦେଶରୁ ହଜିଥିବା ବାଳକ ମିଳିଲା ଚୀନରୁ; ଭାରତକୁ ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ସେନା ଦାବି କରିଛି ଅରୁଣାଚଳ ପ୍ରଦେଶରୁ ହଜିଥିବା ବାଳକକୁ ଚୀନର ସେନା ବାହିନୀ ପିପୁଲ୍ସ ଲିବେରେସନ ଅଫ୍ ଆର୍ମି(ପିଏଲଏ) ପାଇଛି । ଏହି ନାବାଳକର ନାମ ମିରମ ତରୋନ ଓ ସେ ୧୭ ବର୍ଷୀୟ ବୋଲି ଚିହ୍ନଟ କରାଯାଇଛି । ତରୋନକୁ ଅରୁଣାଚଳ ପ୍ରଦେଶ ସିୟୁଙ୍ଗଲାର ଲୁଙ୍ଗଟା ଜୋର…
ଅଧିକ ଖବର ଦେଖନ୍ତୁ...

ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା, ସାମ୍ବିଧାନିକ ଅଧିକାର ପାଇଁ ଆମରଣ ଅନଶନ ଚେତାବନୀ

ଭଦ୍ରକ: ସାମ୍ବିଧାନିକ ଅଧିକାର ପାଇଁ ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତ ରସାଳପୁର ଗ୍ରାମର ଅନେକ ଗ୍ରାମବାସୀ ଆମରଣ ଅନଶନ କରିଵା ପାଇଁ ଚେତାବନୀ ଦେଇଛନ୍ତି। ଗ୍ରାମର ୫୪ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ। ସୂଚାନୁଯାଇ ଭଦ୍ରକ ବ୍ଲକ କେଦାରପୁର…
ଅଧିକ ଖବର ଦେଖନ୍ତୁ...

ବିହାରର ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍ ପାଇଁ ଛାତ୍ରଙ୍କୁ ବଣ୍ଟାଗଲା ଟଙ୍କା !

ପାଟନା: ବିହାରର ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍ ପାଇଁ ଛାତ୍ରଙ୍କୁ ବଣ୍ଟାଗଲା ଟଙ୍କା। ଏହି ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ବିହାରର ସାରଣ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସାନିଟାରୀ ନାପକିନ୍ ପାଇଁ ଆସିଥିବା ଟଙ୍କା ଛାତ୍ରମାନଙ୍କୁ ବଣ୍ଟନ…
ଅଧିକ ଖବର ଦେଖନ୍ତୁ...