Daily Archives

January 23, 2022

କମୁଛି କରୋନା: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୦୮୪୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୩୨

ଭୁବନେଶ୍ୱର: ଲଗାତାର ୩ୟ ଦିନରେ କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୮୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧…
ଅଧିକ ଖବର ଦେଖନ୍ତୁ...

ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସୂଚନା

ନୂଆଦିଲ୍ଲୀ: ୯୨ ବର୍ଷିୟ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବୟସ ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟି ରଖି ତାଙ୍କୁ ଆଇସିୟୁରେ ଡାକ୍ତରଙ୍କ କଡା ନୀରିକ୍ଷଣରେ ରଖାଯାଇଛି। କିଛିଦିନ ତଳେ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବାର କୁହାଯାଉଥିଲା। ତେବେ ଲତାଙ୍କ ଚିକିତ୍ସା କରୁଥିବା…
ଅଧିକ ଖବର ଦେଖନ୍ତୁ...

‘ଇଣ୍ଡିଆ ଗେଟ୍‌’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ମା’ର ସାହସୀ ପୁଅ ନେତାଜୀ ସୁଭାଷ…
ଅଧିକ ଖବର ଦେଖନ୍ତୁ...

ଗାଁ ଲୋକଙ୍କୁ ଦେଖି ବିଚଳିତ ହୋଇପଡ଼ିଲା ଭାଲୁ, ଗଛ ଉପରକୁ ଚଢ଼ିଗଲା

ଉମରକୋଟ: ଗଛରେ ଚଢ଼ିଛି ଭାଲୁ। ଏଥିପାଇଁ ଗ୍ରାମବାସୀ ଆତଙ୍କିତ ଦେଖାଯାଇଛନ୍ତି। ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ। ଏକ ନିମ୍ବ ଗଛ ଉପରେ ଏକ ଭାଲୁ ଚଢ଼ି ଯାଇଛି । ମିଳିଥିବା ସୂଚନା ଅନୁସାରେ ଗତରାତିରେ…
ଅଧିକ ଖବର ଦେଖନ୍ତୁ...

ପାଣିପାଗ ବିଭାଗ କଲା ସତର୍କ: ଭାରତକୁ ମାଡ଼ି ଆସୁଛି ବିଶାଳକାୟ ଧୂଳି ଝଡ଼

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ କଲା ସତର୍କ। ଭାରତକୁ ମାଡ଼ି ଆସୁଛି ବିଶାଳକାୟ ଧୂଳି ଝଡ଼। ପାକିସ୍ତାନର କରାଚୀରେ ତାଣ୍ଡବ ରଚିବା ପରେ ଏବେ ଭାରତ ମୁହାଁ‌ ହୋଇଛି ଧୂଳି ଝଡ଼। ଭାରତର ଦକ୍ଷିଣ ରାଜସ୍ଥାନ ଓ ଗୁଜୁରାଟରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।…
ଅଧିକ ଖବର ଦେଖନ୍ତୁ...

୩ୟ ଦିନିକିଆ: ଭାରତକୁ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା, ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସର୍ବାଧିକ ୩…

କେପଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳା ଯାଉଥିବା ତୃତୀୟ ତଥା ଶୃଙ୍ଖଳାର ଶେଷ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୭ ରନ୍ କରି ଅଲଆଉଟ୍ ହୋଇଛି । ଭାରତ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ଠିକରେ ନିଦ ହୋଇ ନଥିବାରୁ ଷ୍ଟେସନରେ ଟ୍ରେନ ଛିଡା କରାଇ ଶୋଇବାକୁ ଚାଲିଗଲେ ଡ୍ରାଇଭର

ବରେଲୀ: ନିଦ ଠିକରେ ହୋଇନଥିବାରୁ ଷ୍ଟେସନରେ ଟ୍ରେନ ଛିଡା କରାଇ ଶୋଇବାକୁ ଚାଲିଗଲେ ଡ୍ରାଇଭର | ଟ୍ରେନରେ ଶତାଧିକ ଯାତ୍ରୀ ଥିଲେ ବି ଟ୍ରେନ ଡ୍ରାଇଭର ଏଥିପ୍ରତି ଦୃଷ୍ଟି ନ ଦେଇ ୩ ଘଣ୍ଟା ପାଇଁ ଶୋଇବାକୁ ଚାଲିଯାଇଥିଲେ | ଉତ୍ତରପ୍ରଦେଶର ବରେଲୀରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ନେତାଜୀଙ୍କ ଜୟନ୍ତୀରେ ମାଡ ମରାମରି ହେଲେ ବିଜେପି ଓ ଟିଏମସିଙ୍କ ସମର୍ଥକ

କୋଲକତା: ପଶ୍ଚିମବଙ୍ଗର ଭାଟପାରାରେ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଏକ କାର୍ଯ୍ୟକ୍ରମ ସମୟରେ ଟିଏମସି ଓ ବିଜେପିର ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଛି । ଦୁଇ ଦଳର ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ମାଡଗୋଳ ମଧ୍ୟ ହୋଇଥିଲା ବୋଲି ସୂଚନା ମିଳିଛି । ପୁଲିସ ଘଟଣା ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ହରିୟାନା ପୁଲିସର ଦାଦାଗିରି, ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଭିତରେ ଅଭାବନୀୟ ଦୃଶ୍ୟ। ସାମ୍ବାଦିକଙ୍କୁ ବନ୍ଧୁକ ଦେଖାଇ ମାରିବାକୁ ଗୋଡାଇଲା ହରିଆନା ପୁଲିସ। ମିଳିଥିବା ସୂଚନା ମୁତାବକ ହରିୟାଣାରେ ଘଟିଥିବା ଏକ ଅପରାଧୀକ ମାମଲାରେ ହରିଆନା ପୁଲିସ ଖନ୍ତାପଡ଼ା ଥାନା ସଠି ଗାଁର ଜଣେ ଅଭିଯୁକ୍ତଙ୍କ ଘରେ ଗତକାଲି…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ା‌ ଓ ଛେଳି ପଲଙ୍କ ମଧ୍ୟରେ ଫସିଗଲେ ଅକ୍ଷୟ

ନୂଆଦିଲ୍ଲୀ: ଅକ୍ଷୟ କୁମାର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ସେ ନିଜ ପ୍ରଶଂସକଙ୍କ ପାଇଁ ଅନେକ ସମୟରେ ମଜାଳିଆ ପୋଷ୍ଟ ସେୟାର କରିଥିବା ଦେଖିବାକୁ ମିଳିଛି। ଅକ୍ଷୟଙ୍କ ପ୍ରତ୍ୟେକ ପୋଷ୍ଟକୁ ତାଙ୍କ ଫ୍ୟାନମାନେ ବେଶ ପସନ୍ଦ ବି କରିଥାଆନ୍ତି। ନିକଟରେ ଅଭିନେତା ଏକ ନୂତନ ଭିଡିଓ ସେୟାର…
ଅଧିକ ଖବର ଦେଖନ୍ତୁ...