Daily Archives

January 24, 2022

ସ୍କାନ ଷ୍ଟିଲ ଫର୍ନେସ ବିସ୍ଫୋରଣ ଘଟଣା, ଅପମୃତ୍ୟୁ ମାମଲା ରୁଜୁ କରି ପ୍ରଶ୍ନ ଘେରରେ ପୁଲିସ

ସୁନ୍ଦରଗଡ଼ : ସ୍କାନ ଷ୍ଟିଲର ବୁଡ଼ାକଟା ୟୁନିଟ-୨ ଚତୁର୍ଥ ଫର୍ନେସ ବିସ୍ଫୋରଣରେ ଗୁରୁତର କ୍ରେନ ଚାଳକ ବାଳମକୁନ୍ଦ ସିଂଙ୍କ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ ମୃତ୍ୟୁ ପରବର୍ତ୍ତୀ ଘଟଣାକ୍ରମରେ କୁତ୍ରା ପୁଲିସ, ଶ୍ରମ ବିଭାଗ ଓ ପ୍ରଶାସନର କାର୍ଯ୍ୟଶୈଳୀ ଏବେ ଚର୍ଚ୍ଚାରେ।…
ଅଧିକ ଖବର ଦେଖନ୍ତୁ...

ମଠ ମନ୍ଦିରରେ ପ୍ରସାଦ ଖୁଆଇ ଓ ପାଦୁକ ଛୁଆଁଇ ଭୋଟରଙ୍କୁ ଶପଥ କରାଉଛନ୍ତି ପ୍ରାର୍ଥୀ

ବାଲିଅନ୍ତା :ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବାଲିଅନ୍ତାର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ନିଜ ନିଜର ସମର୍ଥକଙ୍କୁ ସାଙ୍ଗରେ ଧରି ଘରକୁ ଘର ବୁଲି ଭୋଟଭିକ୍ଷା କରୁଛନ୍ତି। ଭୋଟରମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ନିଜ ମହିଳା ପ୍ରତିନିଧିଙ୍କୁ ଅଶାଳୀନ ଭାଷାରେ ଗାଳିଦେଲେ ଜୁଏଲ ! ପ୍ରତିବାଦରେ ପାର୍ଟି ଅଫିସ୍‌ ଭଙ୍ଗାରୁଜା‌, ଥାନାରେ…

ରାଉରକେଲା : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ଭିତରେ ସେତିକି ଅନ୍ତର୍ଦ୍ବନ୍ଦ ଦେଖା ଦେଉଛି। ଆଜି ଏମିତି ଏକ ଘଟଣା ଘଟିଛି ରାଉରକେଲା ଜିଲ୍ଲା ବିଜେପି ଅଫିସ୍‌ରେ। ଅଭିଯୋଗ ଅନୁସାରେ, ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ଅଧା ସତ, ଅଧା ଗପ: ଏହି ଗଛର ପତ୍ର ଖାଇ ତାନସେନ ହୋଇପାରିଥିଲେ ସଙ୍ଗୀତ ସମ୍ରାଟ

ଭଲ ସଙ୍ଗୀତ ଶୁଣିବା ଦ୍ୱାରା ମନକୁ ବହୁତ ଶାନ୍ତି ମିଳିଥାଏ | ସଙ୍ଗୀତ ଶୁଣିବା ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହୋଇଯାଏ | ବ୍ୟକ୍ତି ଚାପମୁକ୍ତ ହୁଏ ଓ ସତେଜ ଅନୁଭବ କରେ | ସଙ୍ଗୀତ ଜଗତରେ ତ ଅନେକ କଳାକାର ଅଛନ୍ତି କିନ୍ତୁ, ତାନସେନଙ୍କ ସଂଗୀତର ଯାଦୁ ଏମିତି ଥିଲା ଯାହାକୁ ଏପର୍ଯ୍ୟନ୍ତ କେହି ଗାଇ…
ଅଧିକ ଖବର ଦେଖନ୍ତୁ...

ଅଖିଳେଶ ଶୁଣିଲେ ନାହିଁ ଜଣେ ମା’ର ଗୁହାରି, ଘୋଷାଡି ଘୋଷାଡି ମହିଳାଙ୍କୁ କାର୍ଯ୍ୟାଳୟରୁ କରାଗଲା ବାହାର

ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସୁରକ୍ଷା ଏବଂ ମହିଳାଙ୍କ ସମ୍ମାନର ବାର୍ତ୍ତା ଦେଉଥିବା ସମାଜବାଦୀ ପାର୍ଟି ଜଣେ ମା’ର ଯନ୍ତ୍ରଣାକୁ ଅଣଦେଖା କରିଛି। କେବଳ ଏତିକି ନୁହେଁ, ପୀଡ଼ିତା ମା’ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ କାର୍ଯ୍ୟାଳୟରେ ପହଞ୍ଚିବାରୁ ତାଙ୍କୁ ଘୋଷାଡି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ଶାନ୍ତି ଫେରିବାରେ ବିଏସଏଫର ରହିଛି ପ୍ରମୁଖ ଭୂମିକା, ଜଗି ରହିଛି ୨୮ଟି ବିଏସଏଫ କ୍ୟାମ୍ପ

ମାଲକାନଗିରି: ମାଲକାନଗିରି ଜିଲ୍ଲା  ନକ୍ସଲ ଗଡ ଭାବେ ପରିଚିତ ଥିଲା। ଦିନ ଥିଲା ନକ୍ସଲ ସଂପୂର୍ଣ୍ଣ ମାଲକାନଗିରିକୁ ନିଜର ସୁରକ୍ଷିତ ଆଡ୍ଡା ଭାବେ ବାଛି ନେଇଥିଲେ। ସୀମାନ୍ତ ଛତିଶଗଡରେ ଘଟଣା ଘଟାଇ ମାଲକାନଗିରିରେ ଲୁଚି ରହୁଥିଲେ ନକ୍ସଲ୍। ସେତେବେଳେ ସୁରକ୍ଷା ବ୍ୟବସ୍ଥା ସେତେ ଭଲ ନଥିଲା,…
ଅଧିକ ଖବର ଦେଖନ୍ତୁ...

ଶୋଇବା ଦ୍ବାରା ମଧ୍ୟ କମାଇ ହେବ ଓଜନ, ଜାଣନ୍ତୁ କେମିତି

ଆଜିକାଲି ଅନେକ ଲୋକ କହୁଛନ୍ତି ଯେ ସେମାନେ ଘରେ ବସିବସି ମୋଟା ହୋଇଗଲେଣି। ସେମାନଙ୍କର ଓଜନ ବି ବଢିଯାଉଥିବା କହନ୍ତି। ଏଥିରୁ ରକ୍ଷା ପାଇବା ଲାଗି କେହିକେହି ଅନେକ ଉପାୟ ବି ଅବଲମ୍ବନ କରୁଛନ୍ତି। ଯଦି କେହି ଆପଣଙ୍କୁ ଓଜନ କମ୍‌ କରିବାକୁ ପରାମର୍ଶ ଦେବେ, ତେବେ ଦୌଡ଼ିବାକୁ, ଜଗିଂ…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ ପତ୍ର ଖାରଜ ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଆପ ପ୍ରାର୍ଥୀ

ନୂଆଦିଲ୍ଲୀ: ନାମାଙ୍କନ ପତ୍ର ଖାରଜ ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଆମ୍ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ | ରିଟର୍ଣ୍ଣିଂ ଅଫିସର ନାମାଙ୍କନ ପତ୍ରକୁ ଖାରଜ କରିବା ପରେ ଆପର ଜଣେ ପ୍ରାର୍ଥୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆଜି ମୁଜାଫରନଗରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

୧୫-୧୮ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା : ସୁନ୍ଦରଗଡ଼ ଜିଲ୍ଲାର ୫୨ ହଜାର ନେଲେଣି ପ୍ରଥମ ଡୋଜ୍ 

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବୟସ ବର୍ଗର ସଚେତନ କିଶୋର କିଶୋରୀମାନେ ଆଗ୍ରହର ସହ ଟିକାକରଣ କେନ୍ଦ୍ରକୁ ଆସି କୋଭିଡ୍ ଟିକା ନେଉଛନ୍ତି। ଜାନୁଆରି ୩ରୁ ୨୩ ତାରିଖ ମଧ୍ୟରେ ଏହି ବର୍ଗର ୫୨ ହଜାର ୮୩୨ ଜଣ ପୁଅ ଓ ଝିଅ କୋଭିଡ୍ର ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। କୋଭିଡ୍…
ଅଧିକ ଖବର ଦେଖନ୍ତୁ...

ଆର୍‌ଜିଏଚ୍‌ କ୍ୟାଣ୍ଟିନକୁ ଏଫଏସଏସଏଆଇ ପକ୍ଷରୁ ‘ଇଟ୍ ରାଇଟ୍ କ୍ୟାମ୍ପସ’ ପ୍ରମାଣପତ୍ର

ରାଉରକେଲା : ଇଟ୍ ସ୍ମାର୍ଟ ସିଟି ଚାଲେଞ୍ଜ ଅଧୀନରେ ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ)ର କ୍ୟାଣ୍ଟିନକୁ ‘ଇଟ୍ ରାଇଟ୍ କ୍ୟାମ୍ପସ’ ପ୍ରମାଣପତ୍ର ମିଳିଛି। ଖାଦ୍ୟ ପ୍ରସ୍ତୁତିରେ ସ୍ୱଚ୍ଛତା ଏବଂ ଶୁଦ୍ଧତା ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ (ଏଫଏସଏସଏଆଇ)…
ଅଧିକ ଖବର ଦେଖନ୍ତୁ...