Daily Archives

January 25, 2022

ଖାଦ୍ୟ କମ୍ ହେବାରୁ କିମ୍ ଜଙ୍ଗ୍ ଲୋକଙ୍କଠାରୁ ମାଗିଲେ ମାନବ ମଳ, ନଦେଲେ ଦେବାକୁ ପଡ଼ିବ ଜରିମାନା

ପ୍ୟଙ୍ଗ୍ୟାଙ୍ଗ୍: ଉତ୍ତର କୋରିଆରେ ଏବେ ଖାଦ୍ୟ ଅଭାବ ଦେଖା ଦେଇଛି। ତେଣୁ ଉତ୍ତର କୋରିଆର ଏକଛତ୍ରବାଦୀ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ଦେଶରେ ଏକ ଅଜବ ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି ଦେଶର ପ୍ରତ୍ୟେକ ସକ୍ଷମ ନାଗରିକ ଖତ ପାଇଁ ୨୦୦ କିଲୋ ମାନବ ମଳ ଯୋଗାଇବେ। ଏପରି ନକଲେ ପ୍ରତି…
ଅଧିକ ଖବର ଦେଖନ୍ତୁ...

୧୫ ବର୍ଷ ପୁରୁଣା ସର୍ବସାଧାରଣରେ ଅଶ୍ଳୀଳ ଆଚରଣ ମାମଲାରେ ଶିଳ୍ପା ନିର୍ଦ୍ଦୋଷରେ ଖଲାସ

ମୁମ୍ବାଇ: ମୁମ୍ବାଇର ଏକ ଅଦାଲତ ପ୍ରାୟ ୧୫ ବର୍ଷ ପୁରୁଣା ଅଶ୍ଳୀଳ ଆଚରଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଶିଳ୍ପା ହଲିଉଡ ଅଭିନେତା ରିଚାର୍ଡ ଗେରେଙ୍କ ଶିକାର ହୋଇଥିବା ଜଣାପଡିଛି। ଏପରିକି ଶିଳ୍ପାଙ୍କ…
ଅଧିକ ଖବର ଦେଖନ୍ତୁ...

ପଦ୍ମଶ୍ରୀ ପାଇବା ପରେ ପୁରସ୍କାରର ଶ୍ରେୟ ପ୍ରଭୁ ଜଗନ୍ନାଥ ଓ ଗୁରୁମାନଙ୍କୁ ଦେଲେ ଶ୍ୟାମାମଣି

ଭୁବନେଶ୍ବର : ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଆନନ୍ଦ ପ୍ରକାଶ କରିଛନ୍ତି ବର୍ଷିୟାନ୍ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ । ଓଡ଼ିଶୀ ସଂଗୀତକୁ ଲୋକପ୍ରିୟ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶ୍ୟାମାମଣୀ ଦେବୀ  ସମ୍ବାଦ଼ ଡଟ ଇନକୁ ଟେଲିଫୋନ ଯୋଗେ ପ୍ରତିକ୍ରିୟା ଦେଇ ସେ…
ଅଧିକ ଖବର ଦେଖନ୍ତୁ...

ନର୍ସ ରୋଗୀଙ୍କୁ ଠିକ କରିବା ପାଇଁ ଆପଣାଇଲେ ଏଭଳି ଉପାୟ, ଲୋକେ କଲେ ପ୍ରଶଂସା

ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଭଗବାନଙ୍କର ଅନ୍ୟ ଏକ ରୂପ ବୋଲି କୁହାଯାଇଥାଏ। ଯେତେବେଳେ ବି କୌଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ ରୋଗୀଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ପରିବାରଲୋକ ଚିକିତ୍ସା ପାଇଁ ନେଇ ଯାଇଥାଆନ୍ତି। ଡାକ୍ତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା…
ଅଧିକ ଖବର ଦେଖନ୍ତୁ...

୨୦୨୨ ଆରମ୍ଭରୁ ପଦ୍ମଶ୍ରୀ ସମ୍ମାନ ପାଇ ମୁଁ ବହୁତ ଖୁସି ଅନୁଭବ କରୁୁଛି: ପ୍ରମୋଦ ଭଗତ

ଭୁବନେଶ୍ବର: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବା ପୂର୍ବରୁ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ କହିଛନ୍ତି, ସମସ୍ତଙ୍କର ସ‌ହଯୋଗ ପାଇଁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି।। ୨୦୨୨ ଆରମ୍ଭରୁ ପଦ୍ମଶ୍ରୀ ସମ୍ମାନ ପାଇ ମୁଁ ବହୁତ ଖୁସି ଅନୁଭବ କରୁୁଛି। ରାଜ୍ୟବାସୀ ଏମିତି…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଔଷଧୀୟ ଗଛ ଲଗାଇ ଚାଷୀ ରୋଜଗାର କରି ପାରିବେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଭାରତରେ ୫୫ରୁ ୬୦ ପ୍ରତିଶତ ଜନସଂଖ୍ୟା ଚାଷ ଉପରେ ନର୍ଭର କରନ୍ତି। ଗତ କିଛିବର୍ଷ ମଧ୍ୟରେ ଦେଖିବାକୁ ମିଳୁଛି ପାରମ୍ପରିକଗତ ଚାଷରେ ଅଧିକ ଲାଭ ନହେବା କାରଣରୁ ଅଧିକ ଚାଷୀ ଔଷଧୀୟ ଗଛର ଚାଷ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି। ଏଥିସହିତ ସରକାରଙ୍କ ପକ୍ଷରୁ ବି ଔଷଧୀୟ ବୃକ୍ଷକୁ…
ଅଧିକ ଖବର ଦେଖନ୍ତୁ...

ପଦ୍ମ ପୁରସ୍କାର ଘୋଷିତ, ତାଲିକାରେ ୭ ଓଡ଼ିଆ, ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଗତ ମାସରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜେନେରାଲ ବିପିନ ରାଓ୍ବତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସଫଳତା ଲାଭ କରିଥିବା ଓଡ଼ିଶାର ୭ ଜଣ ପରିଚିତ…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ର ଦିବସ ପୂର୍ବରୁ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ, ୩ଜଣ ସାଧାରଣ ନାଗରିକ ଆହତ

ନୂଆଦିଲ୍ଲୀ: ସନ୍ଦେହ ହେଲା ସତ | ପୂର୍ବରୁ ଗଣତନ୍ତ୍ର ଦିବସରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ସୂଚନା ମିଳିଥିବା ବେଳେ ଏବେ ତାହା ସତ ହୋଇଛି | ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଆତଙ୍କବାଦୀମାନେ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି…
ଅଧିକ ଖବର ଦେଖନ୍ତୁ...

ସଫଳ ନକ୍ସଲ୍ ଅପରେସନ୍ ପାଇଁ ଓଡ଼ିଶାର ୯ ପୁଲିସ୍ କର୍ମଚାରୀ ପାଇବେ ସାହସିକତା ପଦକ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନ ପାଇଁ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ରାଜ୍ୟର ୯ ଜଣ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ମିଳିବ। ଏହି ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟକ୍ତିମାନେ ହେଲେ ଓଏପିଏଫ୍ ସ୍ୱର୍ଗତ…
ଅଧିକ ଖବର ଦେଖନ୍ତୁ...

କୋଭିଡ ଟିକାକୁ ଲୋକମାନେ ଏକ ଗଣ ଆନ୍ଦୋଳନରେ ପରିଣତ କରିଛନ୍ତି : ରାଷ୍ଟ୍ରପତି

ନୂଆଦିଲ୍ଲୀ : କୋଭିଡ୍ ଟିକାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶର ଲୋକମାନେ ଶ୍ରେୟର ହକଦାର ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଭାଷଣ ରଖି ସେ କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ଡାକ୍ତର, ନର୍ସ,…
ଅଧିକ ଖବର ଦେଖନ୍ତୁ...