Daily Archives

January 26, 2022

ଆଜାଦିର ଅମୃତ ମହୋତ୍ସବ ଅବସରରେ ୭୫୭୫ଟି ଦୀପ ପ୍ରଜ୍ଵଳନ କଲା ଏବିଭିପି

ପୁରୀ: ଏବିଭିପି ତରଫରୁ ପୁରୀରେ ସ୍ୱାଧୀନତାର ୭୫ତମ ବର୍ଷ ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ସ୍ୱାଧୀନତାରେ ନିଜ ସର୍ବସ୍ବ ଉତ୍ସର୍ଗୀକୃତ କରିଥିବା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ "ଦେଶ ପାଇଁ ଦୀପ ଟିଏ" କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଗୁଣ୍ଡିଚା ମନ୍ଦିର ଶରଧାବାଲିରେ ୭୫୭୫ଟି ଦୀପ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୁନ୍ଦରଗଡ଼ର ଅବଦାନ ଅତୁଳନୀୟ: ମନ୍ତ୍ରୀ ସୁଶାନ୍ତ ସିଂହ

ସୁନ୍ଦରଗଡ଼: ସୁନ୍ଦରଗଡ଼ସ୍ଥିତ ରିଜର୍ଭ ପୁଲିସ ପଡ଼ିଆଠାରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ପାଳନ କରାଯାଇଛି। ଏହି ଜିଲ୍ଲାସ୍ତରୀୟ ସମାରୋହରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ  ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଏକଦିବସୀୟ ଓ ଟି-୨୦ ଦଳର ନେତୃତ୍ବ ନେବେ ରୋହିତ, ବୁମରା ଓ ଶାମିଙ୍କୁ ବିଶ୍ରାମ

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଫେବୃଆରି ୬ରୁ ଆରମ୍ଭ ହେଉଥିବା‌ ଏହି ସିରିଜର ୩ଟି ଦିନିକିଆ ଅହମ୍ମଦାବାଦରେ ଏବଂ ଫେବୃଆରି ୧୬ରୁ କୋଲକାତାରେ ୩ଟି ଟି-୨୦ ମ୍ୟାଚ…
ଅଧିକ ଖବର ଦେଖନ୍ତୁ...

ରେଲୱେ ଏନଟିପିସି ସିବିଟି-୧ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ସମସ୍ୟାକୁ ବିଚାର କରିବା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ କମିଟି…

ନୂଆଦିଲ୍ଲୀ : ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ଼ (ଆରଆରବି) ଦ୍ବାରା ୧୪-୧୫ ଜାନୁଆରି ୨୦୨୨ରେ ଜାରି ଅଣପ୍ରଯୁକ୍ତି ଲୋକପ୍ରିୟ ଶ୍ରେଣୀ (ଏନଟିପିସି)କୁ କେନ୍ଦ୍ରୀକୃତ ରୋଜଗାର ଅଧିସୂଚନା ସିଇଏନ୍ ୦୧/୨୦୧୯ର ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି)ର ପରିଣାମ ସମ୍ବନ୍ଧରେ…
ଅଧିକ ଖବର ଦେଖନ୍ତୁ...

ଭୋଜିରେ ଯୋଗଦେବାକୁ ସ୍କୁଟିରେ ଯାଉଥିଲେ ଯୁବକ, ଦ୍ରୁତଗାମୀ କାର୍‌ ଧକ୍କାରେ ମୃତ୍ୟୁ

ବୈପାରିଗୁଡା: ରାଞ୍ଚି-ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥ ଟାଙ୍ଗିଣିଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ଦିନ ବାରଟା ବେଳେ ଜୟପୁର ସ୍ଥିତ ଭାରତ ଗ୍ୟାସରେ କାମ କରୁଥିବା ଦୁଇ ଜଣ ଯୁବକ ସ୍କୁଟି ଯୋଗେ ଜୟପୁରରୁ…
ଅଧିକ ଖବର ଦେଖନ୍ତୁ...

କୋହଲି ଜାଣିଥିଲେ ଦ୍ରାବିଡ଼ ଶାସ୍ତ୍ରୀଙ୍କ ପରି ନୁହଁନ୍ତି.. ଏଣୁ ଅଧିନାୟକ ପଦ ଛାଡ଼ିଦେଲେ : ମଂଜରେକର

ମୁମ୍ବାଇ :  ଭାରତୀୟ ଦଳ ଏବେ ଏକ କଠିନ ସମୟ ଦେଇ ଗତି କରୁଛି । ବିସିସିଆଇ ପକ୍ଷରୁ ବିରାଟ କୋହଲିଙ୍କୁ ଟି-୨୦ ଓ ଦିନିକିଆ ଅଧିନାୟକ ପଦରୁ ବିଦା କରାଯିବା ଓ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ବିରାଟ ହଠାତ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ଦଳର ସଂକଟକୁ ବଢାଇଦେଇଛି । ଆଜି ଏ ସମ୍ପର୍କରେ ମୁହଁ…
ଅଧିକ ଖବର ଦେଖନ୍ତୁ...

ଏହି ଓଲଟା ଘର ଭିତରୁ ପ୍ରବେଶ କରିବା ମାତ୍ରେ ପର୍ଯ୍ୟଟକ ହୋଇଯାଉଛନ୍ତି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କୋଲମ୍ବିଆର ରାଜଧାନୀ ବୋଗୋଟା ନିକଟରେ ଗୁଆଟାଭିଟାରେ ଏକ ନିଆରା ଘର ରହିଛି। ଏହି ନିଆରା ଘରଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯିଏ ଏହି ଘରକୁ ଦେଖୁଛନ୍ତି, ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ଏହି ଘର ଭିତର ଓ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ୍‌, ଚର୍ମରେ ଓମିକ୍ରନ୍‌ ଅଧିକ ସମୟ ବଞ୍ଚିଥାଏ: ଅଧ୍ୟୟନ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ କରୋନାଭାଇରସର ଓମିକ୍ରନ୍‌ ଭାରିଆଣ୍ଟ ଚର୍ମରେ ୨୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିପାରେ, ଏବଂ ପ୍ଲାଷ୍ଟିକ୍‌ ପୃଷ୍ଠରେ ଆଠ ଦିନରୁ ଅଧିକ ସମୟ ରହିପାରେ, ଯାହାକି ଅନ୍ୟ ଷ୍ଟ୍ରେନ୍‌ ତୁଳନାରେ ଏହାର ଦ୍ରୁତ ବିସ୍ତାରରେ ଯୋଗଦାନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୦୭୮, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୦୨

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୭୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୨ହଜାର ୨୩୯ରେ…
ଅଧିକ ଖବର ଦେଖନ୍ତୁ...

ରୋହିତ ଶର୍ମା ଫିଟ୍, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳିବା ସମ୍ଭାବନା

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଆଶ୍ବସ୍ତିଭରା ଖବର ।  ଆହତ ଜନିତ କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଥିବା ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ଟିମ୍ ଇଣ୍ଡିଆର ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ସେ…
ଅଧିକ ଖବର ଦେଖନ୍ତୁ...